ବନ୍ଧାଚାଲିଛି ସୋନମଙ୍କ ବେଦି

ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ସରିଛି। ବିରାଟ ଅନୁଷ୍କା ପରେ ଏବେ ବିବାହ ପାଇଁ ଯୋଜନା କରୁଛନ୍ତି ଅନୀଲ ତନୟା। ଆମେ ଏଠି କହୁଛୁ ସୋନମ କପୁରଙ୍କ କଥା। ତିନି ବର୍ଷ ହେବ ସେ ଆନନ୍ଦ ଆହୁଜାଙ୍କୁ ଡେଟ୍‌ କରୁଛନ୍ତି। ଶୁଣିବାକୁ ମିଳିଛି ସେ ୨୦୧୮ ରେ ବିବାହ କରିବେ। ସୂଚନା ଅନୁଯାୟୀ ତାଙ୍କ ବିବାହ ଯୋଧାପୁରରେ ହୋଇପାରେ। ଏବେ ଦୁହେଁ ଲଣ୍ଡନ୍‌ରେ ଛୁଟି କାଟୁଛନ୍ତି। ଦୁହିଁଙ୍କ ସଂପର୍କକୁ ଏବେ ଅଫିସିଆଲ ସ୍ୱୀକୃତି […]

sonam-kapoor

sonam-kapoor

Rakesh Mallick
  • Published: Monday, 25 December 2017
  • Updated: 25 December 2017, 03:11 PM IST

Sports

Latest News

ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ସରିଛି। ବିରାଟ ଅନୁଷ୍କା ପରେ ଏବେ ବିବାହ ପାଇଁ ଯୋଜନା କରୁଛନ୍ତି ଅନୀଲ ତନୟା। ଆମେ ଏଠି କହୁଛୁ ସୋନମ କପୁରଙ୍କ କଥା। ତିନି ବର୍ଷ ହେବ ସେ ଆନନ୍ଦ ଆହୁଜାଙ୍କୁ ଡେଟ୍‌ କରୁଛନ୍ତି। ଶୁଣିବାକୁ ମିଳିଛି ସେ ୨୦୧୮ ରେ ବିବାହ କରିବେ। ସୂଚନା ଅନୁଯାୟୀ ତାଙ୍କ ବିବାହ ଯୋଧାପୁରରେ ହୋଇପାରେ।

ଏବେ ଦୁହେଁ ଲଣ୍ଡନ୍‌ରେ ଛୁଟି କାଟୁଛନ୍ତି। ଦୁହିଁଙ୍କ ସଂପର୍କକୁ ଏବେ ଅଫିସିଆଲ ସ୍ୱୀକୃତି ମିଳିନାହିଁ। କିନ୍ତୁ ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ।  ଦୁହେଁ ଅନେକ ସମୟରେ ଛୁଟି କାଟିବା ପାଇଁ ଏକାଠି ଯାଆନ୍ତି। ଆନନ୍ଦ ଦିଲ୍ଲୀର ଜଣେ ବଡ ବ୍ୟବସାୟୀ। ମଝିରେ ଖବର ଆସିଥିଲା ସୋନମଙ୍କ ନିର୍ବନ୍ଧ ସରିଲାଣି କିନ୍ତୁ ତାହା ଗୁଜବ ଥିଲା। ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ତାରିଖ ସ୍ପଷ୍ଟ ହୋଇନି। କିନ୍ତୁ ଯାହା ଜଣା ପଡୁଛି ଅନୁଷ୍କା- ବିରାଟଙ୍କ ଭଳି ସୋନମଙ୍କ ବିବାହ ବି ହଠାତ୍‌ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story