ସୁନ୍ଦର ଦିଶିବାକୁ ଶ୍ରୀଦେବୀ କରିଥିଲେ ୨୯ଟି ସର୍ଜରୀ: ତାଙ୍କ ପାଇଁ ଏହା କାଳ ହେଲାନି ତ ?

ମୁମ୍ବାଇ:  ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ ଆଉ ଆମ ଗହଣରେ ନାହାଁନ୍ତି। ଶନିବାର ବିଳମ୍ବିତ ରାତିରେ ଦୁବାଇରେ ହୃଦ୍‌ଘାତର ତାଙ୍କର ପରଲୋକ ହୋଇଯାଇଛି। ସବୁବେଳେ ଫିଟ୍‌ ଦିଶୁଥିବା ଶ୍ରୀଦେବୀ ଶରୀରକୁ ନେଇ ଖୁବ ଯତ୍ନବାନ ଥିଲେ। ମିଳିଥିବା ଖବର ଅନୁଯାୟୀ ସେ ନିଜକୁ ଯବାନ ରଖିବାକୁ ଅଧିକ ମାତ୍ରାରେ ଆଣ୍ଟି ଏଜିଂ ଔଷଧ ଖାଉଥିଲେ। ଏଥିସହିତ ସୁନ୍ଦରୀ ଦିଶିବା ପାଇଁ ସେ ଶରୀରରେ ୨୯ଟି ସର୍ଜରୀ କରାଇଥିଲେ। ଏଗୁଡ଼ିକ ମଧ୍ୟରୁ ଗୋଟିଏ ସର୍ଜରୀ ଠିକ୍‌ ଭାବରେ ହୋଇପାରି ନଥିବାରୁ […]

surgery sree

surgery sree

Rakesh Mallick
  • Published: Monday, 26 February 2018
  • Updated: 26 February 2018, 12:42 PM IST

Sports

Latest News

ମୁମ୍ବାଇ:  ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ ଆଉ ଆମ ଗହଣରେ ନାହାଁନ୍ତି। ଶନିବାର ବିଳମ୍ବିତ ରାତିରେ ଦୁବାଇରେ ହୃଦ୍‌ଘାତର ତାଙ୍କର ପରଲୋକ ହୋଇଯାଇଛି। ସବୁବେଳେ ଫିଟ୍‌ ଦିଶୁଥିବା ଶ୍ରୀଦେବୀ ଶରୀରକୁ ନେଇ ଖୁବ ଯତ୍ନବାନ ଥିଲେ। ମିଳିଥିବା ଖବର ଅନୁଯାୟୀ ସେ ନିଜକୁ ଯବାନ ରଖିବାକୁ ଅଧିକ ମାତ୍ରାରେ ଆଣ୍ଟି ଏଜିଂ ଔଷଧ ଖାଉଥିଲେ। ଏଥିସହିତ ସୁନ୍ଦରୀ ଦିଶିବା ପାଇଁ ସେ ଶରୀରରେ ୨୯ଟି ସର୍ଜରୀ କରାଇଥିଲେ। ଏଗୁଡ଼ିକ ମଧ୍ୟରୁ ଗୋଟିଏ ସର୍ଜରୀ ଠିକ୍‌ ଭାବରେ ହୋଇପାରି ନଥିବାରୁ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଦେଲା। ଏଥିପାଇଁ ସେ ଦକ୍ଷିଣ କାର୍ଲିଫର୍ଣ୍ଣିଆର କସ୍ମେଟିକ୍ ସର୍ଜନଙ୍କ ପରାମର୍ଶରେ ଅନେକ ଦିନ ଧରି ଔଷଧ ଖାଉଥିଲେ। ଏହି ଔଷଧକୁ ଡାଏଟ୍‌ ପିଲ୍‌ସ କୁହାଯାଉଥିଲା।

ଖାଲି ସେତିକି ନୁହେଁ ପେଟର ଚର୍ବି କମାଇବା ପାଇଁ ମଧ୍ୟ ସେ ଚିକିତ୍ସା କରାଇଥିଲେ। ଯବାନ ଦିଶିବା ପାଇଁ ସେ ଏକ ଇଞ୍ଜେକ୍ସନ ମଧ୍ୟ ନେଉଥିଲେ। ଥରେ ଓଠ ସର୍ଜରୀ କରି ସେ ବେଶ୍‌ ଚର୍ଚ୍ଚାରେ ଥିଲେ। କିନ୍ତୁ ସେ ଏହି କଥାକୁ ଅସ୍ୱୀକାର କରିଥିଲେ।

ଶ୍ରୀଦେବୀଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି।  ଡାକ୍ତରଙ୍କ କହିବା କଥା ହେଲା ପୋଷ୍ଟ ମେନୋପୋଜ୍ ପରେ ମହିଳାଙ୍କ କ୍ଷେତ୍ରରେ ହୃଦ୍‌ଘାତ ଆଶଙ୍କା ବଢ଼ିଯାଏ। ସାଧାରଣତଃ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହୃତ୍‌ପିଣ୍ଡ ଜନିତ ରୋଗର ଅନୁପାତ ୩.୧ ଥାଏ। କିନ୍ତୁ ମେନୋପଜ୍‌ ପରେ ଏହା ମାତ୍ରା ସମାନ ହୋଇଯାଇଥାଏ।

ଏତେଗୁଡ଼ାଏ ସର୍ଜରୀ ସାଙ୍ଗକୁ ଆଣ୍ଟି ଏଜିଂ ମେଡିସିନ୍ ଶ୍ରୀଦେବୀଙ୍କ ପାଇଁ କାଳ ହେଇନି ତ?

ଅନ୍ୟ ହିରୋଇନ ବି କରାଇଛନ୍ତି ସର୍ଜରୀ:

କେବଳ ଶ୍ରୀଦେବୀ ନୁହଁନ୍ତି, କାଜୋଲ୍, ଅନୁଷ୍କା ଶର୍ମା, ଶିଳ୍ପା ସେଟି ଓ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଅନେକ ହିରୋଇନ୍‌ ସୁନ୍ଦରୀ ଦେଖାଯିବା ପାଇଁ ସର୍ଜରୀର ସାହାଯ୍ୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story