ସ୍କୁଲ୍‌ରେ ପଢ଼ିବା ବେଳେ ଏହି ହିରୋଇନ୍ କାହିଁକି ଦେଉଥିଲେ ମିଛ ପରିଚୟ? କେମିତି ବନାଉଥିଲେ ବୋକା? ନିଜେ ଖୋଲିଛନ୍ତି ସିକ୍ରେଟ୍‌...

ମୁମ୍ବାଇ: ଶ୍ରୁତି ହାସନଙ୍କୁ କିଏ ଅବା ନ ଜାଣେ! ଜଣେ ଅଭିନେତ୍ରୀ ଭାବେ ସେ ବେଶ୍ ଜଣାଶୁଣା। ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ସେ ଫିଲ୍ମ କରନ୍ତି। ଏସବୁ ବାଦ୍‌ ତାଙ୍କର ଆଉ ଏକ ପରିଚୟ ମଧ୍ୟ ଅଛି। ସେ ହେଉଛନ୍ତି ପ୍ରଖ୍ୟାତ ଅଭିନେତା କମଲ ହାସନଙ୍କ ଝିଅ। ତାଙ୍କ ମା’ ସାରିକା ବି ଜଣେ ଅଭିନେତ୍ରୀ। ତେବେ ଶ୍ରୁତି ହାସନଙ୍କ ବିଷୟରେ ଏକ କଥା ଏବେ ପଦାକୁ ଆସିଛି। ସ୍କୁଲ୍‌ରେ ପଢ଼ିବା ବେଳେ ସେ […]

shruti

shruti

Rakesh Mallick
  • Published: Thursday, 25 May 2017
  • Updated: 25 May 2017, 10:18 AM IST

Sports

Latest News

ମୁମ୍ବାଇ: ଶ୍ରୁତି ହାସନଙ୍କୁ କିଏ ଅବା ନ ଜାଣେ! ଜଣେ ଅଭିନେତ୍ରୀ ଭାବେ ସେ ବେଶ୍ ଜଣାଶୁଣା। ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ସେ ଫିଲ୍ମ କରନ୍ତି। ଏସବୁ ବାଦ୍‌ ତାଙ୍କର ଆଉ ଏକ ପରିଚୟ ମଧ୍ୟ ଅଛି। ସେ ହେଉଛନ୍ତି ପ୍ରଖ୍ୟାତ ଅଭିନେତା କମଲ ହାସନଙ୍କ ଝିଅ। ତାଙ୍କ ମା’ ସାରିକା ବି ଜଣେ ଅଭିନେତ୍ରୀ। ତେବେ ଶ୍ରୁତି ହାସନଙ୍କ ବିଷୟରେ ଏକ କଥା ଏବେ ପଦାକୁ ଆସିଛି। ସ୍କୁଲ୍‌ରେ ପଢ଼ିବା ବେଳେ ସେ ନିଜର ପ୍ରକୃତ ନାଁକୁ ଲୁଚାଇ ରଖିଥିଲେ। ଆଉ ଏବେ ସେ ନିଜେ ଖୋଲିଛନ୍ତି ଏହା ପଛର ରହସ୍ୟ।

ପ୍ରକୃତ କଥା ହେଲା ଶ୍ରୁତି ସ୍କୁଲ୍‌ରେ ପଢ଼ିବା ବେଳେ ନିଜର ଷ୍ଟାର୍‌-କିଡ୍ ଷ୍ଟାଟସ୍‌କୁ ଲୁଚାଇବା ପାଇଁ ଚାହୁଁଥିଲେ। ଶ୍ରୁତି ଚାହୁଁଥିଲେ ସେ କମଲ ହାସନଙ୍କ ଝିଅ ବୋଲି କେହି ନ ଜାଣନ୍ତୁ। ସେ ଏହାକୁ ପୂରା ଗୁପ୍ତ ରଖିବାକୁ ଚାହୁଁଥିଲେ। ତଥାପି ଏହା ଏତେ ସହଜ ନ ଥିଲା। ଅନେକ ସମୟରେ ସାଙ୍ଗସାଥୀ ତଥା ଲୋକେ ତାଙ୍କୁ ପଚାରୁଥିଲେ,“ତୁମେ କମଲ ହାସନଙ୍କ ଝିଅ ନା?” ଜବାବରେ ସେ କହୁଥିଲେ,“ନାମ, ମୁଁ ତାଙ୍କ ଝିଅ ନୁହେଁ।”

ସାଙ୍ଗସାଥୀ ଓ ଲୋକଙ୍କୁ ଆହୁରି ବୋକା ବନାଇବାକୁ ଯାଇ ସେ କହୁଥିଲେ,“ମୁଁ ରାମଚନ୍ଦ୍ରଙ୍କ ଝିଅ।”

ହେଲେ ଏବେ ଆଉ ତାଙ୍କ ପରିଚୟ ଲୁଚି କି ରହି ନାହିଁ।

ରିପୋର୍ଟ ଓ ଫଟୋ-ୟଙ୍ଗିସ୍ତାନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story