ବାହା ପୂର୍ବରୁ ବାପା ହୋଇଥିଲେ ବାପା, ମୁଁ ବି ହେବି ଅବିବାହିତ ମାଆ, ଚର୍ଚ୍ଚାରେ ଶୃତିଙ୍କ ମନକଥା

ମୁମ୍ବାଇ: ଜଣାଶୁଣା ଅଭିନେତା ନିର୍ଦ୍ଦେଶକ କମଳ ହାସନଙ୍କ ଝିଅ ଅଭିନେତ୍ରୀ ଶୃତି ହାସନଙ୍କ ଚାଞ୍ଚଲ୍ୟକର ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା। ସୃତି କହିଛନ୍ତି ଯେ ବିବାହର ପୂର୍ବରୁ ମା ହେବାରେ କୌଣସି ଅସୁବିଧା ନାହିଁ।  ଯଦି ତାଙ୍କୁ ଜଣେ ଭଲ ପୁଅ ମିଳେ ତେବେ ସେ ବିବାହ ପୂର୍ବରୁ ମା ହେବାକୁ ରାଜି ଅଛନ୍ତି। ନିକଟରେ ଏକ ଇଣ୍ଟରଭ୍ୟୁରେ ସେ ନିଜର ମନ କଥା ମିଡିଆରେ ସେୟାର କରିଥିଲେ। ଶୃତି ଯେତେବେଳେ ଜନ୍ମ ହୋଇଥିଲେ ସେତେବେଳେ […]

shruti-hassan1_1495705700

shruti-hassan1_1495705700

Rakesh Mallick
  • Published: Thursday, 25 May 2017
  • Updated: 25 May 2017, 09:55 PM IST

Sports

Latest News

ମୁମ୍ବାଇ: ଜଣାଶୁଣା ଅଭିନେତା ନିର୍ଦ୍ଦେଶକ କମଳ ହାସନଙ୍କ ଝିଅ ଅଭିନେତ୍ରୀ ଶୃତି ହାସନଙ୍କ ଚାଞ୍ଚଲ୍ୟକର ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା। ସୃତି କହିଛନ୍ତି ଯେ ବିବାହର ପୂର୍ବରୁ ମା ହେବାରେ କୌଣସି ଅସୁବିଧା ନାହିଁ।  ଯଦି ତାଙ୍କୁ ଜଣେ ଭଲ ପୁଅ ମିଳେ ତେବେ ସେ ବିବାହ ପୂର୍ବରୁ ମା ହେବାକୁ ରାଜି ଅଛନ୍ତି। ନିକଟରେ ଏକ ଇଣ୍ଟରଭ୍ୟୁରେ ସେ ନିଜର ମନ କଥା ମିଡିଆରେ ସେୟାର କରିଥିଲେ।

ଶୃତି ଯେତେବେଳେ ଜନ୍ମ ହୋଇଥିଲେ ସେତେବେଳେ ତାଙ୍କ ପିତାମାତା ବିବାହ କରି ନ ଥିଲେ, ସୃତିଙ୍କ ଜନ୍ମର ୨ବର୍ଷ ପରେ ତାଙ୍କ ପିତା କମଲ ହାସନ ଓ ମାତା ସାରିକାଙ୍କୁ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story