କେତେ କୋଟି ଆୟ କଲା ସିମ୍ବା , ପଢ଼ନ୍ତୁ

ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା କରୁଛି ରଣଭୀର ସିଂହଙ୍କ ଫିଲ୍ମ । ଫିଲ୍ମ ରିଲିଜ୍‌ ତୃତୀୟ ସପ୍ତାହରେ ବି ଧୂଆଁଧାର ଆୟ ଜାରି ରଖିଛି ସିମ୍ବା। ଏବେ ସାରା ପୃଥିବୀର ଗ୍ରସ୍ ବକ୍ସ ଅଫିସ୍‌ କଲେକ୍ସନ୍‌ରେ ସିମ୍ବା ୩୫୦ କୋଟି ଟଙ୍କା ପାର୍ କରିସାରିଛି। ବର୍ଷରେ ୨ଟି ସୁପରହିଟ୍‌ ଫିଲ୍ମ ଦେଉଥିବା ରଣବୀର ସିଂହଙ୍କୁ ୨୦୧୮ର ବକ୍ସ ଅଫିସ୍‌ କିଙ୍ଗ୍ କୁହାଯାଉଛି। କାରଣ ସବୁବେଳେ ବକ୍ସ ଅଫିସ୍‌ରେ କବଜା କରୁଥିବା ତିନି ଖାନ୍‌ ସଲମାନ୍, ଶାହାରୁଖ ଓ […]

simbaa

simbaa

Chinmayee Roy
  • Published: Sunday, 13 January 2019
  • Updated: 13 January 2019, 02:59 PM IST

Sports

Latest News

ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା କରୁଛି ରଣଭୀର ସିଂହଙ୍କ ଫିଲ୍ମ । ଫିଲ୍ମ ରିଲିଜ୍‌ ତୃତୀୟ ସପ୍ତାହରେ ବି ଧୂଆଁଧାର ଆୟ ଜାରି ରଖିଛି ସିମ୍ବା। ଏବେ ସାରା ପୃଥିବୀର ଗ୍ରସ୍ ବକ୍ସ ଅଫିସ୍‌ କଲେକ୍ସନ୍‌ରେ ସିମ୍ବା ୩୫୦ କୋଟି ଟଙ୍କା ପାର୍ କରିସାରିଛି। ବର୍ଷରେ ୨ଟି ସୁପରହିଟ୍‌ ଫିଲ୍ମ ଦେଉଥିବା ରଣବୀର ସିଂହଙ୍କୁ ୨୦୧୮ର ବକ୍ସ ଅଫିସ୍‌ କିଙ୍ଗ୍ କୁହାଯାଉଛି। କାରଣ ସବୁବେଳେ ବକ୍ସ ଅଫିସ୍‌ରେ କବଜା କରୁଥିବା ତିନି ଖାନ୍‌ ସଲମାନ୍, ଶାହାରୁଖ ଓ ଆମୀରଙ୍କର ଫିଲ୍ମ ୨୦୧୮ରେ ଫ୍ଲପ୍‌ ହୋଇଯାଇଥିଲା। ସେଇଠି ରଣବୀର ସିହଂଙ୍କର ଫିଲ୍ମ ‘ସିମ୍ବା’ ଭାରତରେ ପ୍ରଥମ ସପ୍ତାହରେ ୧୫୦.୨୬ କୋଟି, ଦ୍ୱତୀୟ ସପ୍ତାହରେ ୬୦.୭୫ କୋଟି, ତୃତୀୟ ସପ୍ତାହର ଆରମ୍ଭରେ ୨.୭୫ କୋଟି ଓ ଶନିବାରରେ ୨କୋଟି ଆୟ କରିସାରିଛି। ତେବେ ଆଜି ୱିକେଣ୍ଡରେ ଏହା ଆହୁରି ଭଲ ଆୟ କରିବ ବୋଲି ଆଶା ରଖାଯାଇଛି।

https://www.instagram.com/p/BsiwHdKgImF/?utm_source=ig_web_copy_link

ତେବେ ଦେଖିବାକୁ ଗଲେ ରଣବୀରଙ୍କ ଫିଲ୍ମ ‘ସିମ୍ବା’ ଦୁଇ ସପ୍ତାହ ପୂରା ହେବା ପୂର୍ବରୁ ହିଁ ୨୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇସାରିଛି। ଫିଲ୍ମର ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କର ଆଉ ଦୁଇଟି ଫିଲ୍ମ ‘ଗୋଲମାଲ୍ ଏଗେନ୍’ ଓ ‘ଚେନ୍ନାଇ ଏକ୍ସପ୍ରେସ୍‌’ ମଧ୍ୟ ୨୦୦ କୋଟି ଛୁଇଁବାକୁ ଏତିକି ହିଁ ସମୟ ନେଇଥିଲା। ତେବେ ରୋହିତ୍‌ଙ୍କର ୨୦୦ କୋଟି ଲିଷ୍ଟରେ ‘ସିମ୍ବା’ ହେଉଛି ତୃତୀୟ ଫିଲ୍ମ।

https://twitter.com/taran_adarsh/status/1083998040443150336

ଉଲ୍ଲେଖଯୋଗ୍ୟ ‘ସିମ୍ବା’ ପ୍ରଥମ ୫ ଦିନରେ ୧୦୦ କୋଟି, ୭ ଦିନରେ ୧୫୦ କୋଟି, ୧୦ ଦିନରେ ୧୭୫ କୋଟି ଓ ୧୨ ଦିନରେ ୨୦୦ କୋଟି ଟଙ୍କା ଆୟ କରିଛି। ସେହିଭଳି ୱାର୍ଲ୍ଡ ୱାଇଡ୍‌ ଏହା ୩୫୦ କୋଟି ଟଙ୍କା ଆୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story