ସୋସିଆଲ ମିଡିଆରେ ଅମିରଙ୍କ ‘ଠଗସ୍‌ ଅଫ୍‌ ହିନ୍ଦୁସ୍ଥାନୀ’ ଲୁକ୍‌ ଭାଇରାଲ

ମୁମ୍ବାଇ: ମିଷ୍ଟର ପରଫେକ୍ଟଙ୍କ ଅପ୍‌କମିଂ ଫିଲ୍ମ ‘ଠଗସ୍‌ ଅଫ୍‌ ହିନ୍ଦୁସ୍ଥାନୀ’ର ଫାଷ୍ଟ ଲୁକ୍‌ ସୋସିଆଲ ମିଡିଆକୁ ଆସିବା ପରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅମିର ବହୁତ ଦାଢି ରଖିଥିବା ଦେଖିବାକୁ ମିଳୁଛି।

କିଛିଦିନ ପୂର୍ବରୁ ଅମିରଙ୍କ ପତ୍ନୀ କିରଣ ରାଓ କହିଥିଲେ,“ଠଗସ୍‌ ଅଫ୍‌ ହିନ୍ଦୁସ୍ଥାନୀରେ ଅମିରଙ୍କ ଲୁକ୍‌ ବହୁତ ମଜାଦାର ହୋଇଛି।”