ଏହି ପ୍ରଶ୍ନର ଭୁଲ୍ ଉତ୍ତର ଦେଇ ସୋନାଲୀ ହରାଇଲେ ୯ ଲକ୍ଷ ଟଙ୍କା

ମୁମ୍ବାଇ: ରିୟଲିଟି ଶୋ’ ‘କୌନ୍‌ ବନେଗା କରୋଡ଼ପତି’ରେ ଶୁକ୍ରବାର ହଟ୍ ସିଟ୍‌ରେ ବସିଥିଲେ ମହାରାଷ୍ଟ୍ରର ସୋନାଲୀ ଧୁଦଲ। ପେସାରେ ସେ ଜଣେ ବସ୍ କଣ୍ଡକ୍ଟର୍। ୨୦ ହଜାର ଟଙ୍କା ଜିତିଲା ବେଳକୁ ସେ ତିନିଟି ଲାଇଫ୍ ଲାଇନ୍ ବ୍ୟବହାର କରି ସାରିଥିଲେ ୧୨.୫୦ ଲକ୍ଷ ଟଙ୍କା ଜିତିବା ପାଇଁ ସେ ଚତୁର୍ଥ ଲାଇଫ୍ ଲାଇନ୍ ବ୍ୟବହାର କରିଥିଲେ। ଯୋଡ଼ିଦାରଙ୍କ ସହାୟତରେ ସେ ଏଥିପାଇଁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ଓ ତାହା ଠିକ୍ ଥିଲା। ୨୫ […]

sonali

sonali

Jitendra Garnayak
  • Published: Saturday, 15 September 2018
  • Updated: 15 September 2018, 06:48 AM IST

Sports

Latest News

ମୁମ୍ବାଇ: ରିୟଲିଟି ଶୋ’ ‘କୌନ୍‌ ବନେଗା କରୋଡ଼ପତି’ରେ ଶୁକ୍ରବାର ହଟ୍ ସିଟ୍‌ରେ ବସିଥିଲେ ମହାରାଷ୍ଟ୍ରର ସୋନାଲୀ ଧୁଦଲ। ପେସାରେ ସେ ଜଣେ ବସ୍ କଣ୍ଡକ୍ଟର୍। ୨୦ ହଜାର ଟଙ୍କା ଜିତିଲା ବେଳକୁ ସେ ତିନିଟି ଲାଇଫ୍ ଲାଇନ୍ ବ୍ୟବହାର କରି ସାରିଥିଲେ

୧୨.୫୦ ଲକ୍ଷ ଟଙ୍କା ଜିତିବା ପାଇଁ ସେ ଚତୁର୍ଥ ଲାଇଫ୍ ଲାଇନ୍ ବ୍ୟବହାର କରିଥିଲେ। ଯୋଡ଼ିଦାରଙ୍କ ସହାୟତରେ ସେ ଏଥିପାଇଁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ଓ ତାହା ଠିକ୍ ଥିଲା।

୨୫ ଲକ୍ଷ ଟଙ୍କା ଜିତିବା ପାଇଁ ସୋନାଲୀଙ୍କୁ ପଚରା ଯାଇଥିଲା-  କେଉଁ ଭାରତୀୟ ଜ୍ୟୋତିର୍ବିଜ୍ଞାନୀଙ୍କ ନାଁ ଅନୁସାରେ ନାସା ‘ଚନ୍ଦ୍ରା’ ସ୍ୟାଟେଲାଇଟ୍ ପଠାଇଥିଲା।

ଏଥିପାଇଁ ତାଙ୍କୁ ଚାରୋଟି ବିକଳ୍ପ ଦିଆଯାଇଥିଲା- ୧) ପ୍ରଫୁଲ ଚନ୍ଦ୍ର ରେ, ୨) ଚନ୍ଦ୍ରଶେଖର ଭେଙ୍କଟ ରମଣ ୩) କେ ଏସ୍‌ ଚନ୍ଦ୍ରଶେଖରନ୍ ଓ ୪) ସୁବ୍ରମଣ୍ୟମ୍ ଚନ୍ଦ୍ରଶେଖର।

ତାଙ୍କ ଉତ୍ତର ଥିଲା- ଚନ୍ଦ୍ରଶେଖର ଭେଙ୍କଟ ରମଣ। କିନ୍ତୁ ଏହା ଭୁଲ୍ ଉତ୍ତର ଥିଲା।

ସଠିକ୍ ଉତ୍ତର ଥିଲା- ସୁବ୍ରମଣ୍ୟମ୍‌ ଚନ୍ଦ୍ରଶେଖର।

ସୋନାଲୀ ଚାହିଁଥିଲେ ୧୨.୫୦ ଲକ୍ଷ ଟଙ୍କା ଜିତିବା ପରେ ଓହରି ଯାଇଥାଆନ୍ତେ। ଶୋ’ର ଆଙ୍କର ଅମିତାଭ ବଚ୍ଚନ ତାଙ୍କୁ ସେହି ସୁଯୋଗ ଦେଇଥିଲେ। ସେ ସୋନାଲୀଙ୍କୁ ଚେତାଇ ଦେଇଥିଲେ ଯେ ଏହି ପ୍ରଶ୍ନର ଉତ୍ତର ଭୁଲ୍ ଦେଲେ ପରିଣତି କ’ଣ ହେବ। ତେବେ ସୋନାଲୀ ଖେଳିଥିଲେ ଓ ଭୁଲ୍ ଉତ୍ତର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story