ସୋସିଆଲ୍ ମିଡିଆରେ ସମାଲୋଚକଙ୍କ ମୁହଁ ଏମିତି ବନ୍ଦ କରନ୍ତି ସନି

ମୁମ୍ବାଇ: ସୋସିଆଲ୍ ମିଡିଆରେ ପୂର୍ବତନ ପର୍ଣ୍ଣ ଷ୍ଟାର ତଥା ଏବର ବଲିଉଡ୍ ଅଭିନେତ୍ରୀ ସନି ଲିଓନଙ୍କୁ ଟାର୍ଗେଟ୍ କରାଯିବା କିଛି ନୂଆ କଥା ନୁହେଁ। ନିକଟରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ତାଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ତେବେ ଏସବୁ ବିରୋଧରେ କିପରି ଲଢ଼ିବାକୁ ହେବ ତାହା ସନିଙ୍କୁ ଭଲ ଭାବେ ଜଣା। ସେ ଏହି ଟିପ୍ପଣୀକୁ ବ୍ଲକ୍ କରି ଦେଇଥିଲେ। ସୋସିଆଲ୍ ମିଡିଆରେ ଦିଆଯାଉଥିବା କଟୁ ମନ୍ତବ୍ୟ […]

sonny1

sonny1

Rakesh Mallick
  • Published: Thursday, 23 March 2017
  • Updated: 23 March 2017, 10:42 AM IST

Sports

Latest News

ମୁମ୍ବାଇ: ସୋସିଆଲ୍ ମିଡିଆରେ ପୂର୍ବତନ ପର୍ଣ୍ଣ ଷ୍ଟାର ତଥା ଏବର ବଲିଉଡ୍ ଅଭିନେତ୍ରୀ ସନି ଲିଓନଙ୍କୁ ଟାର୍ଗେଟ୍ କରାଯିବା କିଛି ନୂଆ କଥା ନୁହେଁ। ନିକଟରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ତାଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ତେବେ ଏସବୁ ବିରୋଧରେ କିପରି ଲଢ଼ିବାକୁ ହେବ ତାହା ସନିଙ୍କୁ ଭଲ ଭାବେ ଜଣା। ସେ ଏହି ଟିପ୍ପଣୀକୁ ବ୍ଲକ୍ କରି ଦେଇଥିଲେ।

ସୋସିଆଲ୍ ମିଡିଆରେ ଦିଆଯାଉଥିବା କଟୁ ମନ୍ତବ୍ୟ ନେଇ ସେ ବ୍ୟସ୍ତ ହୁଅନ୍ତି କି ନାହିଁ ବୋଲି ପଚରାଯିବାରେ ସନି କହିଛନ୍ତି,“ନା। କାରଣ ମୁଁ ଏସବୁ ମତମନ୍ତବ୍ୟକୁ ବ୍ଲକ୍ କରି ଦିଏ। ମୋ ପାଇଁ ଏଭଳି ଟିପ୍ପଣୀ ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୁଁ ଜାଣିଛି ମୋତେ ଫୋଲୋ କରୁଥିବା ପ୍ରଶଂସକଙ୍କ ବର୍ଷ ବର୍ଷ ଧରି ମୋ ସହିତ ଅଛନ୍ତି। ସେମାନଙ୍କ ଭଲ ପାଇବା ମୋ ସହି ସଦାସର୍ବଦା ରହିଆସିଛି।”

ରାମ ଗୋପାଲ ସୋସିଆଲ୍ ମିଡିଆରେ ଲେଖିଥିଲେ,“ମୁଁ ଚାହୁଁଛି ପୁରୁଷଙ୍କୁ ଦୁନିଆରସବୁ ମହିଳା ସେତିକି ଖୁସି ଦିଅନ୍ତୁ ଯେତିକି ସନି ଲିଓନ ଦିଅନ୍ତି।”

ତାଙ୍କର ଏହି ମନ୍ତବ୍ୟକୁ ବିଭିନ୍ନ ବର୍ଗରେ ତୀବ୍ର ସମାଲୋଚନା କରାଯାଇଥିଲା। ପୋଲିସ୍‌ରେ ମଧ୍ୟ ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story