ସୋସିଆଲ ମିଡିଆରେ ଭାଇରାଲ ହେଲା ହ୍ରିତିକ୍‌ ଓ ସୁଜାନ୍‌ଙ୍କ ଫଟୋ

ମୁମ୍ବାଇ: ସୁଜାନ୍‌ ଖାନ୍‌ ଓ ହ୍ରିତିକ୍‌ ରୋଶନ ଛାଡ଼ପତ୍ର ପରେ ଏବେ ସ୍ୱାମୀସ୍ତ୍ରୀ ନୁହେଁ ବନ୍ଧୁ ଭାବେ ସବୁଆଡ଼େ ନଜର ଆସୁଛନ୍ତି। ନିକଟରେ ସୁଜାନ୍‌ ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହି ଫଟୋରେ ଅକ୍ଷୟ କୁମାର, ଟ୍ୱିଙ୍କଲ ଖାନ୍ନା, ଗାୟତ୍ରୀ ଜୋସୀ ଓ ବିକାଶ ଓବରୟଙ୍କ ସହ ହ୍ରିତିକ୍‌ ଓ ସୁଜାନଙ୍କୁ ଦେଖିବାକୁ ମିଳିଥିଲା। ଏହି ଫଟୋରେ ସୁଜାନ୍‌ ‘ଖୁସ୍‌ ସୈନିକ’ର କ୍ୟାପସନ୍‌ ମଧ୍ୟ ଲେଖିଥିଲେ। ଏହି ଫଟୋରେ ଫ୍ୟାନ୍ସମାନେ ବହୁତ କମେଣ୍ଟସ୍‌ ଦେବା ସହ […]

hrithik

hrithik

Rakesh Mallick
  • Published: Tuesday, 07 February 2017
  • Updated: 07 February 2017, 04:33 PM IST

Sports

Latest News

ମୁମ୍ବାଇ: ସୁଜାନ୍‌ ଖାନ୍‌ ଓ ହ୍ରିତିକ୍‌ ରୋଶନ ଛାଡ଼ପତ୍ର ପରେ ଏବେ ସ୍ୱାମୀସ୍ତ୍ରୀ ନୁହେଁ ବନ୍ଧୁ ଭାବେ ସବୁଆଡ଼େ ନଜର ଆସୁଛନ୍ତି। ନିକଟରେ ସୁଜାନ୍‌ ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହି ଫଟୋରେ ଅକ୍ଷୟ କୁମାର, ଟ୍ୱିଙ୍କଲ ଖାନ୍ନା, ଗାୟତ୍ରୀ ଜୋସୀ ଓ ବିକାଶ ଓବରୟଙ୍କ ସହ ହ୍ରିତିକ୍‌ ଓ ସୁଜାନଙ୍କୁ ଦେଖିବାକୁ ମିଳିଥିଲା।

ଏହି ଫଟୋରେ ସୁଜାନ୍‌ ‘ଖୁସ୍‌ ସୈନିକ’ର କ୍ୟାପସନ୍‌ ମଧ୍ୟ ଲେଖିଥିଲେ। ଏହି ଫଟୋରେ ଫ୍ୟାନ୍ସମାନେ ବହୁତ କମେଣ୍ଟସ୍‌ ଦେବା ସହ ଫଟୋକୁ ସେୟାର କରିଛନ୍ତି। ଏହା ପୂର୍ବରୁ ମଧ୍ୟ ହ୍ରିତିକ୍‌ ଓ ସୁଜାନ୍‌ଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos