‘ସୋନି’କୁ ଫେରିବେ ସୁନୀଲ, ଏଥର ନୂଆ ରୂପରେ

ମୁମ୍ବାଇ: କପିଲ ଶର୍ମାଙ୍କ ସହ ବିବାଦ ପରେ ସୁନୀଲ ଗ୍ରୋଭର ଆଉ ତାଙ୍କ କମେଡି ଶୋ’ରେ କାମ କରୁ ନାହାନ୍ତି। ଏକ ଖବର ଅନୁସାରେ ସୁନୀଲ ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି। କିନ୍ତୁ ନୂଆ ରୂପରେ। ଏବେ ତାଙ୍କୁ ଦେଖିବାକୁ ମିଳିବ ଉପସ୍ଥାପକ ଭାବେ। ସୋନି ଟିଭିରେ ପ୍ରସାରିତ ହେବାକୁ ଯାଉଥିବା ‘ଏଣ୍ଟରଟେନ୍‌ମେଣ୍ଟ କେଲିଏ କୁଛ୍‌ ଭି କରେଗା ’ର ଷଷ୍ଠ ସିଜିନ୍‌କୁ ସେ ହୋଷ୍ଟ୍ କରିପାରନ୍ତି। ମିଳିଥିବା ରିପୋର୍ଟ ଅନୁସାରେ ଗତ ସିଜିନ୍‌ ପରି […]

sunil_grover

sunil_grover

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 09:44 AM IST

Sports

Latest News

ମୁମ୍ବାଇ: କପିଲ ଶର୍ମାଙ୍କ ସହ ବିବାଦ ପରେ ସୁନୀଲ ଗ୍ରୋଭର ଆଉ ତାଙ୍କ କମେଡି ଶୋ’ରେ କାମ କରୁ ନାହାନ୍ତି। ଏକ ଖବର ଅନୁସାରେ ସୁନୀଲ ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି। କିନ୍ତୁ ନୂଆ ରୂପରେ। ଏବେ ତାଙ୍କୁ ଦେଖିବାକୁ ମିଳିବ ଉପସ୍ଥାପକ ଭାବେ। ସୋନି ଟିଭିରେ ପ୍ରସାରିତ ହେବାକୁ ଯାଉଥିବା ‘ଏଣ୍ଟରଟେନ୍‌ମେଣ୍ଟ କେଲିଏ କୁଛ୍‌ ଭି କରେଗା ’ର ଷଷ୍ଠ ସିଜିନ୍‌କୁ ସେ ହୋଷ୍ଟ୍ କରିପାରନ୍ତି। ମିଳିଥିବା ରିପୋର୍ଟ ଅନୁସାରେ ଗତ ସିଜିନ୍‌ ପରି ଅନୁ ମଲ୍ଲିକ ଓ ଫରା ଖାନ୍‌ ଏହି ଶୋର ଜଜ୍‌ ରହିବେ।

ଆଇପିଏଲ୍‌ ଶେଷ ହେବା ପରେ ଏହି ଶୋ’ ଆରମ୍ଭ ହେବା ବୋଲି କୁହାଯାଉଛି।

‘ଏଣ୍ଟରଟେନ୍‌ମେଣ୍ଟ କେ ଲିଏ କୁଛ୍‌ ଭି କରେଗା’ର ପଞ୍ଚମ ସିଜିନ୍‌ ୨୦୧୪ରେ ପ୍ରସାରିତ ହୋଇଥିଲା।  ଏଥିରେ କୃଷ୍ଣା ଅଭିଷେକ ଓ ମୋନା ସିଂଙ୍କୁ ଉପସ୍ଥାପକ ଓ ଉପସ୍ଥାପିକା ଭାବେ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story