ଯେବେ ସନ୍ନିଙ୍କ ସହ ମାଇକ୍ ସେୟାର କରନ୍ତି ସେହୱାଗ୍:ମସାଲା କମେଣ୍ଟ୍ରି ବନିଯାଏ ଆହୁରି ମସାଲାଦାର୍

କ୍ରିକେଟ ପଡ଼ିଆରେ ବୋଲରଙ୍କୁ ନିର୍ଘାତ ପ୍ରହାର କରି ବୋଲରଙ୍କ ନିଦ ହଜାଇଥାନ୍ତି ବିରେନ୍ଦ୍ର ସେହୱାଗ୍। କ୍ରିକେଟରୁ ଅବସର ନେବା ପରେ ଟ୍ୱିଟ୍‌ର ଦୁନିଆରେ ବେଶ୍ ଚର୍ଚ୍ଚିତ ଏହି ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ। ଠିକ୍ ସେହିପରି ଆଇଟମ ଗର୍ଲ ସନ୍ନି ଲିଓନ୍ ବଲିଉଡ଼ରେ ପାଦ ଦେବା ପରେ ନିଜର ହଟ୍ ଅବତାର ପାଇଁ ସବର୍ଦା ରହିଥାନ୍ତି ଚର୍ଚ୍ଚାରେ। ନିଜ ରୂପ ଓ ଯୌବନରେ ଦର୍ଶକଙ୍କୁ ମତୁଆଲା କରିଥିବା ବେବି ଡଲ ଏବେ କ୍ରିକେଟ ଭାଷ୍ୟକାର ଭାବେ ବେଶ୍ ଚର୍ଚ୍ଚା ସାଉଁଟିଛନ୍ତି। […]

sunny

sunny

Rakesh Mallick
  • Published: Wednesday, 03 May 2017
  • Updated: 03 May 2017, 04:07 PM IST

Sports

Latest News

କ୍ରିକେଟ ପଡ଼ିଆରେ ବୋଲରଙ୍କୁ ନିର୍ଘାତ ପ୍ରହାର କରି ବୋଲରଙ୍କ ନିଦ ହଜାଇଥାନ୍ତି ବିରେନ୍ଦ୍ର ସେହୱାଗ୍। କ୍ରିକେଟରୁ ଅବସର ନେବା ପରେ ଟ୍ୱିଟ୍‌ର ଦୁନିଆରେ ବେଶ୍ ଚର୍ଚ୍ଚିତ ଏହି ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ। ଠିକ୍ ସେହିପରି ଆଇଟମ ଗର୍ଲ ସନ୍ନି ଲିଓନ୍ ବଲିଉଡ଼ରେ ପାଦ ଦେବା ପରେ ନିଜର ହଟ୍ ଅବତାର ପାଇଁ ସବର୍ଦା ରହିଥାନ୍ତି ଚର୍ଚ୍ଚାରେ। ନିଜ ରୂପ ଓ ଯୌବନରେ ଦର୍ଶକଙ୍କୁ ମତୁଆଲା କରିଥିବା ବେବି ଡଲ ଏବେ କ୍ରିକେଟ ଭାଷ୍ୟକାର ଭାବେ ବେଶ୍ ଚର୍ଚ୍ଚା ସାଉଁଟିଛନ୍ତି।

ଗତକାଲି ଫିରୋଜଶାହା କୋଟଲାରେ ଆଇପିଏଲ ମ୍ୟାଚରେ ଦିଲ୍ଲୀ ଭେଟିଥିଲା ହାଇଦ୍ରାବାଦକୁ। ମ୍ୟାଚ ଯେତିକି ରୋମାଞ୍ଚକର ଥିଲା ତାଠାରୁ ମାହୋଲ ଅଧିକ ଗରମ କରିବା ପାଇଁ ସେଠାରେ ପହଞ୍ଚିଥିଲେ ସନ୍ନି ଲିଓନ୍। ଦର୍ଶକଙ୍କ ମନୋରଞ୍ଜନ ପାଇଁ ବିରେନ୍ଦ୍ର ସେହେୱାଗଙ୍କ ସହ ମିଶି  ସନ୍ନି କରିଥିଲେ ମସାଲା କମେଣ୍ଟ୍ରି। ନିଜର ବାକଚାତୁରୀରେ ଦର୍କଶଙ୍କୁ ବେଶ୍ କିଛି ସମୟ ଧରି ବାନ୍ଧି ରଖିଥିଲେ ଏ ଦୁହେଁ। ସେହେୱାଗ ସୋସିଆଲ ମିଡିଆରେ ସେହି ସମୟର କିଛି ଫଟୋ ସେୟାର କରିଥିଲେ। ପୂର୍ବରୁ ମଧ୍ୟ ସନ୍ନି କମେଡ଼ିଆନ ସୁନୀଲ ଗ୍ରୋଭରଙ୍କ ସହ ମସାଲା କମେଡ଼ିରେ ନଜର ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story