ସୁନୀଲଙ୍କୁ ପଛରେ ପକାଇଲେ କପିଲ

ମୁମ୍ବାଇ: କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ବିବାଦ ସମସ୍ତେ ଜାଣିଛନ୍ତି। ଏହି ବିବାଦ କାହିଁକି ସୂତ୍ରପାତ ହେଲା ତାହା ବି ଜାଣିଛନ୍ତି। ସେଥିପାଇଁ ସୁନୀଲ ଗ୍ରୋଭର, ଅଲି ଅସଗର ଓ ଚନ୍ଦନ ପ୍ରଭାକର ‘ଦ କପିଲ ଶର୍ମା ଶୋ’କୁ ଆସୁନାହାନ୍ତି। ଯାହା ଫଳରେ କପିଲ ଶର୍ମାଙ୍କ ଶୋ’ର ଟିଆରପି କମିଯାଇଛି। କିନ୍ତୁ ଟିଆରପି ଚାର୍ଟରୁ ଜଣାପଡ଼ିଛି ଏବେବି ସୁନୀଲ ଗ୍ରୋଭରଙ୍କ ଅପେକ୍ଷା କପିଲ ଶର୍ମାଙ୍କୁ ଲୋକ ଅଧିକ ପସନ୍ଦ କରୁଛନ୍ତି। କିଛି ଦିନ ପୂର୍ବରୁ ‘ଇଣ୍ଡିଆନ୍ […]

kapil

kapil

Rakesh Mallick
  • Published: Saturday, 15 April 2017
  • Updated: 15 April 2017, 01:38 PM IST

Sports

Latest News

ମୁମ୍ବାଇ: କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ବିବାଦ ସମସ୍ତେ ଜାଣିଛନ୍ତି। ଏହି ବିବାଦ କାହିଁକି ସୂତ୍ରପାତ ହେଲା ତାହା ବି ଜାଣିଛନ୍ତି। ସେଥିପାଇଁ ସୁନୀଲ ଗ୍ରୋଭର, ଅଲି ଅସଗର ଓ ଚନ୍ଦନ ପ୍ରଭାକର ‘ଦ କପିଲ ଶର୍ମା ଶୋ’କୁ ଆସୁନାହାନ୍ତି। ଯାହା ଫଳରେ କପିଲ ଶର୍ମାଙ୍କ ଶୋ’ର ଟିଆରପି କମିଯାଇଛି। କିନ୍ତୁ ଟିଆରପି ଚାର୍ଟରୁ ଜଣାପଡ଼ିଛି ଏବେବି ସୁନୀଲ ଗ୍ରୋଭରଙ୍କ ଅପେକ୍ଷା କପିଲ ଶର୍ମାଙ୍କୁ ଲୋକ ଅଧିକ ପସନ୍ଦ କରୁଛନ୍ତି।

କିଛି ଦିନ ପୂର୍ବରୁ ‘ଇଣ୍ଡିଆନ୍ ଆଇଡଲ’  ଫାଇନାଲ ଏପିସୋଡ଼ରେ ସୁନୀଲ ଆସିଥିଲେ। ଠିକ୍‌ ସେହିଦିନ କପିଲ ଶର୍ମାଙ୍କ ଶୋ’ ଟିଭିରେ ଟେଲିକାଷ୍ଟ ହୋଇଥିଲା।  ଦୁଇଟି ଶୋ’ରେ ସମାନ ଭିଡ଼ ଦେଖିବାକୁ ମିଳିଥିଲା।

କିନ୍ତୁ  ଟିଆରପି ମୁତାବିକ ୧ରୁ ୭ପର୍ଯ୍ୟନ୍ତ କପିଲ ଶର୍ମାଙ୍କୁ ଶୋ’କୁ ୪.୬ ମିଲିୟନ ଲୋକ ଦେଖିଥିବା ବେଳେ ‘ଇଣ୍ଡିଆନ୍ ଆଇଡଲ’  ଶୋ’କୁ ୪.୨ ମିଲିୟନ ଦେଖିଛନ୍ତି।

ଆପଣଙ୍କୁ ମନେ ପକାଦେଉଛି ଯେ,କିଛି ଦିନ ପୂର୍ବରୁ ଅଷ୍ଟ୍ରେଲିଆରେ ଏକ ଶୋ କରି ଫେରିବା ବେଳେ ବିମାନରେ ସୁନୀଲଙ୍କୁ ଦୁର୍ବ୍ୟବହାର କରିଥିଲେ କପିଲ। ମଦ ପିଇ ମନଇଚ୍ଛା ଗାଳି କରିଥିଲେ। ଏପରିକି ସେ ସୁନୀଲଙ୍କୁ ଜୋତାରେ ମାରିଥିବା ଅଭିଯୋଗ ହୋଇଛି। ଏହା ପରେ ସୁନୀଲ ‘ଦ କପିଲ ଶର୍ମା ଶୋ’ ଛାଡ଼ି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story