ମୋର ଏ ଅବସ୍ଥା ପାଇଁ କରଣଜିତ୍‌ କୌର ଦାୟୀ

ମୁମ୍ବାଇ: ପର୍ଣ୍ଣଷ୍ଟାରରୁ ବଲିଉଡ୍ ଅଭିନେତ୍ରୀ ପାଲଟିଥିଲା ସନ୍ନି ଲିଓନି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମୁହଁ ଉଦାସ ଥିବା ଦେଖିବାକୁ ମିଳୁଛି। ଫଟୋକୁ ଦେଖି ଲାଗୁଛି ଯେମିତି ସନ୍ନି ଏହି ପୋଷ୍ଟ କରିବା ପୂର୍ବରୁ ବହୁତ କାନ୍ଦିଥିଲେ। ଏହି ଫଟୋକୁ ଅପ୍‌ଲୋଡ୍‌ କରିବା ସହ ସନ୍ନି ଏକ କୋହଭରା ମେସେଜ୍‌ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, “ଆଜି ରାତିରେ ମୋ ହୃଦୟ ହଜାରେ ଥର ଭାଙ୍ଗିଛି। ବୋଧହୁଏ ଆଜିର ରାତିରେ […]

sunny

sunny

Rakesh Mallick
  • Published: Thursday, 24 May 2018
  • Updated: 24 May 2018, 06:06 PM IST

ମୁମ୍ବାଇ: ପର୍ଣ୍ଣଷ୍ଟାରରୁ ବଲିଉଡ୍ ଅଭିନେତ୍ରୀ ପାଲଟିଥିଲା ସନ୍ନି ଲିଓନି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମୁହଁ ଉଦାସ ଥିବା ଦେଖିବାକୁ ମିଳୁଛି। ଫଟୋକୁ ଦେଖି ଲାଗୁଛି ଯେମିତି ସନ୍ନି ଏହି ପୋଷ୍ଟ କରିବା ପୂର୍ବରୁ ବହୁତ କାନ୍ଦିଥିଲେ। ଏହି ଫଟୋକୁ ଅପ୍‌ଲୋଡ୍‌ କରିବା ସହ ସନ୍ନି ଏକ କୋହଭରା ମେସେଜ୍‌ ମଧ୍ୟ ଲେଖିଛନ୍ତି।

ସେ ଲେଖିଛନ୍ତି, "ଆଜି ରାତିରେ ମୋ ହୃଦୟ ହଜାରେ ଥର ଭାଙ୍ଗିଛି। ବୋଧହୁଏ ଆଜିର ରାତିରେ ଅନେକ ଲୁହ ବାହାରକୁ ଆସି ଯାଇଥିଲେ। ଆଜି ପୁଣିଥରେ ମୁଁ କଷ୍ଟ ପାଉଛି, ଛଟପଟ ହେଉଛି। ମୁଁ ଜାଣେ ମୋ ପୁରୁଣା ଦିନ ଆଉ କେବେ ଫେରିବନି। ତଥାପି ମୁଁ ତୁମକୁ ପୁଣିଥରେ ମୋ ହୃଦୟର ଅତି ନିକଟରେ ରଖିବାକୁ ଚାହୁଁଛି। ମୁଁ ଯେଉଁ ରାସ୍ତା ବାଛିଛି ସେଥିପାଇଁ କରଣଜିତ୍‌ କୌର ଦୋଷୀ।"

ଏସବୁ ପଢି ଆପଣମାନେ ଭାବୁଥିବେ କରଣଜିତ୍‌ କୌର କିଏ ଏବଂ ସେ ସନ୍ନିଙ୍କ ସହ ତାଙ୍କର କି ସମ୍ପର୍କ ଓ ତାଙକ ସହ ଏମିତି କାହିଁକି କଲେ? ବେଶି ଦ୍ୱନ୍ଦ୍ୱରେ ପଡନ୍ତୁ ନାହିଁ। ବାସ୍ତବରେ କରଣଜିତ୍‌ କୌର ହେଉଛି ସନ୍ନି ଲିଓନିଙ୍କର ପ୍ରକୃତ ନାମ। ପର୍ଣ୍ଣ ଜଗତକୁ ଆସିବା ପୂର୍ବରୁ ସନ୍ନିଙ୍କୁ ସମସ୍ତେ ଏହି  ନାଁରେ ଜାଣିଥିଲେ।

