୧୧ ବର୍ଷ ସାନ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ସିଦ୍ଧାର୍ଥ ମଲହୋତ୍ରା

ମୁମ୍ବାଇ: ବଲିଉଡର କୁଲ୍‌ ହିରୋ ସିଦ୍ଧାର୍ଥ ମଲହୋତ୍ରା ଏବେ ନିଜ ଲଭ ଲାଇଫ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ଅନେକ ଦିନ ହେବ ଚର୍ଚ୍ଚା ହେଉଛି ଯେ ସିଦ୍ଧାର୍ଥ, ‘ଷ୍ଟୁଡେଣ୍ଟ ଏଫ୍‌ ଦି ଇୟର-୨’ରୁ ଡେବ୍ୟୁ କରିବାକୁ ଯାଉଥିବା ଅଭିନେତ୍ରୀ ତାରା ସୁତାରିୟାଙ୍କୁ ଡେଟ୍‌ କରୁଛନ୍ତି। ତାରା ସିଦ୍ଧାର୍ଥଙ୍କଠାରୁ ୧୧ ବର୍ଷ ସାନ ବୋଲି ଜଣାପଡିଛି। କିନ୍ତୁ ସିଦ୍ଧାର୍ଥ ଏହାକୁ ସବୁବେଳେ ଏଡ଼ାଇ ଆସିଛନ୍ତି।  ହେଲେ ଏବେ ଏହି କପଲ୍‌ଙ୍କୁ ଏକାଠି ଦେଖିବାକୁ ମିଳିଛି। ଦୁହିଁଙ୍କୁ ମୁମ୍ବାଇର […]

sid

sid

Chinmayee Roy
  • Published: Saturday, 16 March 2019
  • Updated: 16 March 2019, 10:12 AM IST

Sports

Latest News

ମୁମ୍ବାଇ: ବଲିଉଡର କୁଲ୍‌ ହିରୋ ସିଦ୍ଧାର୍ଥ ମଲହୋତ୍ରା ଏବେ ନିଜ ଲଭ ଲାଇଫ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ଅନେକ ଦିନ ହେବ ଚର୍ଚ୍ଚା ହେଉଛି ଯେ ସିଦ୍ଧାର୍ଥ, ‘ଷ୍ଟୁଡେଣ୍ଟ ଏଫ୍‌ ଦି ଇୟର-୨’ରୁ ଡେବ୍ୟୁ କରିବାକୁ ଯାଉଥିବା ଅଭିନେତ୍ରୀ ତାରା ସୁତାରିୟାଙ୍କୁ ଡେଟ୍‌ କରୁଛନ୍ତି। ତାରା ସିଦ୍ଧାର୍ଥଙ୍କଠାରୁ ୧୧ ବର୍ଷ ସାନ ବୋଲି ଜଣାପଡିଛି। କିନ୍ତୁ ସିଦ୍ଧାର୍ଥ ଏହାକୁ ସବୁବେଳେ ଏଡ଼ାଇ ଆସିଛନ୍ତି।  ହେଲେ ଏବେ ଏହି କପଲ୍‌ଙ୍କୁ ଏକାଠି ଦେଖିବାକୁ ମିଳିଛି। ଦୁହିଁଙ୍କୁ ମୁମ୍ବାଇର ଏକ ମଲ୍‌ରେ ଦେଖିବାକୁ ମିଳିଥିଲା। ଏଠି ଏମାନେ ଏକାଠି ଫିଲ୍ମ ‘ବଦଲା’ ଦେଖିବାକୁ ଯାଇଥିଲେ।

https://www.instagram.com/p/BYTTsx5jYEO/?utm_source=ig_web_copy_link

ନିକଟରେ ତାରା, ଟାଇଗର ଶ୍ରଫ୍‌ ଓ ଅନନ୍ୟା ପାଣ୍ଡେ କରଣଙ୍କ ଚ୍ୟାଟ୍‌ ଶୋ’ ‘କଫି ୱିଥ୍ କରଣ’ରେ ସାମିଲ ହୋଇଥିଲେ। ଶୋ’ରେ କରଣ ଯେତେବଳେ ଟାଇଗରଙ୍କୁ ରାପିଡ୍‌ ଫାୟାର ରାଉଣ୍ଡରେ ପଚାରିଥିଲେ ଯେ  ସିଦ୍ଧାର୍ଥ ମଲୋହୋତ୍ରାଙ୍କଠୁ ସେ କ’ଣ ଚୋରି କରିନେବାକୁ ଚାହୁଁଛନ୍ତି, ସେତେବେଳେ ଟାଇଗର ତାରାଙ୍କ ଆଡ଼କୁ ଚାହିଁ ହସିଥିଲେ। ଟାଇଗରଙ୍କ ଏଭଳି ରିଆକ୍ସନ୍‌ ଦେଖି କରଣ ଆଶ୍ଚର୍ଯ୍ୟ ହୋଇ ଏହା କେବେ ହେଲା ବୋଲି ପ୍ରଶ୍ନ କରିଥିଲେ।

ହେଲେ ତାରା ଏହାକୁ ଏଡ଼ାଇ ଦେଇ କହିଥିଲେ ଯେ ସିଦ୍ଧାର୍ଥ ହେଉଛନ୍ତି କେବଳ ତାଙ୍କର କ୍ରଶ୍।  କିନ୍ତୁ ଶୋ’ର ଶେଷ ରାଉଣ୍ଡରେ ଯେତେବେଳେ କୌଣସି ଜଣେ ସେଲେବ୍ରିଟିଙ୍କୁ କଲ୍‌ କରିବାର ଥିଲା, ତାରା ସିଦ୍ଧାର୍ଥଙ୍କୁ ହିଁ କଲ୍‌ କରିଥିଲେ। ତେବେ ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ଯେ ତାରା ଓ ସିଦ୍ଧାର୍ଥଙ୍କ ଭିତରେ କିଛି ନା କିଛି ନିଶ୍ଚୟ ଚାଲିଛି। ଆପଣଙ୍କୁ ଜଣାଇଦେବାକୁ ଚାହୁଁ ଯେ ଏହା ପୂର୍ବରୁ ତାରାଙ୍କ ନାଁ ସାହିଦ୍‌ କପୁରଙ୍କ ଭାଇ ଇଶାନ୍ ଖଟ୍ଟର ଓ ବିନୋଦ ମେହେରାଙ୍କ ପୁଅ ରୋହନ ମେହେରାଙ୍କ ସହ ମଧ୍ୟ ଯୋଡ଼ାଯାଇଥିଲା।

https://www.instagram.com/p/Bts6tcPhTxD/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story