କ୍ୟାନ୍‌ସର୍‌ ଯୋଗୁ ସୋନାଲିଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହେଉଛି !

ନୂଆଦିଲ୍ଲୀ: କ୍ୟାନସର୍‌ ସହ ସଂଗ୍ରାମ କରୁଥିବା ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ଦୃଷ୍ଟି ଶକ୍ତି ଉପରେ ‘କେମୋ ଥେରାପି’ର ପ୍ରଭାବ ପଡ଼ିଛି। ଏହି କାରଣରୁ ତାଙ୍କ ଦୃଷ୍ଟି ଶକ୍ତି ଧୀରେ ଧୀରେ ଦୁର୍ବଳ ହେଉଥିବାର ସୂଚନା ମିଳିଛି। ଚିକିତ୍ସାଧୀନ ଆବସ୍ଥାରେ ଥିବା ସୋନାଲିଙ୍କୁ ଏବେ ବହି ପଢ଼ିବାରେ କଷ୍ଟ ମଧ୍ୟ ହେଉଛି। ନିଜେ ସୋନାଲି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ବହି ସହ ନିଜ ଫଟୋ ଶେୟାର କରି ଲେଖିଛନ୍ତି, ‘ଏବେ ପରବର୍ତ୍ତୀ ବହି ଘୋଷଣାର ସମୟ। ପୂର୍ବ ବହିଟି ପଢ଼ିବାବେଳେ […]

shona

shona

Chinmayee Roy
  • Published: Sunday, 04 November 2018
  • Updated: 04 November 2018, 03:25 PM IST

Sports

Latest News

ନୂଆଦିଲ୍ଲୀ: କ୍ୟାନସର୍‌ ସହ ସଂଗ୍ରାମ କରୁଥିବା ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ଦୃଷ୍ଟି ଶକ୍ତି ଉପରେ 'କେମୋ ଥେରାପି'ର ପ୍ରଭାବ ପଡ଼ିଛି। ଏହି କାରଣରୁ ତାଙ୍କ ଦୃଷ୍ଟି ଶକ୍ତି ଧୀରେ ଧୀରେ ଦୁର୍ବଳ ହେଉଥିବାର ସୂଚନା ମିଳିଛି। ଚିକିତ୍ସାଧୀନ ଆବସ୍ଥାରେ ଥିବା ସୋନାଲିଙ୍କୁ ଏବେ ବହି ପଢ଼ିବାରେ କଷ୍ଟ ମଧ୍ୟ ହେଉଛି।

ନିଜେ ସୋନାଲି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ବହି ସହ ନିଜ ଫଟୋ ଶେୟାର କରି ଲେଖିଛନ୍ତି, ‘ଏବେ ପରବର୍ତ୍ତୀ ବହି ଘୋଷଣାର ସମୟ। ପୂର୍ବ ବହିଟି ପଢ଼ିବାବେଳେ ଟିକେ ଅଧିକ ସମୟ ନେଇଥିଲା। କାରଣ 'କେମୋ' ପାଇଁ ମୋ ଆଖିରେ ଟିକେ ସମସ୍ୟା ହେଉଛି, ସେଥିପାଇଁ ମୁଁ ଠିକ୍‌ରେ ବହି ପଢ଼ିପାରୁ ନାହିଁ। ଦୃଷ୍ଟି ଶକ୍ତି ଦୁର୍ବଳ ହେବାକୁ ନେଇ ମୁଁ ଟିକେ ଭୟଭୀତ ହୋଇଯାଇଥିଲି। ହେଲେ ଏବେ ସବୁକିଛି ଠିକ୍‌ ଅଛି।’

https://www.instagram.com/p/BprW3dfHPdr/?utm_source=ig_web_copy_link

ଉଲ୍ଲେଖଯୋଗ୍ୟ, ସୋନାଲିଙ୍କ ପତି ଗୋଲ୍‌ଡି ବହଲ ପୂର୍ବରୁ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଥିଲେ ଯେ "ସୋନାଲିଙ୍କ ଅବସ୍ଥା ସ୍ଥିର ରହିଛି ଓ ବିନା କୌଣସି ବାଧାରେ ତାଙ୍କର ଚିକିତ୍ସା ଚାଲିଛି। ସୋନାଲି ସବୁବେଳେ ସକାରାତ୍ମକ ଚିନ୍ତାଧାରା ରଖନ୍ତି।"

୪୩ ବର୍ଷୀୟା ବଲିଉଡ୍‌ର ଏହି ହସକୁରି ଅଭିନେତ୍ରୀ ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଭାବବିହ୍ୱଳ ଭିଡିଓ ଶେୟାର କରିଥିଲେ। ଏଥିରେ ସୋନାଲି ସମ୍ପୂର୍ଣ୍ଣ ଅଲଗା ଦେଖାଯାଉଥିଲେ। କ୍ୟାନ୍‌ସର ପାଇଁ 'କେମୋ ଥେରାପି' କାରଣରୁ ତାଙ୍କ ମୁଣ୍ଡରେ ଚୁଟି ନଥିବାରୁ ସେ ୱିଗ୍‌ ପିନ୍ଧିଛନ୍ତି।

https://www.instagram.com/p/BnVYAYAFNgc/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story