ଜୋତା ଦେଖାଇଲେ ସୁନୀଲ; ଇଙ୍ଗିତ କରୁଛି କପିଲଙ୍କୁ!

ମୁମ୍ବାଇ: ମଙ୍ଗଳବାର ସୁନୀଲ ଗ୍ରୋଭର ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏମିତି ଏକ ଫଟୋ ଅପ୍‌ଲୋଡ୍‌ କରିଛନ୍ତି ଯାହା ସିଧାସଳଖ କ’ଣ ବୁଝାଉଛି ତାହା କହିବା ମୁସ୍କିଲ, କିନ୍ତୁ ଏହାକୁ କପିଲ ଶର୍ମାଙ୍କ ସହ ଯୋଡ଼ି ଦେଖାଯାଉଛି। ଏହି ଫଟୋରେ ସୁନୀଲଙ୍କ ମୁହଁ ସ୍ପଷ୍ଟ ଦେଖାଯାଉଛି ଓ ସେ ଦେଖାଇଥିବା ଜୋତାକୁ ବ୍ଲର୍ କରାଯାଇଛି। ଏହି ଫଟୋ ତଳେ ଲେଖା ହୋଇଛି- ଜୋତା ନମ୍ବର ୟୁଏସ୍ ୧୦। କୁହାଯାଉଛି ସୁନୀଲ କପିଲ ଶର୍ମାଙ୍କ ଉଦ୍ଦେଶ୍ୟରେ ଏହି ଜୋତା ଦେଖାଇଛନ୍ତି। […]

hhh

hhh

Rakesh Mallick
  • Published: Wednesday, 12 April 2017
  • Updated: 12 April 2017, 08:19 AM IST

Sports

Latest News

ମୁମ୍ବାଇ: ମଙ୍ଗଳବାର ସୁନୀଲ ଗ୍ରୋଭର ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏମିତି ଏକ ଫଟୋ ଅପ୍‌ଲୋଡ୍‌ କରିଛନ୍ତି ଯାହା ସିଧାସଳଖ କ’ଣ ବୁଝାଉଛି ତାହା କହିବା ମୁସ୍କିଲ, କିନ୍ତୁ ଏହାକୁ କପିଲ ଶର୍ମାଙ୍କ ସହ ଯୋଡ଼ି ଦେଖାଯାଉଛି। ଏହି ଫଟୋରେ ସୁନୀଲଙ୍କ ମୁହଁ ସ୍ପଷ୍ଟ ଦେଖାଯାଉଛି ଓ ସେ ଦେଖାଇଥିବା ଜୋତାକୁ ବ୍ଲର୍ କରାଯାଇଛି। ଏହି ଫଟୋ ତଳେ ଲେଖା ହୋଇଛି- ଜୋତା ନମ୍ବର ୟୁଏସ୍ ୧୦।

କୁହାଯାଉଛି ସୁନୀଲ କପିଲ ଶର୍ମାଙ୍କ ଉଦ୍ଦେଶ୍ୟରେ ଏହି ଜୋତା ଦେଖାଇଛନ୍ତି। ଆପଣମାନେ ତ ସୁନୀଲ-କପିଲ ବିବାଦ ସଂପର୍କରେ ଜାଣିଥିବେ। ଏହାର ସୂତ୍ରପାତ କେମିତି ହେଲା ତାହା ବି ଆପଣ ଜାଣିଥିବେ! ତେବେ ଆପଣମାନଙ୍କୁ ପୁଣି ଥରେ ମନେ ପକାଇ ଆମେ କହି ରଖୁଛୁ ଯେ ଅଷ୍ଟ୍ରେଲିଆରେ ଏକ ଶୋ କରି ଫେରିବା ବେଳେ ବିମାନରେ ସୁନୀଲଙ୍କୁ ଦୁର୍ବ୍ୟବହାର କରିଥିଲେ କପିଲ। ମଦ ପିଇ ମନଇଚ୍ଛା ଗାଳି କରିଥିଲେ। ଏପରିକି ସେ ସୁନୀଲଙ୍କୁ ଜୋତାରେ ମାରିଥିବା ଅଭିଯୋଗ ହୋଇଛି। ଏହା ପରେ ସୁନୀଲ ‘ଦ କପିଲ ଶର୍ମା ଶୋ’ ଛାଡ଼ି ଦେଇଛନ୍ତି। ସେ କେବେ ବି ଏହି ଶୋକୁ ଫେରିବେ ନାହିଁ ବୋଲି କହିଛନ୍ତି। ଏ ଘଟଣା ପରେ କପିଲ ଶର୍ମାଙ୍କ ଶୋ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story