ପରିବା ବିକୁଛନ୍ତି ଡ. ଗୁଲାଠି

ମୁମ୍ବାଇ: କପିଲ ଶର୍ମାଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ଲାଗୁଛି ଯେମିତି ସୁନୀଲ ଗ୍ରୋଭର (ଡ. ଗୁଲାଠି)ଙ୍କ ଭାଗ୍ୟ ଆକାଶରେ କଳା ବାଦଲ ଛାଇ ଯାଇଛି। ଏମିତି ସ୍ଥିତି ହୋଇଛି କି ତାଙ୍କୁ ପରିବା ବିକ୍ରି କରିବାକୁ ପଡୁଛି। କ’ଣ ସୁନୀଲଙ୍କ ଆର୍ଥିକ ସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ତାଙ୍କୁ ପେଟ ପୋଷିବାକୁ ପରିବା ବେପାର କରିବାକୁ ପଡିଲା। ଏବେ ଭାବୁଥିବେ ଏତେ ବଡ଼ ଲୋକପ୍ରିୟ ହାସ୍ୟ ଅଭିନେତା। ଯାହାଙ୍କର ପ୍ରଶଂସକ ସାରା ଦୁନିଆରେ ରହିଛନ୍ତି। […]

sunil_1024_1522040769_618x347 (1)

sunil_1024_1522040769_618x347 (1)

Rakesh Mallick
  • Published: Monday, 26 March 2018
  • Updated: 26 March 2018, 02:47 PM IST

Sports

Latest News

ମୁମ୍ବାଇ: କପିଲ ଶର୍ମାଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ଲାଗୁଛି ଯେମିତି ସୁନୀଲ ଗ୍ରୋଭର (ଡ. ଗୁଲାଠି)ଙ୍କ ଭାଗ୍ୟ ଆକାଶରେ କଳା ବାଦଲ ଛାଇ ଯାଇଛି। ଏମିତି ସ୍ଥିତି ହୋଇଛି କି ତାଙ୍କୁ ପରିବା ବିକ୍ରି କରିବାକୁ ପଡୁଛି। କ’ଣ ସୁନୀଲଙ୍କ ଆର୍ଥିକ ସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ତାଙ୍କୁ ପେଟ ପୋଷିବାକୁ ପରିବା ବେପାର କରିବାକୁ ପଡିଲା। ଏବେ ଭାବୁଥିବେ ଏତେ ବଡ଼ ଲୋକପ୍ରିୟ ହାସ୍ୟ ଅଭିନେତା। ଯାହାଙ୍କର ପ୍ରଶଂସକ ସାରା ଦୁନିଆରେ ରହିଛନ୍ତି। ରୋଜଗାର ବି କିଛି କମ ନୁହେଁ ଯେ, କପିଲଙ୍କ ଶୋ’ରୁ ଯିବା ପରେ ମାତ୍ର କେଇଟା ଦିନରେ ଏମିତି ପରିସ୍ଥିତି ହୋଇଗଲା। ଯଦି ଏପରି ଭାବୁଛନ୍ତି, ତେବେ ଶୀଘ୍ର ଆପଣଙ୍କ ଭାବନାକୁ ବନ୍ଦ କରନ୍ତୁ। କାରଣ ସବୁ ବେଳେ କମେଡି ମାଧ୍ୟମରେ ଲୋକଙ୍କୁ ହସାଇ ହସାଇ ଚକମା ଦେଉଥିବା ଡ. ଗୁଲାଠି ମଜା ପାଇଁ ଏହି ପୋଷ୍ଟଟି କରିଦେଇଛନ୍ତି। ଏକ ହାଟରେ ପରିବା ଦୋକାନରେ ବସି ଗୁଲାଠି ପରିବା ବିକୁ ଥିବା ଫଟୋରେ ରହିଛି। ନିଜର Entrepreneurial ଆକାଉଣ୍ଟରେ ସେ ଏହି ପୋଷ୍ଟ କରିଛନ୍ତି। ତେବେ ଫୋଟକୁ ନେଇ ଗୁଲାଠିକୁ କିଛି ୟୁଜର୍ସ ଟ୍ରୋଲ କରିବାରେ ଲାଗିଛନ୍ତି ତ ଆଉ କିଛି ପ୍ରଶଂସା କରିଛନ୍ତି। କିଛି ପ୍ରସଂଶକ କପିଲଙ୍କ ସହ ପୁଣି ଥରେ କାମ କରିବାକୁ ଉପଦେଶ ଦେଇଛନ୍ତି। ଏହାସହ ଶୀଘ୍ର ନୂଆ କାମ ଆରମ୍ଭ କରିବାକୁ କହିଛନ୍ତି।

କପିଲଙ୍କୁ କଟାକ୍ଷ କରି ସୁନୀଲ ଏହି ଫଟୋ ପୋଷ୍ଟ କରିଥିବା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ସୁନୀଲଙ୍କୁ କପିଲ ଦୁର୍ବ୍ୟବହାର ଓ ମାର୍‌ପିଟ କରିବା ପରେ ଉଭୟ ଅଲଗା ହୋଇଯାଇଥିଲେ। ଏହାପରଠାରୁ ‘ଦ କପିଲ ଶର୍ମା’ ଶୋ’ରେ ଲୋକପ୍ରିୟ ଚରିତ୍ର ଡ. ଗୁଲାଠିରେ ଆଉ ସୁନୀଲଙ୍କୁ ଦେଖିବାକୁ ମିଳି ନଥିଲା।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଶୀଘ୍ର ସୁନୀଲ ନୂଆ ଶୋ’ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଶୋ’ରେ ବିଗବସ୍‌ ବିଜେତା ଶିଳ୍ପା ସନ୍ଧେଙ୍କୁ ଦେଖିବାକୁ ମିଳିବ। ଏହି ଶୋ’ର କନସେପ୍ଟ କ’ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ହେଲେ ସୁନୀଲ, ଶିଳ୍ପାଙ୍କ ଏକ  ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଏଥିରେ ଉଭୟ ‘ମ୍ୟାରା ପତି ମୁଝେ ପ୍ୟାର ନେହି କରତେ’ କପି କରୁଥିବା ଦେଖିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story