‘ଫ୍ୟାମିଲି ଟାଇମ୍‌ ଉଇଥ୍‌ କପିଲ ଶର୍ମା’ରେ ଆସୁନାହାନ୍ତି ସୁନୀଲ

ମୁମ୍ବାଇ: ଦର୍ଶକଙ୍କ ପାଇଁ ଖୁସି ଖବର। ହାସ୍ୟ ଅଭିନେତା କପିଲ୍‌ ଶର୍ମା ତାଙ୍କ କମେଡ଼ି ଶୋ’ ‘ଫ୍ୟାମିଲି ଟାଇମ୍‌ ଉଇଥ୍‌ କପିଲ ଶର୍ମା’’ ଜରିଆରେ ପୁଣି ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି। ଏକ ଏଣ୍ଟରଟେନ୍‌ମେଣ୍ଟ  ପୋର୍ଟାଲ ମୁତାବିକ୍‌ ଏହି ଶୋ’ଟି ମାର୍ଚ୍ଚ ୨୫କୁ ପରଦାକୁ ଆସିବ। ଏଥର କିନ୍ତୁ ଏହା କଲର୍ସ ନୁହେଁ ସୋନି ଚ୍ୟାନେଲ୍‌ରେ ପ୍ରସାରିତ ହେବ। ସମସ୍ତେ ଭାବୁଥିବେ ବୋଧ ହୁଏ ଏହି ଶୋ’ରେ କପିଲଙ୍କ ସହ ବନ୍ଧୁ ସୁନୀଲ ଗ୍ରୋଭର ତଥା ଗୁତ୍ଥି ନଜର […]

kapil

kapil

Rakesh Mallick
  • Published: Friday, 09 March 2018
  • Updated: 09 March 2018, 02:40 PM IST

Sports

Latest News

ମୁମ୍ବାଇ: ଦର୍ଶକଙ୍କ ପାଇଁ ଖୁସି ଖବର। ହାସ୍ୟ ଅଭିନେତା କପିଲ୍‌ ଶର୍ମା ତାଙ୍କ କମେଡ଼ି ଶୋ’ ‘ଫ୍ୟାମିଲି ଟାଇମ୍‌ ଉଇଥ୍‌ କପିଲ ଶର୍ମା’’ ଜରିଆରେ ପୁଣି ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି। ଏକ ଏଣ୍ଟରଟେନ୍‌ମେଣ୍ଟ  ପୋର୍ଟାଲ ମୁତାବିକ୍‌ ଏହି ଶୋ’ଟି ମାର୍ଚ୍ଚ ୨୫କୁ ପରଦାକୁ ଆସିବ। ଏଥର କିନ୍ତୁ ଏହା କଲର୍ସ ନୁହେଁ ସୋନି ଚ୍ୟାନେଲ୍‌ରେ ପ୍ରସାରିତ ହେବ।

ସମସ୍ତେ ଭାବୁଥିବେ ବୋଧ ହୁଏ ଏହି ଶୋ’ରେ କପିଲଙ୍କ ସହ ବନ୍ଧୁ ସୁନୀଲ ଗ୍ରୋଭର ତଥା ଗୁତ୍ଥି ନଜର ଆସିବେ। କିନ୍ତୁ ଏକ୍‌ ଟକ୍‌ ଶୋ’ରେ କଥାବାର୍ତ୍ତା ସମୟରେ ସୁନୀଲ କହିଥିଲେ, ‘‘ମୁଁ ଏହି ଶୋ’ରେ ନାହିଁ। ଏହି ଶୋ’ ପାଇଁ ମଧ୍ୟ ମତେ ନିମନ୍ତ୍ରଣ ମିଳିନାହିଁ।’’

ନିକଟରେ ଏହି ଶୋ’ର ଆଉ ଏକ ପ୍ରମୋ ରିଲିଜ୍‌ ହୋଇଛି। ପ୍ରମୋର ଆରମ୍ଭରେ କପିଲ ଘରର ମେଡ୍‌କୁ ଚାହା ଓ ଖବର କାଗଜ ଡିମାଣ୍ଡ କରୁଥିବା ଦେଖିବାକୁ ମିଳିଥିଲା। ଆଉ ତା’ପରେ ଯାହା ହେଉଛି ସେ କଥା ଆପଣ ଦେଖି ଆପଣଙ୍କୁ ହସ ମାଡିବା ସ୍ୱଭାବିକ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story