ସୁସ୍ମିତାଙ୍କ ସହ ବୟଫ୍ରେଣ୍ଡ ରୋହମନଙ୍କ ବ୍ରେକଅପ୍‌, ଏପରି ଶୁଝାଇଲେ ମନର ରାଗ

ମୁମ୍ୱାଇ: ପୂର୍ବତମ ମିସ୍‌ ୟୁନିଭର୍ସ ଓ ବଲିଉଡ ହିରୋଇନ ସୁସ୍ମିତା ସେନ ଏବେ ଫିଲ୍ମରେ ସକ୍ରିୟ ନ ଥିଲେ ମଧ୍ୟ ନିଜ ପର୍ସନାଲ ଲାଇଫକୁ ନେଇ ଲାଇମଲାଇଟରେ ରହୁଛନ୍ତି। ୪୩ ବର୍ଷରେ ବି ସିଙ୍ଗଲ ଥିବା ସୁସ୍ମିତା ବୟଫ୍ରେଣ୍ଡ ବଦଳାଇବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨ ପୋଷ୍ୟକନ୍ୟା ପାଳନ କରୁଥିବା ସୁସ୍ମିତା କିଛି ଦିନ ହେବ ନିଜଠୁ ୧୫ ବର୍ଷ ସାନ ରୋହମନ୍‌ ଶାଲ୍‌ଙ୍କୁ ଡେଟ କରୁଥିଲେ। ଉଭୟ ନିଜ ଆକାଉଣ୍ଟରେ ବହୁ ରୋମାଣ୍ଟିକ ଫଟୋ […]

susmita-1..

susmita-1..

Niharika Rout
  • Published: Thursday, 27 June 2019
  • Updated: 27 June 2019, 01:27 PM IST

Sports

Latest News

ମୁମ୍ୱାଇ: ପୂର୍ବତମ ମିସ୍‌ ୟୁନିଭର୍ସ ଓ ବଲିଉଡ ହିରୋଇନ ସୁସ୍ମିତା ସେନ ଏବେ ଫିଲ୍ମରେ ସକ୍ରିୟ ନ ଥିଲେ ମଧ୍ୟ ନିଜ ପର୍ସନାଲ ଲାଇଫକୁ ନେଇ ଲାଇମଲାଇଟରେ ରହୁଛନ୍ତି। ୪୩ ବର୍ଷରେ ବି ସିଙ୍ଗଲ ଥିବା ସୁସ୍ମିତା ବୟଫ୍ରେଣ୍ଡ ବଦଳାଇବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨ ପୋଷ୍ୟକନ୍ୟା ପାଳନ କରୁଥିବା ସୁସ୍ମିତା କିଛି ଦିନ ହେବ ନିଜଠୁ ୧୫ ବର୍ଷ ସାନ ରୋହମନ୍‌ ଶାଲ୍‌ଙ୍କୁ ଡେଟ କରୁଥିଲେ। ଉଭୟ ନିଜ ଆକାଉଣ୍ଟରେ ବହୁ ରୋମାଣ୍ଟିକ ଫଟୋ ଶେଆର କରୁଥିବା ବେଳେ ଏବେ ସେମାନଙ୍କ ମଧ୍ୟରେ ବ୍ରେକଅପ୍‌ ହୋଇଯାଇଥିବା ଜଣାଯାଇଛି। କିନ୍ତୁ ରୋହମନ୍‌ଙ୍କ ଇନଷ୍ଟା ଷ୍ଟୋରି ଦେଖିଲେ ଉଭୟଙ୍କ ମଧ୍ୟରେ ବ୍ରେକଅପ୍‌ ହୋଇଯାଇଥିବା ସ୍ପଷ୍ଟ ହୋଇଗଲାଣି। ସୁସ୍ମିତା ମଧ୍ୟ ଇନଷ୍ଟାଗ୍ରାମରେ ରୋହମନଙ୍କୁ ଫଲୋ କରିବା ବନ୍ଦ କରି ଦେଲେଣି।

