‘ସୁଲତାନ’ର ରୋମାଣ୍ଟିକ୍ ଗୀତ ରିଲିଜ୍

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୁଲତାନ’ର ଏକ ରୋମାଣ୍ଟିକ୍ ଗୀତ “ଜାଗ୍ ଘୁମେୟା” ଆଜି ରିଲିଜ୍ ହୋଇଛି। ସୁଲତାନ ଓ ପ୍ରେମିକା ଆରଫାଙ୍କ ରୋମାନ୍ସକୁ ନେଇ ରହିଛି ଗୀତଟି। ଏଥିରେ ଲିଡ୍ ପେୟାର ସଲମାନ ଓ ଅନୁଷ୍କାଙ୍କ ଜବରଦସ୍ତ କେମିଷ୍ଟ୍ରୀ ଦେଖିବା ଭଳି ହୋଇଛି। ଏକ ପାର୍ଟିରେ ସଲମାନ ଏହି ଗୀତଟିକୁ ଗାଉଥିବା ବେଳେ  ପିକଚରାଇଜ  କରାଯାଇଛି। ଫ୍ଲାସ ବ୍ୟାକରେ  ସଲୁ ଓ ଅନୁଷ୍କାଙ୍କ ରୋମାଣ୍ଟିକ୍ ମୋମେଣ୍ଟସକୁ ଦେଖାଯାଇଛି। ଏହି ଗୀତକୁ ଗାଇଛନ୍ତି ରାହତ୍ ଫତେ ଅଲ୍ଲୀ […]

sultan

Rakesh Mallick
  • Published: Tuesday, 07 June 2016
  • , Updated: 07 June 2016, 03:23 PM IST

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୁଲତାନ’ର ଏକ ରୋମାଣ୍ଟିକ୍ ଗୀତ “ଜାଗ୍ ଘୁମେୟା” ଆଜି ରିଲିଜ୍ ହୋଇଛି। ସୁଲତାନ ଓ ପ୍ରେମିକା ଆରଫାଙ୍କ ରୋମାନ୍ସକୁ ନେଇ ରହିଛି ଗୀତଟି। ଏଥିରେ ଲିଡ୍ ପେୟାର ସଲମାନ ଓ ଅନୁଷ୍କାଙ୍କ ଜବରଦସ୍ତ କେମିଷ୍ଟ୍ରୀ ଦେଖିବା ଭଳି ହୋଇଛି। ଏକ ପାର୍ଟିରେ ସଲମାନ ଏହି ଗୀତଟିକୁ ଗାଉଥିବା ବେଳେ  ପିକଚରାଇଜ  କରାଯାଇଛି। ଫ୍ଲାସ ବ୍ୟାକରେ  ସଲୁ ଓ ଅନୁଷ୍କାଙ୍କ ରୋମାଣ୍ଟିକ୍ ମୋମେଣ୍ଟସକୁ ଦେଖାଯାଇଛି। ଏହି ଗୀତକୁ ଗାଇଛନ୍ତି ରାହତ୍ ଫତେ ଅଲ୍ଲୀ ଖାନ୍।

ଏହା ପୂର୍ବରୁ ଏହି ଫିଲ୍ମରେ ଏକ ଡ୍ୟାନ୍ସ ନମ୍ବର “ବେବି କୋ ବାସ୍ ପସନ୍ଦ ହେ” ରିଲିଜ୍ ହୋଇଥିଲା।

Related story