ବାହୁବଳି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ଶ୍ରୀଦେବୀ

ମୁମ୍ବାଇ: ସେ ବାହୁବଳି-୧ ହେଉ ବା ବାହୁବଳି-୨। ଏହି ଦୁଇ ଫିଲ୍ମରେ ଯ଼େଉଁ ଅଭିନେତ୍ରୀ ଜଣକ  ଭରପୂର ପ୍ରଶଂସା ସାଉଁଟୁଛନ୍ତି, ସେ  ହେଉଛନ୍ତି ରାମ୍ୟା କ୍ରିଷ୍ଣନ୍‌। ରାଜମାତା ଶିବଗାମୀ ଚରିତ୍ରରେ ଅଭିନୟ କରିଥିବା ରାମ୍ୟାଙ୍କ ଚରିତ୍ର ଦର୍ଶକଙ୍କ ମନକୁ ବେଶ  ଛୁଇଁପାରିଛି। କିନ୍ତୁ ଏହି ଅଭିନେତ୍ରୀ ଜଣକ ନିର୍ଦ୍ଦେଶକ ରାଜାମୌଲିଙ୍କ ପ୍ରଥମ ପସନ୍ଦ ନ ଥିଲେ। ରାଜାମୌଲି ପ୍ରଥମେ ବଲିଉଡର ସୁନ୍ଦରୀ ତଥା ଭେଟରାନ ଅଭିନେତ୍ରୀ  ଶ୍ରୀଦେବୀଙ୍କୁ ନେବାକୁ ଚାହୁଁଥିଲେ। ଶ୍ରୀଦେବୀ ଏହି ଚରିତ୍ରରେ ଅଭିନୟ ପାଇଁ […]

sridevi-1

sridevi-1

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 03:56 PM IST

Sports

Latest News

ମୁମ୍ବାଇ: ସେ ବାହୁବଳି-୧ ହେଉ ବା ବାହୁବଳି-୨। ଏହି ଦୁଇ ଫିଲ୍ମରେ ଯ଼େଉଁ ଅଭିନେତ୍ରୀ ଜଣକ  ଭରପୂର ପ୍ରଶଂସା ସାଉଁଟୁଛନ୍ତି, ସେ  ହେଉଛନ୍ତି ରାମ୍ୟା କ୍ରିଷ୍ଣନ୍‌। ରାଜମାତା ଶିବଗାମୀ ଚରିତ୍ରରେ ଅଭିନୟ କରିଥିବା ରାମ୍ୟାଙ୍କ ଚରିତ୍ର ଦର୍ଶକଙ୍କ ମନକୁ ବେଶ  ଛୁଇଁପାରିଛି। କିନ୍ତୁ ଏହି ଅଭିନେତ୍ରୀ ଜଣକ ନିର୍ଦ୍ଦେଶକ ରାଜାମୌଲିଙ୍କ ପ୍ରଥମ ପସନ୍ଦ ନ ଥିଲେ।

ରାଜାମୌଲି ପ୍ରଥମେ ବଲିଉଡର ସୁନ୍ଦରୀ ତଥା ଭେଟରାନ ଅଭିନେତ୍ରୀ  ଶ୍ରୀଦେବୀଙ୍କୁ ନେବାକୁ ଚାହୁଁଥିଲେ। ଶ୍ରୀଦେବୀ ଏହି ଚରିତ୍ରରେ ଅଭିନୟ ପାଇଁ ୬ କୋଟି ଟଙ୍କା ଦାବି କରିଥିଲେ। କିନ୍ତୁ ରାଜାମୌଲି ଏତେ ଟଙ୍କା  ଦେବାକୁ ପ୍ରସ୍ତୁତ ନ ହେବାରୁ ଏହି ଭୂମିକାରେ  ଅଭିନୟ ପାଇଁ ରାମ୍ୟାଙ୍କୁ ବଛାଯ଼ାଇଥିଲା। ସେ ଏଥିପାଇଁ ୨.୫କୋଟି ଟଙ୍କା ନେଇଛନ୍ତି।  ବାହୁବଳି-୨ର ଜବରଦସ୍ତ ହିଟ୍‌ ହେବା ପରେ ଏଥିରେ କାମ ନ କରିପାରିବାରୁ ପଶ୍ଚାତାପ କରିଛନ୍ତି ଶ୍ରୀଦେବୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story