ନୂଆ ରୂପରେ ପ୍ରଥମ ଓଡ଼ିଆ ଫିଲ୍ମ ‘ସୀତା ବିବାହ’, ପୁସ୍ତକ ଆକାରରେ ପ୍ରକାଶ

ଭୁବନେଶ୍ୱର: ନୂଅା ରୂପରେ ପ୍ରକାଶ ପାଇଲା ପ୍ରଥମ ଓଡିଅା ଚଳଚ୍ଚିତ୍ର ସୀତା ବିବାହର ଚିତ୍ରନାଟ୍ୟ। ପୁରୁଣା ପାଣ୍ଡୁଲିପିରୁ ଉଦ୍ଧାର କରାଯାଇ ପୁସ୍ତକ ଅାକାରରେ ପ୍ରକାଶ ପାଇଛି ଫିଲ୍ମର ଚିତ୍ରନାଟ୍ୟ। ଏହାକୁ  ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଓଡ଼ିଅା ଚଳଚ୍ଚିତ୍ର ସୀତା ବିବାହକୁ ପୂରିଛି ୮୧ ବର୍ଷ। ୧୯୩୬ ମସିହା ଏପ୍ରିଲ ୨୮ତାରିଖରେ ରିଲିଜ ହୋଇଥିଲା ଏହି ଫିଲ୍ମ। ସୀତା ବିବାହ ଚଳଚ୍ଚିତ୍ରର ଅଧିକାଂଶ ଚିହ୍ନବର୍ଣ୍ଣ ହଜିଯାଇଥିବା ବେଳେ ଉଦ୍ଧାର ହୋଇଛି ସେହି ପୁରୁଣା ଚିତ୍ରନାଟ୍ୟର […]

sita1

sita1

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 09:58 AM IST

Sports

Latest News

ଭୁବନେଶ୍ୱର: ନୂଅା ରୂପରେ ପ୍ରକାଶ ପାଇଲା ପ୍ରଥମ ଓଡିଅା ଚଳଚ୍ଚିତ୍ର ସୀତା ବିବାହର ଚିତ୍ରନାଟ୍ୟ। ପୁରୁଣା ପାଣ୍ଡୁଲିପିରୁ ଉଦ୍ଧାର କରାଯାଇ ପୁସ୍ତକ ଅାକାରରେ ପ୍ରକାଶ ପାଇଛି ଫିଲ୍ମର ଚିତ୍ରନାଟ୍ୟ। ଏହାକୁ  ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପ୍ରଥମ ଓଡ଼ିଅା ଚଳଚ୍ଚିତ୍ର ସୀତା ବିବାହକୁ ପୂରିଛି ୮୧ ବର୍ଷ। ୧୯୩୬ ମସିହା ଏପ୍ରିଲ ୨୮ତାରିଖରେ ରିଲିଜ ହୋଇଥିଲା ଏହି ଫିଲ୍ମ। ସୀତା ବିବାହ ଚଳଚ୍ଚିତ୍ରର ଅଧିକାଂଶ ଚିହ୍ନବର୍ଣ୍ଣ ହଜିଯାଇଥିବା ବେଳେ ଉଦ୍ଧାର ହୋଇଛି ସେହି ପୁରୁଣା ଚିତ୍ରନାଟ୍ୟର ପାଣ୍ଡୁଲିପି। ଏବେ ଏହି ପାଣ୍ଡୁଲିପିକୁ ନୂଅା ରୂପ ଦିଅାଯାଇଛି। ଜରାଜୀର୍ଣ୍ଣ ପାଣ୍ଡୁଲିପିରୁ ଉଦ୍ଧାର ଲେଖାଗୁଡିକୁ  ଏକ ପୁସ୍ତକ ଅାକାରରେ ପ୍ରକାଶ କରିଛି ଓଡିଶା ସିନେ କ୍ରିଟିକ ଅାସୋସିଏସନ। ଏହାକୁ ଗତକାଲି ସଚିବାଳୟରେ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେତେବେଳେ ପୁରୀର ଲକ୍ଷ୍ମୀ ଟକିଜରେ ଏହି ଫିଲ୍ମର ପ୍ରିମିୟର ହୋଇଥିଲା। ଫିଲ୍ମର ନିର୍ଦ୍ଦେଶନା ଓ ପ୍ରଯୋଜନା ଭାର ସମ୍ଭାଳିଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ। ରାମ ଓ ସୀତାଙ୍କ ବିବାହ ଏହି ଚଳଚ୍ଚିତ୍ରର ଥିଲା ବିଷୟବସ୍ତୁ।  ଫିଲ୍ମଟି  ସେତେବେଳେ ଭଲ ସଫଳତା ପାଇଥିଲା। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୨୯ହଜାର ୭୮୧ଟଙ୍କା। ଏବେ ଏହି ଚିତ୍ରନାଟ୍ୟକୁ ନେଇ ରାଜ୍ୟ ସରକାର ପୁଣି ଏକ ସୀତା ବିବାହ ଫିଲ୍ମ ନିର୍ମାଣ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର।

ପୁସ୍ତକ ଉନ୍ମୋଚନ ଅବସରରେ ଉପସ୍ଥିତ ଥିଲେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ସବ୍ୟସାଚୀ ମହାପାତ୍ର, ଅଭିନେତା ଅାକାଶ, ଅର୍ଚ୍ଚିତା ଓ ସବ୍ୟସାଚୀ ମିଶ୍ର ପ୍ରମୁଖ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story