ମୁମ୍ବାଇ: ସନି ଲିଓନିଙ୍କ ପରି ଦେଖାଯାଉଥିବା ଭୋଜପୁରୀ ଅଭିନେତ୍ରୀ ପଲ୍ଲବୀ ସିଂହ ନିଜ ନାଁ ବଦଳାଇ ସନି ରଖିଛନ୍ତି। ଏହାସହ ସନିଙ୍କ ଷ୍ଟାଇଲକୁ ମଧ୍ୟ କପି କରୁଛନ୍ତି। ଏହି ଅଭିନେତ୍ରୀ ଜଣଙ୍କୁ ଲୋକମାନେ ପଲ୍ଲବୀ ଡାକିବା ବଦଳରେ ସନି ଡାକୁଛନ୍ତି।
ପଲ୍ଲବୀ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳନ କରୁଥିଲେ ବେଳେ ତାଙ୍କର ଜଣେ ବନ୍ଧୁ ସେ ସନି ଲିଓନି ପରି ଦେଖାଯାଉଥିବା କହିଥିଲେ। ଏହି କଥା ପଦକ ତାଙ୍କୁ ଏତେ ଭଲ ଲାଗିଥିଲା ଯେ, ସେ ତାଙ୍କ ନାମ ପରିବର୍ତ୍ତନ କରିଦେଇଥିଲେ।
ପଲ୍ଲବୀଙ୍କ କହିବା ଅନୁଯାୟୀ, ୨୦୧୨ରେ ସନିଙ୍କୁ ପ୍ରଥମ ଥର ପାଇଁ ଟିଭିରେ ଦେଖିଥିଲେ। ତାଙ୍କ ଚେହେରା ସନିଙ୍କ ସହ ମିଶିଯାଉଥିବା ଦେଖି ସେ ହଇରାଣ ହୋଇଯାଇଥିଲେ। ପରେ ସନିଙ୍କୁ ରୋଲ୍ ମଡେଲ ମାନିବାକୁ ଲାଗିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।