ନିଜ ଇନଷ୍ଟାରେ ରୋହମନ୍‌ ଲମ୍ବା ଷ୍ଟୋରି ପୋଷ୍ଟ କରି ମନର ରାଗ ଶୁଝାଇଛନ୍ତି।  ସେ ଲେଖିଛନ୍ତି, ମୁଁ ଏଠାରେ ତୁମ ସହ କଥା ହେଉଛି। ଏପରି କ’ଣ ରହିଛି ଯାହା ତୁମକୁ ହଇରାଣ କରୁଛି।  ମୁଁ ଏଠାରେ ୨୪ ଘଣ୍ଟା ତୁମ କଥା ଶୁଣୁଥିବା ବେଳେ ତୁମେ କ’ଣ ଭାବୁଛ।

ଆଉ ଏକ ପୋଷ୍ଟରେ ସେ ଲେଖିଛନ୍ତି, ତୁମେ କ’ଣ ଭାବୁଛ, ଏହି ସମ୍ପର୍କ ବଞ୍ଚାଇ ରଖିବାକୁ କେବଳ ତୁମେ ବହୁତ କିଛି କରୁଛ, ଏଥିଲାଗି ତୁମ ପାର୍ଟନରଙ୍କର କିଛି ଅବଦାନ ନାହିଁ। ଆପଣ ନିଜ ଇଚ୍ଛାରେ ଯାହା କରୁଛନ୍ତି, ଭାବନ୍ତୁ ନାହିଁ ଯେ ଆପଣଙ୍କ ପାର୍ଟନର ମଧ୍ୟ ଠିକ୍‌ ତାହା ହିଁ କରିବେ। ଏହା ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ବିନା କୌଣସି ସ୍ୱାର୍ଥରେ ଯଦି ଆପଣଙ୍କ ଇଚ୍ଛା ହେଉଛି, ତା ହେଲେ ତାଙ୍କ ପାଇଁ କିଛି କରି ପାରନ୍ତି। ହେଲେ ଏ ନେଇ ତାଙ୍କଠୁ କିଛି ଆଶା ରଖନ୍ତୁ ନାହିଁ।

https://twitter.com/FilmyMonkey/status/1143900365844205568

ଏହାପରେ ଲେଖିଛନ୍ତି, ନିଜକୁ ଭଲ ଭାଇବା ଶିଖ। ଯଦି ଆପଣଙ୍କୁ ଜଣେ ସମ୍ମାନ, ଭଲ ପାଇବା ଦେଉ ନାହିଁ, ତା’ ସହ ରହିବା ଭୁଲ ନିଷ୍ପତ୍ତି। ସେପରି ଲୋକର ଭଲ ପାଇବା ଉପରେ କୌଣସି ଅଧିକାର ନାହିଁ।  ଯଦି ଆପଣ ଏକୁଟିଆ ରହିବା ସମୟରେ ବୋର ହୋଇ ଯାଉଛନ୍ତି, କିପରି ଭାବୁଛନ୍ତି ଆପଣଙ୍କ ପାର୍ଟନର ଆପଣଙ୍କ ସମସ୍ୟା ବୁଝି ଏଣ୍ଟରଟେନ କରିବ। ପ୍ରତିଦିନ ଅତି କମ୍‌ରେ ୧୫ରୁ ୨୦ ମିନିଟ୍‌ ନିଜ ସହ କଥା ହୁଅ।  ନିଜର ସବୁ ପ୍ରଶ୍ନର ଉତ୍ତର ପାଇଯିବ।

କିଛି ଦିନ ପୂର୍ବେ ସୁସ୍ମିତା ଏକ  ସାକ୍ଷାତକାରରେ  ରୋହମନ୍‌ଙ୍କ ସହ କିପରି ଦେଖା ହେଲା ତାହାର ଖୁଲାସା କରୁଥିଲେ। ରୋହମନ୍‌ ଜଣେ ଫ୍ୟାନ ଭାବେ ତାଙ୍କୁ ପ୍ରଥମେ ପର୍ସନାଲ ମେସେଜ କରିଥିଲେ। ଏହାପରେ ରୋହମନ ସୁସ୍ମିତାଙ୍କୁ ଫୁଟବଲ ମ୍ୟାଚ ଦେଖିବାକୁ ନିମନ୍ତ୍ରଣ କରିଥିଲେ। ଏହାପରଠାରୁ ଦୁହିଁଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story