ସୋନାକ୍ଷୀଙ୍କୁ କ୍ଷମା ମାଗିଲେ ସୋନମ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିକଟରେ ନେହା ଧୂପିଆଙ୍କ ଶୋ’ ‘Vogue BFFs’ ଙ୍କୁ ଆସିଥିଲେ। ତାଙ୍କ ସହ ଥିଲେ ପ୍ରସିଦ୍ଧ ଡିଜାଇନର ମନୀଷ ମଲହୋତ୍ରା। ‘Vogue BFFs’ର ହୋଷ୍ଟ୍ ହେଉଛନ୍ତି ନେହା ଧୂପିଆ। ଏହି ଶୋ’ରେ ଷ୍ଟାରଙ୍କୁ ସେମାନଙ୍କ ବ୍ୟକ୍ତିଗତ ଓ ବଲିଉଡ୍ ସମ୍ପର୍କିତ ପ୍ରଶ୍ନ ପଚରାଯାଏ। ସେମିତି କିଛି ପ୍ରଶ୍ନ ପଚରାଯାଇଥିଲା ସୋନାକ୍ଷୀଙ୍କୁ। ସେଥିରୁ ଗୋଟେ ପ୍ରଶ୍ନ ଥିଲା ବଲିଉଡ କଳାକାରମାନଙ୍କ ମଧ୍ୟରୁ ତାଙ୍କୁ କିଏ କେବେ ଆଟିଟ୍ୟୁଡ୍‌ ଦେଖାଇଛନ୍ତି କି? ତାର […]

sonakshi

sonakshi

Rakesh Mallick
  • Published: Sunday, 11 February 2018
  • Updated: 11 February 2018, 04:50 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିକଟରେ ନେହା ଧୂପିଆଙ୍କ ଶୋ’ 'Vogue BFFs' ଙ୍କୁ ଆସିଥିଲେ। ତାଙ୍କ ସହ ଥିଲେ ପ୍ରସିଦ୍ଧ ଡିଜାଇନର ମନୀଷ ମଲହୋତ୍ରା। 'Vogue BFFs'ର ହୋଷ୍ଟ୍ ହେଉଛନ୍ତି ନେହା ଧୂପିଆ। ଏହି ଶୋ'ରେ ଷ୍ଟାରଙ୍କୁ ସେମାନଙ୍କ ବ୍ୟକ୍ତିଗତ ଓ ବଲିଉଡ୍ ସମ୍ପର୍କିତ ପ୍ରଶ୍ନ ପଚରାଯାଏ। ସେମିତି କିଛି ପ୍ରଶ୍ନ ପଚରାଯାଇଥିଲା ସୋନାକ୍ଷୀଙ୍କୁ। ସେଥିରୁ ଗୋଟେ ପ୍ରଶ୍ନ ଥିଲା ବଲିଉଡ କଳାକାରମାନଙ୍କ ମଧ୍ୟରୁ ତାଙ୍କୁ କିଏ କେବେ ଆଟିଟ୍ୟୁଡ୍‌ ଦେଖାଇଛନ୍ତି କି? ତାର ଉତ୍ତରରେ ସୋନାକ୍ଷୀ କହିଥିଲେ 'ସୋନମ୍'। ସୋନମ କପୁର ଏହି ଏପିସୋଡ ଦେଖିଥିଲେ। ଶୋ ଦେଖିବା ପରେ ସେ ସୋନାକ୍ଷୀଙ୍କୁ କ୍ଷମା ମାଗିଛନ୍ତି।

ସୋନମ୍‌ ଟ୍ୱିଟ କରି କହିଥିଲେ ''ସୋନାକ୍ଷୀ ମୁଁ ସର୍ବାଦା ତୁମକୁ ନମ୍ର ବ୍ୟବହାର କରିଛି। ମୋର ମନେ ନାହିଁ ମୁଁ କେବେ ତୁମକୁ ଆଟିଟ୍ୟୁଡ୍‌ ଦେଖାଇଥିଲି। ଯଦି କେବେ ତୁମକୁ ଏମିତି ଲାଗିଛି ତେବେ ମତେ କ୍ଷମା କରିବ।''

ଶୋ'ରେ ସୋନାକ୍ଷୀ ଆହୁରି କିଛି ମଜାଦାର ପ୍ରଶ୍ନର ଉତ୍ତର ଦେଇଥିଲ। ୨୦୧୮ରେ ଆଲିଆ ଭଟ୍ଟ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କର ବ୍ରେକଅପ୍‌ ହୋଇପାରେ ବୋଲି ବି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story