ଟଲିଉଡ, ବଲିଉଡ ପରେ ଏବେ ହଲିଉଡରେ ଏଣ୍ଟ୍ରି କରିବେ ଶ୍ରୁତି ହାସନ

ମୁମ୍ବାଇ: ପ୍ରଥମେ ଟଲିଉଡ ପରେ ବଲିଉଡ୍‌ ଓ ଏବେ ହଲିଉଡ୍‌ରେ ଏଣ୍ଟ୍ରି ମାରିବାକୁ ପୂରା ପ୍ରସ୍ତୁତ ହୋଇଗଲେଣି ଅଭିନେତ୍ରୀ ଶ୍ରୁତି ହାସନ। ତେଲୁଗୁ ଫିଲ୍ମରେ ଜବରଦସ୍ତ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ଶ୍ରୁତି ବଲିଉଡରେ ମଧ୍ୟ ନିଜର ଭଲ ପରିଚୟ ସୃଷ୍ଟି କରିପାରିଛନ୍ତି। ଆଉ ଏବେ ସେ ହଲିଉଡ ପରଦାରେ ନିଜର ଅଭିନୟର କମାଲ ଦେଖାଇବାକୁ ଯାଉଛନ୍ତି। ଖୁବ୍‌ ଶୀଘ୍ର ଶ୍ରୁତି  ଆମେରିକୀୟ ଟିଭି ଶୋ’ ‘ଟ୍ରେଡଷ୍ଟୋନ୍’ରେ ନଜର ଆସିବେ।  ଏଥିରେ ସେ ଜଣେ କିଲର୍‌ […]

shruti-haasan-wallpapers-27

shruti-haasan-wallpapers-27

Chinmayee Roy
  • Published: Friday, 28 June 2019
  • Updated: 28 June 2019, 10:26 AM IST

Sports

Latest News

ମୁମ୍ବାଇ: ପ୍ରଥମେ ଟଲିଉଡ ପରେ ବଲିଉଡ୍‌ ଓ ଏବେ ହଲିଉଡ୍‌ରେ ଏଣ୍ଟ୍ରି ମାରିବାକୁ ପୂରା ପ୍ରସ୍ତୁତ ହୋଇଗଲେଣି ଅଭିନେତ୍ରୀ ଶ୍ରୁତି ହାସନ। ତେଲୁଗୁ ଫିଲ୍ମରେ ଜବରଦସ୍ତ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ଶ୍ରୁତି ବଲିଉଡରେ ମଧ୍ୟ ନିଜର ଭଲ ପରିଚୟ ସୃଷ୍ଟି କରିପାରିଛନ୍ତି। ଆଉ ଏବେ ସେ ହଲିଉଡ ପରଦାରେ ନିଜର ଅଭିନୟର କମାଲ ଦେଖାଇବାକୁ ଯାଉଛନ୍ତି।

ଖୁବ୍‌ ଶୀଘ୍ର ଶ୍ରୁତି  ଆମେରିକୀୟ ଟିଭି ଶୋ’ ‘ଟ୍ରେଡଷ୍ଟୋନ୍’ରେ ନଜର ଆସିବେ।  ଏଥିରେ ସେ ଜଣେ କିଲର୍‌ ଭୂମିକାରେ ନଜର ଆସିବେ। ଏ ସମ୍ପର୍କିତ ସୂଚନା ଶ୍ରୁତି ନିଜ ଇନ୍‌ଷ୍ଟାଗ୍ରମ୍‌ ପୋଷ୍ଟ ଜରିଆରେ ଦେଇଛନ୍ତି। ଏହି ଶୋ’ ଜରିଆରେ ଶ୍ରୁତି ପ୍ରଥମ ଟଲିଉଡ ଅଭିନେତ୍ରୀ ଭାବେ ହଲିଉଡ୍‌ରେ ପାଦ ଦେବେ।

https://www.instagram.com/p/By7WO5KBt5-/?utm_source=ig_web_copy_link

ଏହି ଶୋ’’ରେ ଶ୍ରୁତି ଦିଲ୍ଲୀର ହୋଟେଲ୍‌ରେ ୱେଟ୍ରେସ୍‌ର କାମ କରୁଥିବା ‘ନୀରା ପଟେଲ୍’ର ଭୂମିକାରେ ଅଭିନୟ କରିବେ। ନୀରା ବାସ୍ତବରେ ଜମେ କିଲର୍‌ ।ମାତ୍ର ନିଜର ପରିଚୟ ଲୁଚାଇବା ପାଇଁ ଦିଲ୍ଲୀର ଏକ ହୋଟେଲ୍‌ରେ ୱେଟ୍ରେସ୍‌ର କାମ କରନ୍ତି। ଏହି ଶୋ’ଟି ଆକ୍ସନ୍‌, ଫିକ୍ସନ୍‌ ଓ ଡ୍ରାମା ଉପରେ ଆଧାରିତ। ଯାହାକି UAS Networkରେ ପ୍ରସାରିତ ହେବ।

https://www.instagram.com/p/BwYUfMHhHxn/?utm_source=ig_web_copy_link

ଶ୍ରୁତି ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ ଗାୟିକା ମଧ୍ୟ। ସେ ଅନେକ ସମୟରେ ନିଜ ଗୀତର ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେଆର କରନ୍ତି। ତେଲୁଗୁ ଫିଲ୍ମରେ ଜବରଦସ୍ତ ଅଭିନୟ କରୁଥିବା ଶ୍ରୁତି ବଲିଉଡ ଫିଲ୍ମ ‘ୱେଲକମ୍‌ ବ୍ୟାକ୍‌’, ‘ଗବ୍ବର ଇଜ୍‌ ବ୍ୟାକ୍’, ‘’,  ‘ଲକ୍’, ‘ରମୈୟା ୱସ୍ତାୱୈୟା’, ‘ଡି-ଡେ’, ‘ବେହେନ୍‌ ହୋଗି ତେରି’, ‘ରକି ହ୍ୟାଣ୍ଡସମ୍‌’ ଓ ‘ତେୱର’ରେ କାମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story