ଅଭାବରୁ ଅଭିନୟ: ସୁନ୍ଦରୀ ରେଖାଙ୍କ ସଂଘର୍ଷ କାହାଣୀ

ମୁମ୍ବାଇ: ଗ୍ଲାମର ଦୁନିଆ ଏପରି ଏକ କ୍ଷେତ୍ର ଯେଉଁଠି ନିଜକୁ ପ୍ରତିଷ୍ଠିତ କରିବାକୁ ସମସ୍ତେ ଚାହିଁଥାନ୍ତି। ଏଥିପାଇଁ ଲମ୍ବା ଷ୍ଟ୍ରଗଲ କରିବାକୁ ପଡିଥାଏ। ଏହାସହ ଭାଗ୍ୟ ମଧ୍ୟ ସାଥ୍‌ ଦେବା ଆବଶ୍ୟକ।  ବିନା ଭାଗ୍ୟରେ ବି-ଟାଉନରେ ତିଷ୍ଠିବା ମୁସ୍କିଲ୍‌। ବଲିଉଡରେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ଏହି ରୂପେଲି ଦୁନିଆରେ ନିଜକୁ ପ୍ରତିଷ୍ଠିତ କରାଇବା ସହ ଅଭିନୟର ଯାଦୁରେ ଦର୍ଶକଙ୍କୁ ଆଜି ବି ବିମୋହିତ କରୁଛନ୍ତି। ହେଲେ ଏହି ହିରୋଇନ ଜଣଙ୍କ ରିଲ ଲାଇଫ୍‌କୁ ଗ୍ଲାମର […]

rekha

rekha

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 04:27 PM IST

Sports

Latest News

ମୁମ୍ବାଇ: ଗ୍ଲାମର ଦୁନିଆ ଏପରି ଏକ କ୍ଷେତ୍ର ଯେଉଁଠି ନିଜକୁ ପ୍ରତିଷ୍ଠିତ କରିବାକୁ ସମସ୍ତେ ଚାହିଁଥାନ୍ତି। ଏଥିପାଇଁ ଲମ୍ବା ଷ୍ଟ୍ରଗଲ କରିବାକୁ ପଡିଥାଏ। ଏହାସହ ଭାଗ୍ୟ ମଧ୍ୟ ସାଥ୍‌ ଦେବା ଆବଶ୍ୟକ।  ବିନା ଭାଗ୍ୟରେ ବି-ଟାଉନରେ ତିଷ୍ଠିବା ମୁସ୍କିଲ୍‌। ବଲିଉଡରେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ଏହି ରୂପେଲି ଦୁନିଆରେ ନିଜକୁ ପ୍ରତିଷ୍ଠିତ କରାଇବା ସହ ଅଭିନୟର ଯାଦୁରେ ଦର୍ଶକଙ୍କୁ ଆଜି ବି ବିମୋହିତ କରୁଛନ୍ତି। ହେଲେ ଏହି ହିରୋଇନ ଜଣଙ୍କ ରିଲ ଲାଇଫ୍‌କୁ ଗ୍ଲାମର ପାଇଁ ଆସି ନ ଥିଲେ। ଆମେ କହୁଛୁ ଏଭର ଗ୍ରୀନ୍‌ ରେଖାଙ୍କ କଥା। ଆସନ୍ତୁ ଜାଣିବା ରେଖା ଅଭିନୟ ଦୁନିଆକୁ ଆସିବାର କାରଣ।

rekha5ଟଙ୍କା, ଗ୍ଲାମର ଓ ପ୍ରତିଷ୍ଠା ପାଇଁ ବହୁ ସୁନ୍ଦରୀ ବଲିଉଡରେ ଅଭିନୟ କରିବାକୁ ଇଛା ପ୍ରକାଶ କରିଥାନ୍ତି। ହେଲେ ରେଖାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ବିପରୀତ। ଗ୍ଲାମର ନୁହେଁ ପରିବାର ଭରଷପୋଷଣ ପାଇଁ ରେଖା ବାଛିଥିଲେ ଅଭିନୟର ଦୁନିଆ। ମାତ୍ର ୧୨ ବର୍ଷ ବୟସରେ ପରିବାରକୁ ଆର୍ଥିକ ସହଯୋଗ କରିବା ପାଇଁ ଅଭିନୟ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଶାୱନ ଭାଦୋଁ’।

ସାଉଥ ଫିଲ୍ମ ଅଭିନେତା ଜୋମିନ୍‌ ଗଣେଶନ୍‌ ଏବଂ ପୁଷ୍ପ ପଲ୍ଲବୀଙ୍କ ଝିଅ ରେଖା। କୁହାଯାଏ ରେଖା ଜନ୍ମ ହେବା ବେଳକୁ ତାଙ୍କ ବାପାମାଆଙ୍କ ବିବାହ ହୋଇ ନ ଥିଲା। ପରେ ରେଖାଙ୍କ ବାପା ଅନ୍ୟ ଜଣଙ୍କୁ ବିବାହ କରିଥିଲେ।  ମାଆଙ୍କ ସ୍ୱାସ୍ଥ୍ୟ ଠିକ୍‌ ନ ରହିବାରୁ ସେ ଆଉ ଅଭିନୟ କରି ପାରି ନ ଥିଲେ। ଫଳରେ ଅଭିନୟ ପରିବାରରୁ ଆସିଥିବା ରେଖା ଘର ଚଳାଇବାକୁ ଅଭିନୟକୁ ହିଁ କ୍ୟାରିୟର ବନାଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story