ସାରେଗାମାପା ଲିଟିଲ୍‌ ଚ୍ୟାମ୍ପସ ୨୦୧୯: ସୁଗନ୍ଧା ଚାମ୍ପିଅନ

ମୁମ୍ବାଇ: ମ୍ୟୁଜିକାଲ ରିଏଲିଟି ଶୋ’ ‘ସାରେଗାମାପା ଲିଟିଲ୍‌ ଚ୍ୟାମ୍ପସ ୨୦୧୯’ର ଗତକାଲି ଗ୍ରାଣ୍ଡ ଫାଇନାଲ୍ ସରିଛି। ତିନିମାସ ଧରି ଚାଲିଥିବା ଏଇ ଶୋ’କୁ ତା’ର ୱିନର୍‌ ମିଳିଯାଇଛି। ଏହି ଶୋ’ର ବିଜେତା ୧୪ ବର୍ଷୀୟା ସୁଗନ୍ଧା ଦାତେ ହୋଇଥିବାବେଳେ ପ୍ରଥମ ରନର୍ସ ଅପ୍ ପ୍ରୀତମ ଆଚାର୍ଯ୍ୟ ଓ ଦ୍ୱିତୀୟ ରନର୍ସ ଅପ୍‌ ମହମ୍ମଦ ଫୈଜ୍‌ ହୋଇଛନ୍ତି। ସୁଗନ୍ଧାଙ୍କୁ ଶୋ’ରେ ସବୁବେଳେ ତାଙ୍କ ମଧୂର କଣ୍ଠ ପାଇଁ ଅନେକ ପ୍ରଶଂସା ମିଳିଥିଲା। ଅନେକଥର ଶୋ’ରେ ତାଙ୍କ କଣ୍ଠର ତୁଳନା […]

saregamapa

saregamapa

Chinmayee Roy
  • Published: Monday, 10 June 2019
  • Updated: 10 June 2019, 03:05 PM IST

ମୁମ୍ବାଇ: ମ୍ୟୁଜିକାଲ ରିଏଲିଟି ଶୋ’ ‘ସାରେଗାମାପା ଲିଟିଲ୍‌ ଚ୍ୟାମ୍ପସ ୨୦୧୯’ର ଗତକାଲି ଗ୍ରାଣ୍ଡ ଫାଇନାଲ୍ ସରିଛି। ତିନିମାସ ଧରି ଚାଲିଥିବା ଏଇ ଶୋ’କୁ ତା’ର ୱିନର୍‌ ମିଳିଯାଇଛି। ଏହି ଶୋ’ର ବିଜେତା ୧୪ ବର୍ଷୀୟା ସୁଗନ୍ଧା ଦାତେ ହୋଇଥିବାବେଳେ ପ୍ରଥମ ରନର୍ସ ଅପ୍ ପ୍ରୀତମ ଆଚାର୍ଯ୍ୟ ଓ ଦ୍ୱିତୀୟ ରନର୍ସ ଅପ୍‌ ମହମ୍ମଦ ଫୈଜ୍‌ ହୋଇଛନ୍ତି।

ସୁଗନ୍ଧାଙ୍କୁ ଶୋ’ରେ ସବୁବେଳେ ତାଙ୍କ ମଧୂର କଣ୍ଠ ପାଇଁ ଅନେକ ପ୍ରଶଂସା ମିଳିଥିଲା। ଅନେକଥର ଶୋ’ରେ ତାଙ୍କ କଣ୍ଠର ତୁଳନା ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲଙ୍କ ସହ କରାଯାଇଛି। ନାଗପୁରରେ ଜନ୍ମିତ ସୁଗନ୍ଧା ୬ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା କରିଆସୁଛନ୍ତି। ସର୍ବପ୍ରଥମେ ସେ ତାଙ୍କ ମାଆଙ୍କଠୁ ସଙ୍ଗୀତ ଶିକ୍ଷା କରିଥିଲେ। ସୁଗନ୍ଧାଙ୍କ ପାଇଁ ଏହି ରିଏଲିଟି ଶୋ’ ପ୍ରଥମ ନୁହେଁ। ଏହା ପୂର୍ବରୁ ୨୦୧୩ରେ  ସେ ସୋନି ଟିଭିରେ ପ୍ରସାରିତ ମ୍ୟୁଜିକାଲ୍‌ ରିଏଲିଟି ଶୋ ‘ଇଣ୍ଡିଆନ୍‌ ଆଇଡଲ୍‌ ଜୁନିୟର୍‌’ରେ ଭାଗନେଇଥିଲେ ଓ ଫାଇନାଲ୍‌ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥିଲେ।

https://www.instagram.com/p/ByfKm4tFIKf/?utm_source=ig_web_copy_link

https://www.instagram.com/p/ByfPlqEFri4/?utm_source=ig_web_copy_link

‘ସାରେଗାମାପା ଲିଟିଲ୍‌ ଚ୍ୟାମ୍ପସ ୨୦୧୯’ରେ  ରିଚା ଶର୍ମା, ଅମାଲ ମଲ୍ଲୀକ ଓ ଶାନ୍‌ ଜଜ୍‌ ହୋଇଥିଲେ। ଗତକାଲି ଗ୍ରାଣ୍ଡ ଫିନାଲେରେ ସମସ୍ତ ଜଜ୍‌ ସ୍ପେଶାଲ ପରଫର୍ମାନ୍ସ ଦେଇଥିଲେ। ସେମାନଙ୍କ ବ୍ୟତୀତ ମେଲୋଡି କିଙ୍ଗ କୁମାର ସାନୁ, ମିକା ସିଂହ, କବିତା କୃଷ୍ଣମୂର୍ତ୍ତୀ ଓ ବାବୁଲ ସୁପ୍ରିୟ ମଧ୍ୟ ଗ୍ରାଣ୍ଡ ଫିନାଲେରେ ସାମିଲ ହୋଇଥିଲେ। ଫିଲ୍ମ ଅଭିନେତା ଶାହିଦ୍ କପୁର ଓ କିୟାରା ଆଡଭାନୀ ମଧ୍ୟ ନିଜ ଅପକମିଂ ଫିଲ୍ମ ‘କବୀର ସିଂହ’ର ପ୍ରମୋଶନ୍‌ ପାଇଁ ଶୋ'ରେ ସାମିଲ ହୋଇଥିଲେ।

https://www.instagram.com/p/ByfU4KuFkv4/?utm_source=ig_web_copy_link

https://www.instagram.com/p/ByfbcK6FH7q/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story