ଶ୍ରୀଜିତ୍‌ଙ୍କ ସ୍ୱପ୍ନ ସତ ହେଲା

ମୁମ୍ବାଇ: ମାର୍ଚ୍ଚ ୧୭ ତାରିଖରେ ରିଲିଜ୍ ହେବ ବିଦ୍ୟା ବଲାନ ଅଭିନୀତ ‘ବେଗମ୍ ଜାନ୍’। ଏ କଥା ତ ସମସ୍ତେ ଜାଣନ୍ତି। ତେବେ ଏ ଫିଲ୍ମକୁ ନେଇ ଏବେ ଆଉ ଏକ କଥା ଜଣାପଡ଼ିଛି। ‘ବେଗମ୍ ଜାନ୍‌’ର ନିର୍ଦ୍ଦେଶକ ହେଉଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀଜିତ ମୁଖାର୍ଜୀ। ତାଙ୍କର ଏକ ସ୍ୱପ୍ନ ଥିଲା ଯେ ଏହି ଫିଲ୍ମର ପ୍ରାରମ୍ଭରେ ଅମିତାଭ ବଚ୍ଚନଙ୍କ ସ୍ୱର ରହୁ। ଆଉ ତାହା ସତ ହୋଇଛି। ବିଗ୍‌ ବି ‘ବେଗମ୍ ଜାନ୍‌’ର […]

srijitmukherjee

srijitmukherjee

Rakesh Mallick
  • Published: Friday, 10 March 2017
  • Updated: 10 March 2017, 04:00 PM IST

Sports

Latest News

ମୁମ୍ବାଇ: ମାର୍ଚ୍ଚ ୧୭ ତାରିଖରେ ରିଲିଜ୍ ହେବ ବିଦ୍ୟା ବଲାନ ଅଭିନୀତ ‘ବେଗମ୍ ଜାନ୍’। ଏ କଥା ତ ସମସ୍ତେ ଜାଣନ୍ତି। ତେବେ ଏ ଫିଲ୍ମକୁ ନେଇ ଏବେ ଆଉ ଏକ କଥା ଜଣାପଡ଼ିଛି। ‘ବେଗମ୍ ଜାନ୍‌’ର ନିର୍ଦ୍ଦେଶକ ହେଉଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀଜିତ ମୁଖାର୍ଜୀ। ତାଙ୍କର ଏକ ସ୍ୱପ୍ନ ଥିଲା ଯେ ଏହି ଫିଲ୍ମର ପ୍ରାରମ୍ଭରେ ଅମିତାଭ ବଚ୍ଚନଙ୍କ ସ୍ୱର ରହୁ। ଆଉ ତାହା ସତ ହୋଇଛି। ବିଗ୍‌ ବି ‘ବେଗମ୍ ଜାନ୍‌’ର ପ୍ରାରମ୍ଭରେ ନିଜ ସ୍ୱର ଦେଇଛନ୍ତି। ଏଥିପାଇଁ ଫିଲ୍ମର ପ୍ରଯୋଜକ ମହେଶ ଓ ମୁକେଶ ଭଟ୍ଟ ଅମିତାଭଙ୍କୁ ବିଶେଷ ଭାବେ ଧନ୍ୟବାଦ ଦେଇଛନ୍ତି।

ଏଠାରେ ଆପଣମାନଙ୍କୁ କହି ରଖନ୍ତୁ ଯେ ଏହା ପୂର୍ବରୁ ସତ୍ୟଜିତ ରୟଙ୍କ ‘ସତରଞ୍ଜ କୀ ଖିଲାଡ଼ୀ’ ଓ ଆଶୁତୋଷ ଗ୍ୱାଡ଼ିକରଙ୍କ ‘ଲଗାନ୍‌’ର ପ୍ରାରମ୍ଭରେ ଅମିତାଭଙ୍କ ସ୍ୱର ଶୁଣିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story