କ'ଣ ପାଇଁ ପଶ୍ଚାତାପ କରୁଛନ୍ତି ସନ୍ନି

ଯଦିଓ ସନ୍ନିଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ରୂପେ ଜଣାପଡୁନି ଯେ ସେ କାହାକୁ ମନେ ପକାଇ କାନ୍ଦୁଛନ୍ତି, ତେବେ ତାଙ୍କ ପୋଷ୍ଟରେ ଆସୁଥିବା ଲୋକଙ୍କ କମେଣ୍ଟରୁ ଏହା ଅନୁମାନ କରାଯାଉଛି ଯେ, ସେ ନିଜ ବାପାମାଆଙ୍କୁ ହରାଇ ଦୁଃଖରେ ଅଛନ୍ତି।

ସନ୍ନି ନିଜର ଡକ୍ୟୁମେଣ୍ଟାରୀ 'ମୋଷ୍ଟଲି ସନ୍ନି'ରେ କହିଥିଲେ ଯେ, "ଯେତେବେଳେ ମୁଁ ଆଡଲ୍ଟ ମ୍ୟାଗାଜିନ୍‌ 'ପେଣ୍ଟହାଉସ୍‌' ପାଇଁ ପ୍ରଥମ ଥର ପୋଜ୍‌ ଦେଲି ସେତେବେଳେ ମୋ ବାପାମାଆ ବଞ୍ଚିଥିଲେ।   ସେମାନେ ଏସବୁ ବିଷୟରେ ଜାଣିନଥିଲେ। କାରଣ ଘର ଆଖପାଖରେ ମୁଁ ଯେଉଁଠି ଏହି ମ୍ୟାଗାଜିନ୍‌ ଦେଖୁଥିଲେ ସେସବୁ କିଣି ଆଣୁଥିଲି। "

ମାଆଙ୍କ ମୃତ୍ୟୁ ପାଇଁ ନିଜକୁ ଦାୟୀ କରନ୍ତି ସନ୍ନି

କେବଳ ଏତିକି ନୁହେଁ ନିଜ ମାଆଙ୍କ ମୃତ୍ୟୁ ପାଇଁ ସନ୍ନୀ ନିଜକୁ ଦୋଷୀ ଭାବନ୍ତି। ସେ ତାଙ୍କ ଡକ୍ୟୁମେଣ୍ଟାରୀ ଏହାର କାରଣ ମଧ୍ୟ ଜଣାଇଥିଲେ। ସେ କହିଥିଲେ, "ମୁଁ ମୋ ମାଆଙ୍କୁ ମୋ ଆଖି ସାମ୍ନାରେ ମରିବାର ଦେଖିଛି। ମୁଁ ତାଙ୍କୁ ଔଷଧର ଶେଷ ଡୋଜ୍‌ ଦେଇଥିଲି ଏବଂ ତା'ପରେ ମାଆ ଶୋଇବାକୁ ଚାଲିଯାଇଥିଲେ। ହଠାତ୍‌ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତେଣୁ କେବେକେବେ ମୁଁ ଭାବେ ମୋର ସେହି ଶେଷ ଡୋଜ୍‌ ତାଙ୍କ ଜୀବନ ନେଇଯାଇଛି। "ସୂଚନାଯୋଗ୍ୟ, ପର୍ଣ୍ଣଷ୍ଟାର ସନ୍ନି ଲିଓନି ୨୦୧୨ରେ ପୂଜାଭଟ୍ଟଙ୍କ ଫିଲ୍ମ 'ଜିସ୍ମ-୨' ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ବଲିଉଡ୍‌ରେ କାମ କରିବା ପରଠାରୁ ସେ ଆଉ ଆଡଲ୍ଟ ଫିଲ୍ମରେ ଅଭିନୟ କରୁନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story