ଦ୍ୱିତୀୟ ବିବାହ କରିବେ ରଜନୀକାନ୍ତଙ୍କ ଝିଅ

ମୁମ୍ୱାଇ: ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ସେ ଅଭିନେତା ତଥା ବ୍ୟବସାୟୀ ବିଶଗନ୍ ବଂଗାମୁଡୀଙ୍କୁ ୧୧ ଫେବୃଆରୀରେ ବିବାହ କରିବେ। ବିବାହର ସମସ୍ତ ଆୟୋଜନ ଆରମ୍ଭ ହୋଇସାରିଛି। ଏହି ବିବାହ ଚେନ୍ନାଇରେ ହେଉଥିବାରୁ ରଜନୀକାନ୍ତଙ୍କ ସ୍ତ୍ରୀ ତାମିଲନାଡୁ ପୁଲିସ୍‌ ଫୋର୍ସର ସାହାଯ୍ୟ ମାଗିଛନ୍ତି। ଶିଳ୍ପପତି ଅଶ୍ୱିନି କୁମାରଙ୍କ ସହିତ ସୌନ୍ଦର୍ଯ୍ୟାଙ୍କର ପ୍ରଥମ ବିବାହ ହୋଇଥିଲା। ୮ ବର୍ଷ ଏକାଠି ରହିବା ପରେ ୨୦୧୬ରେ ଦୁହେଁ ଅଲଗା ହୋଇ ଯାଇଥିଲେ। ଦୁହିଁଙ୍କର ବେଦ […]

rajani5

rajani5

Puspanjali Panda
  • Published: Tuesday, 05 February 2019
  • Updated: 05 February 2019, 10:50 AM IST

Sports

Latest News

ମୁମ୍ୱାଇ: ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ସେ ଅଭିନେତା ତଥା ବ୍ୟବସାୟୀ ବିଶଗନ୍ ବଂଗାମୁଡୀଙ୍କୁ ୧୧ ଫେବୃଆରୀରେ ବିବାହ କରିବେ। ବିବାହର ସମସ୍ତ ଆୟୋଜନ ଆରମ୍ଭ ହୋଇସାରିଛି।
ଏହି ବିବାହ ଚେନ୍ନାଇରେ ହେଉଥିବାରୁ ରଜନୀକାନ୍ତଙ୍କ ସ୍ତ୍ରୀ ତାମିଲନାଡୁ ପୁଲିସ୍‌ ଫୋର୍ସର ସାହାଯ୍ୟ ମାଗିଛନ୍ତି।

ଶିଳ୍ପପତି ଅଶ୍ୱିନି କୁମାରଙ୍କ ସହିତ ସୌନ୍ଦର୍ଯ୍ୟାଙ୍କର ପ୍ରଥମ ବିବାହ ହୋଇଥିଲା। ୮ ବର୍ଷ ଏକାଠି ରହିବା ପରେ ୨୦୧୬ରେ ଦୁହେଁ ଅଲଗା ହୋଇ ଯାଇଥିଲେ। ଦୁହିଁଙ୍କର ବେଦ କୃଷ୍ଣ ନାମରେ ପୁଅ ବି ଅଛି।

ନିଜର ଦ୍ୱିତୀୟ ବିବାହ ବିଷୟରେ ସୌନ୍ଦର୍ଯ୍ୟା ନିଜେ ସୋଶାଲ ମିଡିଆରେ ସୂଚନା ଦେଇଥିଲେ। ଏହି ସୂଚନା ଦେବା ପରେ ସୌନ୍ଦର୍ଯ୍ୟାଙ୍କ ଫ୍ୟାନ୍‌ମାନେ ଉତ୍ସାହିତ ଅଛନ୍ତି। 

୪ ଡିସେମ୍ୱର ୧୯୮୩ରେ ଜନ୍ମ ହୋଇଥିବା ବିଶଗନ୍‌ଙ୍କ ବୟସ ୩୫ ବର୍ଷ। ତାଙ୍କର ପୂରା ନାମ ବିଶଗନ୍‌ ସୁଲୁର୍‌ ବଂଗାମୁଡୀ। ରିପୋର୍ଟ ଅନୁସାରେ ସେ ବେଙ୍ଗାଲୁରୁର କ୍ରାଇଷ୍ଟ ୟୁନିଭରସିଟିରେ ଇଣ୍ଟରନ୍ୟାସ୍‌ନାଲ୍‌ ବିଜନେସ୍‌ରେ ମାଷ୍ଟର ଡିଗ୍ରୀ କରିଛନ୍ତି।

ବିଶଗନ୍‌ ଆପେକ୍ସ ଲାବ୍ରୋଟୋରୀଜ୍‌ରେ ଏକ୍ସୁକ୍ୟୁଟିଭ୍‌ ଡାଇରେକ୍ଟର ଅଛନ୍ତି। ଆପେକ୍ସ ଲାବ୍ରୋଟୋରୀଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ ଚେନ୍ନାଇରେ ଥିବା ଏକ ଫାର୍ମାସିଟିକାଲ୍‌ କମ୍ପାନୀ। ଏହି କମ୍ପାନୀର ମାଲିକ ବିଶଗନ୍‌ଙ୍କ ପିତା ସୁଲୁର୍‌ ବଂଗାମୁଡ଼ୀ।

ବିଶଗନ୍‌ଙ୍କ ଆକ୍ଟିଙ୍ଗ୍‌ କ୍ୟାରିୟର୍‌ କଥା କହିଲେ ସେ ୨୦୧୮ରେ ତାମିଲ ଫିଲ୍ମ ‘ବଞ୍ଜଗର୍‌ ଉଲଗନ୍‌’ରେ ଡେବ୍ୟୁ କରିଥିଲେ। ସେହିପରି ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ‘କୋଚ୍ଚଡିୟାଁ’ ଏବଂ ‘ଭିଆଇପି-୨’ ପରି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story