ଗତଥର ହାରିଥିଲେ, ଏଥର ଜିତିଲେ

ମୁମ୍ବାଇ: ୨୦୧୮ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ପ୍ରଥମ ରନର୍ସ ଅପ୍ ହୋଇଥିଲେ। କିନ୍ତୁ ଏଥର ତାଙ୍କୁ ମିଳିଛି ଏହି ମୁକୁଟ। ସେ ହେଉଛନ୍ତି, ରାଜସ୍ଥାନର ସୁମନ ରାଓ। ମୁମ୍ବାଇର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୦୧୮ର ମିସ୍ ଇଣ୍ଡିଆ ଅନୁକୃତି ଦାସ ତାଙ୍କୁ ପିନ୍ଧାଇଥିଲେ ‘ମିସ୍ ଇଣ୍ଡିଆ’ ମୁକୁଟ। ଏହି କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତ୍ରୀ ହୁମା କ୍ୟୁରେଶି, ଚିତ୍ରାଙ୍ଗଦା ସିଂହ, କୋରିଓଗ୍ରାଫର ରେମୋ ଡିସୁଜା, ଅଭିନେତା ଭିକ୍କି କୌଶଲ୍, ଆୟୁଷ […]

missindia2019

missindia2019

Chinmayee Roy
  • Published: Sunday, 16 June 2019
  • Updated: 16 June 2019, 12:14 PM IST

Sports

Latest News

ମୁମ୍ବାଇ: ୨୦୧୮ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ପ୍ରଥମ ରନର୍ସ ଅପ୍ ହୋଇଥିଲେ। କିନ୍ତୁ ଏଥର ତାଙ୍କୁ ମିଳିଛି ଏହି ମୁକୁଟ। ସେ ହେଉଛନ୍ତି, ରାଜସ୍ଥାନର ସୁମନ ରାଓ। ମୁମ୍ବାଇର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୦୧୮ର ମିସ୍ ଇଣ୍ଡିଆ ଅନୁକୃତି ଦାସ ତାଙ୍କୁ ପିନ୍ଧାଇଥିଲେ ‘ମିସ୍ ଇଣ୍ଡିଆ’ ମୁକୁଟ।

ଏହି କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତ୍ରୀ ହୁମା କ୍ୟୁରେଶି, ଚିତ୍ରାଙ୍ଗଦା ସିଂହ, କୋରିଓଗ୍ରାଫର ରେମୋ ଡିସୁଜା, ଅଭିନେତା ଭିକ୍କି କୌଶଲ୍, ଆୟୁଷ ଶର୍ମା, ଆଥ୍‌ଲେଟ୍ ଦୂତୀ ଚାନ୍ଦ ଓ ମିସ୍‌ୱାର୍ଲ୍ଡ ୨୦୧୮ ଭେନେସା ପୋଁସେ ପ୍ରମୁଖ ଏଥିରେ ବିଚାରକ ଭାବେ ସାମିଲ ହୋଇଥିଲେ।

https://twitter.com/feminamissindia/status/1140057318622736384

ସୁମନ ଜଣେ ଚାଟାର୍ଡ଼ ଆକାଉଣ୍ଟିଂର ଛାତ୍ରୀ। ସେ ତାଙ୍କ ବାପାମା’ଙ୍କ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ବୋଲି କହିଛନ୍ତି। ସେହିଭଳି ଯେଉଁ ସବୁ କାମଗୁଡ଼ିକୁ ଲୋକେ ଅନିଶ୍ଚିତ କହି ଏଡ଼ାଇ ଯାଆନ୍ତି, ସେଗୁଡ଼ିକୁ ସେ କରିବାକୁ ଭଲ ପାଆନ୍ତି ବୋଲି ସୁମନ କହିଛନ୍ତି।

https://www.instagram.com/p/Byf3R37Jlpu/?utm_source=ig_web_copy_link

https://www.instagram.com/p/ByPZNmFJOk8/?utm_source=ig_web_copy_link

ଏହି ବିଶେଷ ସନ୍ଧ୍ୟାକୁ ବଲିଉଡ୍‌ର ଷ୍ଟାର ନିର୍ଦ୍ଦେଶକ କରନ୍‌ ଜୋହର, ମନିଷ ପଲ୍ ଓ ମିସ୍‌ ଇଣ୍ଡିଆ ମାନୁଷୀ ଚିଲ୍ଲର ହୋଷ୍ଟ୍ କରିଥିଲେ। ପ୍ରତିୟୋଗିତାକୁ ଆହୁରି ରଙ୍ଗିନ କରିବା ଲାଗି ବଲିଉଡ୍‌ ଡିଭା କ୍ୟାଟ୍ରିନା କୈଫ୍ ଏକ ସ୍ପେଶାଲ୍‌ ଡ୍ୟାନ୍ସ କରିଥିଲେ।

ସୁମନ ରାଓ ଏହି ପ୍ରତିଯୋଗିତା ଜିତିବା ପରେ ମିସ୍‌ ଇଣ୍ଡିଆର ଭେରିଫାଏଡ୍ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ତାଙ୍କ ଫଟୋ ଶେଆର କରାଯାଇଥିଲା। ଏଥିସହ ସୁମନ ନିଜ ଇନ୍‌ଷ୍ଟାଗ୍ରମ୍‌ରେ ମଧ୍ୟ ଏହି ପ୍ରତିଯୋଗିତାର ଅନେକ ଫଟୋ ଶେଆର କରିଛନ୍ତି।

ସୂଚନାଯୋଗ୍ୟ, ଫେମିନା ମିସ୍‌ ଇଣ୍ଡିଆ ୨୦୧୯ ପ୍ରତିଯୋଗିତାରେ ସମୁଦାୟ ୩୦ ପ୍ରତିଯୋଗୀ ଭାଗ ନେଇଥିଲେ।

https://twitter.com/feminamissindia/status/1139958443354152962

https://twitter.com/feminamissindia/status/1140051472610136065

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story