କାହିଁକି ଖବର କାଗଜ ଲୁଚାଇ ଦିଅନ୍ତି ସୋନାକ୍ଷୀ?

ମୁମ୍ବାଇ: ସୋନାକ୍ଷୀ ସିହ୍ନାଙ୍କ ପରିବାର ଲୋକ ସକାଳ ହେଲେ ଖବର କାଗଜ ଖୋଜିବାରେ ବ୍ୟସ୍ତ ରହନ୍ତି। କିନ୍ତୁ କାହାକୁ ଖବର କାଗଜ ମିଳେ ନାହିଁ। ଘରୁ ଖବର କାଗଜ ଗାଏବ ହୋଇଯାଏ।  ଖବର କାଗଜ  ଆପେ ଆପେ ଗାଏବ ହୁଏନାହିଁ। ଏହାକୁ ଗାଏବ କରନ୍ତି ସୋନାକ୍ଷୀ। ସକାଳ ହେଲେ ସୋନାକ୍ଷୀ ଘରକୁ ଆସୁଥିବା ଖବର କାଗଜକୁ ଲୁଚାଇ ଦିଅନ୍ତି।  ଏହା ପଛର ରହସ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ସାକ୍ଷାତକାରରେ ସୋନାକ୍ଷୀ କହିଛନ୍ତି ଯେ ଯଦି […]

sss

sss

Rakesh Mallick
  • Published: Sunday, 02 April 2017
  • Updated: 03 April 2017, 10:25 AM IST

ମୁମ୍ବାଇ: ସୋନାକ୍ଷୀ ସିହ୍ନାଙ୍କ ପରିବାର ଲୋକ ସକାଳ ହେଲେ ଖବର କାଗଜ ଖୋଜିବାରେ ବ୍ୟସ୍ତ ରହନ୍ତି। କିନ୍ତୁ କାହାକୁ ଖବର କାଗଜ ମିଳେ ନାହିଁ। ଘରୁ ଖବର କାଗଜ ଗାଏବ ହୋଇଯାଏ।  ଖବର କାଗଜ  ଆପେ ଆପେ ଗାଏବ ହୁଏନାହିଁ। ଏହାକୁ ଗାଏବ କରନ୍ତି ସୋନାକ୍ଷୀ।

ସକାଳ ହେଲେ ସୋନାକ୍ଷୀ ଘରକୁ ଆସୁଥିବା ଖବର କାଗଜକୁ ଲୁଚାଇ ଦିଅନ୍ତି।  ଏହା ପଛର ରହସ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏକ ସାକ୍ଷାତକାରରେ ସୋନାକ୍ଷୀ କହିଛନ୍ତି ଯେ ଯଦି କେବେ ଖବର କାଗଜରେ ତାଙ୍କ ବିଷୟରେ ଉଡ଼ା ଖବର ଛପା ଯାଇଥାଏ, ସେହିଦିନ ବାପାମା’ଙ୍କଠୁ ଗାଳି ପଡ଼େ।

ଥରେ ଖବର କାଗଜରେ ସୋନାକ୍ଷୀ ଓ ଶାହିଦଙ୍କ  ବିଷୟରେ ଏକ ଉଡ଼ା ଖବର ବାହାରିଥିଲା। ସେଥିପାଇଁ  ପୂରା ଦିନ ମା’ଙ୍କଠାରୁ ଗାଳି ଶୁଣିବାକୁ ପଡ଼ିଥିଲା।  ସେଥିପାଇଁ ଖବର କାଗଜ ଆସିଲେ ସୋନାକ୍ଷୀ ଲୁଚାଇ ଦିଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story