ନିଜ ଫିଟ୍‌ନେସ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ସୁଶାନ୍ତ ସିଂହ ରାଜପୁତ

ମୁମ୍ବାଇ: ଛୋଟ ପରଦାରୁ ବଲିଉଡ୍‌ରେ ପାଦ ରଖିଥିବା ସୁଶାନ୍ତ ସିଂହ ରାଜପୁତ ବର୍ତ୍ତମାନ ମରିସସରେ ‘ରାବଣ’ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁଶାନ୍ତଙ୍କ ଏ ପର୍ଯ୍ୟନ୍ତ ଫିଲ୍ମ କ୍ୟାରିୟର ବେଶ ସଫଳ ରହିଛି ଏବଂ ତାଙ୍କର ମହିଳା ପ୍ରଶଂସକ ମଧ୍ୟ ଅଧିକ ଅଛନ୍ତି। ମରିସସରୁ ସୁଶାନ୍ତ କିଛି ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେ ପୁଲ୍ ସାଇଡ୍‌ରେ ମସ୍ତି କରୁଥିବାର ନଜର ଆସିଛନ୍ତି। ଏହି ଫଟୋରେ ସୁଶାନ୍ତ ତଉଲିଆ ପିନ୍ଧିଥିବା ଦେଖାଯାଇଛନ୍ତି ଏବଂ ତାଙ୍କ ଆବ୍ସ ଉପରେ […]

sushant

Rakesh Mallick
  • Published: Wednesday, 03 August 2016
  • , Updated: 03 August 2016, 07:08 PM IST

ମୁମ୍ବାଇ: ଛୋଟ ପରଦାରୁ ବଲିଉଡ୍‌ରେ ପାଦ ରଖିଥିବା ସୁଶାନ୍ତ ସିଂହ ରାଜପୁତ ବର୍ତ୍ତମାନ ମରିସସରେ ‘ରାବଣ’ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁଶାନ୍ତଙ୍କ ଏ ପର୍ଯ୍ୟନ୍ତ ଫିଲ୍ମ କ୍ୟାରିୟର ବେଶ ସଫଳ ରହିଛି ଏବଂ ତାଙ୍କର ମହିଳା ପ୍ରଶଂସକ ମଧ୍ୟ ଅଧିକ ଅଛନ୍ତି।

ମରିସସରୁ ସୁଶାନ୍ତ କିଛି ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେ ପୁଲ୍ ସାଇଡ୍‌ରେ ମସ୍ତି କରୁଥିବାର ନଜର ଆସିଛନ୍ତି। ଏହି ଫଟୋରେ ସୁଶାନ୍ତ ତଉଲିଆ ପିନ୍ଧିଥିବା ଦେଖାଯାଇଛନ୍ତି ଏବଂ ତାଙ୍କ ଆବ୍ସ ଉପରେ ସମସ୍ତଙ୍କ ଆଖି ଲାଖିଯିବ। ସୁଶାନ୍ତଙ୍କର ଏହି ଲୁକ୍ ଆପଣମାନଙ୍କୁ ‘ସାୱୱରିଆ’ ଫିଲ୍ମର ହିରୋ ରଣବୀର କପୁରଙ୍କ କଥା ମନେ ପକାଇ ଦେବ।

ସୁଶାନ୍ତ ନିଜର ଫିଟ୍‌ନେସ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ଏବଂ ଏହା ଏହି ଫଟୋରେ ଦେଖିବାକୁ ମିଳୁଛି।

Related story