ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ କ’ଣ କରୁଥିଲେ ଅନୁଷ୍କା, ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ୍ କଥା

ସାଉଥ ସୁନ୍ଦରୀ ଅନୁଷ୍କା ସେଟ୍ଟୀଙ୍କ  ଆଜି ୩୬ତମ ଜନ୍ମ ଜିବସ। ‘ବାହୁବଲୀ ୨’ ପରେ ତାଙ୍କ ଡିମାଣ୍ଡ ସାଉଥ ଫିଲ୍ମ ସହ ବଲିଉଡ୍‌ରେ ମଧ୍ୟ ବଢି ଯାଇଛି। ଏଥିସହ ପ୍ରଭାସଙ୍କ ସହ ଥିବା ସମ୍ପର୍କ ଯୋଗୁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତେବେ ତାଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ କଥା। ୧.ଅନୁଷ୍କା ସେଟ୍ଟୀଙ୍କ ପ୍ରକୃତ ନାଁ ସ୍ଵିଟି ସେଟ୍ଟି। ୨. ସେ ୨୦୦୫ରେ ଫିଲ୍ମ ‘ସୁପର’ରରେ ଡେବ୍ୟୁ କରିଥଲେ। ୩ .ଫିଲ୍ମରେ […]

Anushka-Shetty-

Anushka-Shetty-

Rakesh Mallick
  • Published: Monday, 06 November 2017
  • Updated: 06 November 2017, 05:48 PM IST

ସାଉଥ ସୁନ୍ଦରୀ ଅନୁଷ୍କା ସେଟ୍ଟୀଙ୍କ  ଆଜି ୩୬ତମ ଜନ୍ମ ଜିବସ। ‘ବାହୁବଲୀ ୨’ ପରେ ତାଙ୍କ ଡିମାଣ୍ଡ ସାଉଥ ଫିଲ୍ମ ସହ ବଲିଉଡ୍‌ରେ ମଧ୍ୟ ବଢି ଯାଇଛି। ଏଥିସହ ପ୍ରଭାସଙ୍କ ସହ ଥିବା ସମ୍ପର୍କ ଯୋଗୁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତେବେ ତାଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ କଥା।

୧.ଅନୁଷ୍କା ସେଟ୍ଟୀଙ୍କ ପ୍ରକୃତ ନାଁ ସ୍ଵିଟି ସେଟ୍ଟି।

anuksha-shetty୨. ସେ ୨୦୦୫ରେ ଫିଲ୍ମ ‘ସୁପର’ରରେ ଡେବ୍ୟୁ କରିଥଲେ।

୩ .ଫିଲ୍ମରେ ଆସିବା ପୂର୍ବରୁ ଅନୁଷ୍କା ‘ମଙ୍ଗଲଗୁରୁ’ରେ ଜଣେ ଯୋଗ ଗୁରୁ ଭାବେ କାମ କରୁଥିଲେ।

୪.ତାଙ୍କ ପରିବାରରେ କେହିବି ଫିଲ୍ମ ଦୁନିଆରେ ନ ଥିଲେବି ତାଙ୍କ ସୌନ୍ଦର୍ଯ୍ୟକୁ ଦେଖି ନିର୍ଦ୍ଦେଶକ ତାଙ୍କୁ ଫିଲ୍ମ ଅଫର ଦେଇଥିଲେ।

୫. ଫିଲ୍ମ ‘ସାଇଜ ଜିରୋ’ ତାଙ୍କ ପ୍ରିୟ ଚଳଚ୍ଚିତ୍ରରୁ ଅନ୍ୟତମ । ଏହି ଫିଲ୍ମ ପାଇଁ ସେ ତାଙ୍କ ଓଜନ ୨୦ କେଜି ବଢେଇ ଦେଇଥିଲେ।

୬.ସେ ଇନ୍‌ଟେକ୍ସ ଏକ୍ସା ସ୍ମାର୍ଟ ଫୋନ୍‌ର ବ୍ରାଣ୍ଡ ଆମ୍ବାସାଡାର ଅଛନ୍ତି।

୭.୨୦୧୦ରେ ତାମିଲ ଫିଲ୍ମ ‘ସିଂଘମ’ରେ ଅଭିନୟ କରି ଲୋକଙ୍କୁ ଦିୱାନା କରିଦେଇଥିଲେ।

୮.୨୦୦୩ରେ ଆସିଥିବା ‘ସିଂଘମ- ୨’ରେ ଅନୁଷ୍କା ଦମଦାର ଅଭିନୟ କରିଥିଲେ।

୯.୨୦୦୯ ରେ ଆସିଥିବା ଫିଲ୍ମ ‘ବିଲ୍ଲା’ରେ ଅନୁଷ୍କା ଓ ପ୍ରଭାସ ଏକାଠି କାମ କରିଥିଲେ। ସୁଟିଂ ସମୟରେ ଦୁହେଁ ନିକଟତର ହୋଇଥିଲେ। ତିନି ବର୍ଷ ରିଲେସନ୍‌ସିପରେ ରହିବା ପରେ କୌଣସି କାରଣରୁ ଦୁହିଁଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ହେଲେ ‘ବାହୁବଲୀ’ରେ ଦୁହିଁଙ୍କୁ ଏକାଠି କାମକରିବାକୁ ସୁଯୋଗ ମିଳିଥିବାରୁ ପୁଣି ସେମାନେ ନିକଟତର ହୋଇଛନ୍ତି। ଏମିତିକି ଦୁହେଁ ସବୁ ଇଣ୍ଟର୍ଭ୍ୟୁ ଏବଂ ପବ୍ଲିକ୍‌ ଇଭେଣ୍ଟରେ ଏକାଠି ନଜର ଆସନ୍ତି।  ଚର୍ଚ୍ଚା ହେଉଛି ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

ଆହୁରି ମଧ୍ୟ ପଢନ୍ତୁ: ବିବାହ କରିବେ କମେଡି କିଙ୍ଗ: ଶୀଘ୍ର ହେବ ତାରିଖ ଘୋଷଣା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story