୫୧ବର୍ଷରେ ପଦାର୍ପଣ କଲେ କିଙ୍ଗ ଖାନ୍

ମୁମ୍ବାଇ: ବାଦଶାହା ଖାନ୍, କିଙ୍ଗ ଅଫ୍ ବଲିଉଡ, କିଙ୍ଗ ଖାନ୍, ରୋମାନ୍ସ କିଙ୍ଗ ପରି ନାମରେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିବା ଶାହାରୁଖ ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ହେଲେ ଏବେବି ତାଙ୍କ ଅଭିନୟ କିମ୍ବା ରୋମାନ୍ସ କରିବାର ନିଆରା ଅନ୍ଦାଜ ଫିକା ପଡି ନାହିଁ । ନେଗେଟିଭ ହେଉ କି ପଜିଟିଭ ସବୁଥିରେ ଫିଟ୍ ଶାହାରୁଖ। ଦୁଇଦଶକରୁ ଅଧିକ ସମୟ ଧରି ଦର୍ଶକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥବା ଶାହାରୁଖ […]

shah-rukh-khan1

shah-rukh-khan1

Rakesh Mallick
  • Published: Wednesday, 02 November 2016
  • Updated: 02 November 2016, 02:38 PM IST

ମୁମ୍ବାଇ: ବାଦଶାହା ଖାନ୍, କିଙ୍ଗ ଅଫ୍ ବଲିଉଡ, କିଙ୍ଗ ଖାନ୍, ରୋମାନ୍ସ କିଙ୍ଗ ପରି ନାମରେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିବା ଶାହାରୁଖ ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ହେଲେ ଏବେବି ତାଙ୍କ ଅଭିନୟ କିମ୍ବା ରୋମାନ୍ସ କରିବାର ନିଆରା ଅନ୍ଦାଜ ଫିକା ପଡି ନାହିଁ । ନେଗେଟିଭ ହେଉ କି ପଜିଟିଭ ସବୁଥିରେ ଫିଟ୍ ଶାହାରୁଖ। ଦୁଇଦଶକରୁ ଅଧିକ ସମୟ ଧରି ଦର୍ଶକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥବା ଶାହାରୁଖ ୧୯୮୯ରେ ଟିଭି ଧାରାବାହିକ ‘ଫୌଜୀ’ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୨ରେ ‘ଦିୱାନା’ ଜରିଆରେ ହିନ୍ଦୀ ଫିଲ୍ମ ଜଗତରେ ସେ ପାଦ ରଖିଥିଲେ। ବକ୍ସ ଅଫିସରେ ଫିଲ୍ମଟି ହିଟ୍ କରିବା ସହ ଶାହାରୁଖଙ୍କ ଚମତ୍କାର ଅଭିନୟ ପାଇଁ ‘ଫିଲ୍ମ ଫେୟାର ବେଷ୍ଟ ମେଲ ଡେବ୍ୟୁ’ର ପୁରସ୍କାର ମିଳିଥିଲା। ଏବେ ବି ତାଙ୍କର ସ୍ୱତନ୍ତ୍ର ଅନ୍ଦାଜର ସମସ୍ତେ ଫ୍ୟାନ୍। ଆଗକୁ ଶାହାରୁଖଙ୍କ ‘ଡିୟର ଜିନ୍ଦେଗୀ’ ଓ ‘ରଇସ’ ଦୁଇଟି ଫିଲ୍ମ ରିଲିଜ ହେବାକୁ ଯାଉଛି। ‘ଡିୟର ଜିନ୍ଦେଗୀ’ରେ ଶାହାରୁଖ ଓ ଆଲିଆଙ୍କ ଯୋଡ଼ି ଦେଖିବାକୁ ମିଳିବ। ଇଣ୍ଡଷ୍ଟ୍ରିରେ କିଙ୍ଗ୍ ଖାନଙ୍କ ଫିଲ୍ମର ଯାତ୍ରା ଏମିତି ଜାରି ରହୁ, ଏହା ହିଁ ଆମର କାମନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story