ଖୋଲିଲା ସନ୍ନି ଓ ଡିମ୍ପଲଙ୍କ ଫଟୋ ପଛର ରହସ୍ୟ: ଜାଣିଛନ୍ତି ଏକାନ୍ତରେ ବସି ସେମାନେ କରୁଥିଲେ କ’ଣ ?

ମୁମ୍ବାଇ: ୨୦୧୭ ଡିସେମ୍ବର ମାସରେ ସନ୍ନି ଦେଓଲ ଓ ଡିମ୍ପଲ କପାଡିଆଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେହି ଫଟୋରେ ସନ୍ନି ଓ ଡିମ୍ପଲ ଲଣ୍ଡନ୍‌ର ଏକ ରାସ୍ତାକଡ଼ରେ ପାଖାପାଖି ବେଞ୍ଚରେ ବସିଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ସେତେବେଳେ ଏ ଦୁଇ ଷ୍ଟାର୍‌ଙ୍କ ପୁରୁଣା ଦିନକୁ ମନେ ପକେଇ ଦେଇଥିଲା। କାରଣ ସନ୍ନି ଓ ଡିମ୍ପଲଙ୍କ ମଧ୍ୟରେ ବିଗତ ଦିନରେ ଘନିଷ୍ଠ ପ୍ରେମ ଥିଲା ବା ଦୁହିଁଙ୍କ ଭିତରେ ଅଫେୟାର ଚାଲିଥିଲା। ସେତେବେଳେ […]

sunny2 copy

sunny2 copy

Rakesh Mallick
  • Published: Saturday, 06 January 2018
  • Updated: 06 January 2018, 03:20 PM IST

Sports

Latest News

ମୁମ୍ବାଇ: ୨୦୧୭ ଡିସେମ୍ବର ମାସରେ ସନ୍ନି ଦେଓଲ ଓ ଡିମ୍ପଲ କପାଡିଆଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେହି ଫଟୋରେ ସନ୍ନି ଓ ଡିମ୍ପଲ ଲଣ୍ଡନ୍‌ର ଏକ ରାସ୍ତାକଡ଼ରେ ପାଖାପାଖି ବେଞ୍ଚରେ ବସିଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ସେତେବେଳେ ଏ ଦୁଇ ଷ୍ଟାର୍‌ଙ୍କ ପୁରୁଣା ଦିନକୁ ମନେ ପକେଇ ଦେଇଥିଲା। କାରଣ ସନ୍ନି ଓ ଡିମ୍ପଲଙ୍କ ମଧ୍ୟରେ ବିଗତ ଦିନରେ ଘନିଷ୍ଠ ପ୍ରେମ ଥିଲା ବା ଦୁହିଁଙ୍କ ଭିତରେ ଅଫେୟାର ଚାଲିଥିଲା। ସେତେବେଳେ ଏହା ବହୁତ ଚର୍ଚ୍ଚାର ବିଷୟ ହୋଇଥିଲା। ତେଣୁ ଏବେକା ଫଟୋ ଦେଖି ଫ୍ୟାନ୍‌ମାନେ ଭାବିଲେ ବୋଧ ହୁଏ, ଦୁହିଁଙ୍କ ଭିତରେ ପୁଣି ପୁରୁଣା ପ୍ରେମ ଲେଉଟିଲା। ଆମ ମନରେ ବି ସେଇ ପ୍ରଶ୍ନ। ତେବେ ଜାଣନ୍ତୁ ବାସ୍ତବ କଥା କ’ଣ।

କଥା ହେଉଛି ଡିମ୍ପଲଙ୍କ ଭଉଣୀ ସିମ୍ପଲ କପାଡ଼ିଆଙ୍କ ପୁଅ କରଣ କପାଡ଼ିଆ, ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏଥିରେ ଡିମ୍ପଲଙ୍କ ପୂରା ପରିବାର ତାଙ୍କୁ ସମର୍ଥନ କରୁଛନ୍ତି। ସେହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବେହଜାତ ଖମ୍ବଟା। ଫିଲ୍ମରେ ସନ୍ନି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ତେଣୁ ସେହି ଫିଲ୍ମର କାମ ଚାଲିଥିବା ବେଳେ ହିଁ ଡିମ୍ପଲଙ୍କ ସନ୍ନିଙ୍କର ସା‍କ୍ଷାତ ହୋଇଥିଲା ଏବଂ ଦୁହେଁ ସେ ସଂପର୍କରେ ଗମ୍ଭୀରଭାବେ ଆଲୋଚନା କରୁଥିବା ବେଳର ଫଟୋଟି କେହି ସୋସିଆଲ୍ ମିଡିଆରେ ଛାଡ଼ି ଦେଇଥିଲେ। ତାହା ହିଁ ପରେ ଗସିପ୍‌କୁ ଖୋରାକ ଯୋଗାଇଥିଲା। ତେବେ ସେ ଯାହା ବି ହେଉ, ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ସନ୍ନି ପୂରା ଫିଟ୍‌ ବୋଲି କହିଛନ୍ତି ପ୍ରଯୋଜକ ଟୋନି ଡିସୌଜା। ଫିଲ୍ମଟିର ସୁଟିଂ ଆରମ୍ଭ ହୋଇଯାଇଛି। ଏପ୍ରିଲ୍‌ ମାସ ସୁଦ୍ଧା ଏହାର ସୁଟିଂ ଶେଷ ହୋଇଯିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story