ବାହାଘର ସରୁ ସରୁ ସୋନମ୍‌ ଚେଞ୍ଜ୍‌ କରିଦେଲେ...

ମୁମ୍ବାଇ: ସାଧାରଣତଃ ବାହାଘର ପରେ ଝିଅ ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିଥାଏ। ଘର ଅଲଗା ହେବା ସହ ନାଁ ଓ ଚାଲିଚଳନ ସବୁକୁ ବଦଳେଇବାକୁ ପଡ଼ିଥାଏ। ହଠାତ୍‌ ବାପଘର ଛାଡ଼ି ଶାଶୂଘରେ ଯାଇ ରହିବା ଓ ସେଠାରେ ଆଡଜଷ୍ଟ ହେବା ବହୁତ କଷ୍ଟ ହୋଇଥାଏ। ଆଉ ସେଥିପାଇଁ କିଛି ସମୟ ମଧ୍ୟ ଲାଗିଥାଏ। କିନ୍ତୁ ଏ କ୍ଷେତ୍ରରେ ସୋନମ୍ ଖୁବ୍‌ ଆଗରେ। ଗତକାଲି ସୋନମ୍‌ ନିଜ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି। ବାହାଘରେ ପରେ […]

sonam-kapoor

sonam-kapoor

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 10:15 AM IST

Sports

Latest News

ମୁମ୍ବାଇ: ସାଧାରଣତଃ ବାହାଘର ପରେ ଝିଅ ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିଥାଏ। ଘର ଅଲଗା ହେବା ସହ ନାଁ ଓ ଚାଲିଚଳନ ସବୁକୁ ବଦଳେଇବାକୁ ପଡ଼ିଥାଏ। ହଠାତ୍‌ ବାପଘର ଛାଡ଼ି ଶାଶୂଘରେ ଯାଇ ରହିବା ଓ ସେଠାରେ ଆଡଜଷ୍ଟ ହେବା ବହୁତ କଷ୍ଟ ହୋଇଥାଏ। ଆଉ ସେଥିପାଇଁ କିଛି ସମୟ ମଧ୍ୟ ଲାଗିଥାଏ। କିନ୍ତୁ ଏ କ୍ଷେତ୍ରରେ ସୋନମ୍ ଖୁବ୍‌ ଆଗରେ। ଗତକାଲି ସୋନମ୍‌ ନିଜ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି। ବାହାଘରେ ପରେ ହୋଇଥିବା ପରିବର୍ତ୍ତନକୁ ସୋନମ୍‌ ଖୁବ୍‌ ଜଲ୍‌ଦି ଆପଣେଇ ନେଇଛନ୍ତି। ତେବେ ଚାଲନ୍ତୁ ଜାଣିବା ତାଙ୍କର ସେହି ପରିବର୍ତ୍ତନ ବିଷୟରେ।

କଥା ହେଉଛି ସୋନମ୍‌ ବାହାଘର ଠିକ୍‌ ପରେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ, ଇନ୍‌ଷ୍ଟାଗ୍ରାମ୍‌ ଓ ଟ୍ୱିଟରରେ ନିଜ ନାଁରେ ସ୍ୱାମୀ ଆନନ୍ଦଜ ଆହୁଜାଙ୍କ ସରନେମ୍ ଯୋଡ଼ି ଦେଇଛନ୍ତି। ବାହାଘର ପୂର୍ବରୁ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ତାଙ୍କ ନାଁ ଥିଲା @sonamkapoor । କିନ୍ତୁ ଏବେ ତାହା ପରିବର୍ତ୍ତନ ହୋଇ @sonamkapoorahuja ହୋଇଯାଇଛି।

ବାହାଘର ପରେ ସୋନମ୍‌ ଓ ଆନନ୍ଦ ଦୁହେଁ କେକ୍‌ କାଟିଥିଲେ। ସେହି କେକେଟି ବହୁତ କୌତୁକିଆ ହୋଇଥିଲା। ଯେଉଁଥିରେ ସୋନମ୍‌ ଓ ଆନନ୍ଦଙ୍କ ପ୍ରତି ମୂର୍ତ୍ତି ଥିଲା। କଥା ହେଉଛି ଆନନ୍ଦ ବାସ୍କେଟ୍‌ ବଲ୍‌ ଖେଳିବାକୁ ବହୁତ ପସନ୍ଦ କରନ୍ତି।  ଆଉ କେକ୍‌ରେ ସେ ବାସ୍କେଟ୍‌ବଲ ଗ୍ରାଉଣ୍ଡରେ ଥିଲେ। ଆଉ ସୋନମ୍‌ ବାହାଘର ଶାଢୀ ପିନ୍ଧି ତାଙ୍କୁ ଘୋସାଡି ଘୋସାଡି ବାହାରକୁ ଆଣୁଥିଲେ।

ଗତକାଲି  ବାହାଘର ପରେ  ସଂଧ୍ୟାରେ ରିସେପ୍‌ସନ୍‌ର ପାର୍ଟିର ଆୟୋଜନ କରାଯାଇଥିଲା। ସେଠାରେ ବଲିଉଡ୍‌ କଳାକାରଙ୍କ ସମେତ ଅନେକ ନାମୀଦାମୀ ଲୋକଙ୍କ ଭିଡ଼ ଜମିଥିଲା। ସୋନମ୍‌  ଓ ଆନନ୍ଦ ନିଜ ଆଉଟ୍‌ଫିଟ୍‌ରେ ଖୁବ୍‌ ଜବରଦସ୍ତ ଲାଗୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story