ଜାଣନ୍ତି ପ୍ରଥମ ଥର କେଉଁ ଫିଲ୍ମରେ ହୋଲିର ‘ରଙ୍ଗ’ ଦେଖାଯାଇଥିଲା ‘ରଙ୍ଗୀନ୍‌’?

ମୁମ୍ବାଇ: ଆଜି ହେଉଛି ରଙ୍ଗର ପର୍ବ ହୋଲି। ସାରା ଦେଶରେ ଲୋକେ ହୋଲି ଖେଳିଛନ୍ତି। ବଲିଉଡ୍‌ରେ ଅନେକ ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳେ। ତେବେ ଆପଣ ଜାଣିଛନ୍ତି କେଉଁ ଫିଲ୍ମରେ ପ୍ରଥମେ ହୋଲିରେ ଖେଳାଯାଥିବା ରଙ୍ଗ ରଙ୍ଗୀନ୍‌ ଦେଖାଯାଇଥିଲା। କାରଣ ପୂର୍ବରୁ ଫିଲ୍ମ ଗୁଡ଼ିକ କେବଳ କଳା ଧଳା ରଙ୍ଗରେ ଆସୁଥିଲା। ତେଣୁ ସୁଟିଂ ବେଳେ ଭଳିକ ଭଳି ରଙ୍ଗରେ କଳାକାରମାନେ ହୋଲି ଖେଳୁଥିଲେ ବି ପରଦାରେ ଆସିଲା ବେଳକୁ ସବୁ କଳାଧଳା ଦେଖା ଯାଉଥିଲା। […]

rajesh

rajesh

Rakesh Mallick
  • Published: Friday, 02 March 2018
  • Updated: 02 March 2018, 01:52 PM IST

ମୁମ୍ବାଇ: ଆଜି ହେଉଛି ରଙ୍ଗର ପର୍ବ ହୋଲି। ସାରା ଦେଶରେ ଲୋକେ ହୋଲି ଖେଳିଛନ୍ତି। ବଲିଉଡ୍‌ରେ ଅନେକ ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳେ। ତେବେ ଆପଣ ଜାଣିଛନ୍ତି କେଉଁ ଫିଲ୍ମରେ ପ୍ରଥମେ ହୋଲିରେ ଖେଳାଯାଥିବା ରଙ୍ଗ ରଙ୍ଗୀନ୍‌ ଦେଖାଯାଇଥିଲା। କାରଣ ପୂର୍ବରୁ ଫିଲ୍ମ ଗୁଡ଼ିକ କେବଳ କଳା ଧଳା ରଙ୍ଗରେ ଆସୁଥିଲା। ତେଣୁ ସୁଟିଂ ବେଳେ ଭଳିକ ଭଳି ରଙ୍ଗରେ କଳାକାରମାନେ ହୋଲି ଖେଳୁଥିଲେ ବି ପରଦାରେ ଆସିଲା ବେଳକୁ ସବୁ କଳାଧଳା ଦେଖା ଯାଉଥିଲା।

ସୂଚନା ମୁତାବକ ପ୍ରଥମ ଥର ‘ଔରତ୍‌’ ଫିଲ୍ମରେ ହୋଲି ଖେଳ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଫିଲ୍ମଟି ବ୍ଲାକ୍‌ ଆଣ୍ଡ ହ୍ୱାଇଟ୍‌ ଫିଲ୍ମ ଥିଲା। ଏଥିରେ ହୋଲି ଦେଖିବାକୁ ମିଳିଥିଲା କିନ୍ତୁ ହୋଲିର ପ୍ରକୃତ ରଙ୍ଗ ଦେଖିବାକୁ ମିଳିନଥିଲା। କିନ୍ତୁ ୫୦ ଦଶକରେ ଆସିଥିଲା ଫିଲ୍ମ ‘ଆନ୍‌’। ସେଥିରେ ଦିଲ୍ଲୀପ କୁମାର ଓ ନିମ୍ମି ନାଚି ଓ ଗାଇ ହୋଲି ଖେଳିଥିଲେ। ଏହି ଫିଲ୍ମରେହିଁ ପ୍ରକୃତ ହୋଲିର ରଙ୍ଗ ଦର୍ଶକ ପରଦାରେ ଦେଖିବାକୁ ପାଇଥିଲେ। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ମହବୁବ୍‌ ଖାନ ଥିଲେ। ଫିଲ୍ମରେ ହୋଲିକୁ ନେଇ ଚିତ୍ରିତ ହୋଇଥିବା ଗୀତଟି ହେଉଛି ‘ଖେଲୋ ରଙ୍ଗ ହମାରି ସଙ୍ଗ’। ଏହା ଖୁବ୍‌ ଲୋକପ୍ରିୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story