‘ତାରକ୍‌ ମେହେତା କା ଉଲଟା ଚଷ୍‌ମା’ ପୂରା କଲା ୨ହଜାର ୭୦୦ ଏପିସୋଡ୍

ମୁମ୍ବାଇ: କମେଡ଼ି ଟେଲିଭିଜନ୍‌ ଧାରାବାହିକ ‘ତାରକ୍‌ ମେହେତା କା ଉଲଟା ଚଷ୍‌ମା’କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଏହି ଶୋ’ର ପ୍ରଶଂସକ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି। ‘ତାରକ୍‌ ମେହେତା କା ଉଲଟା ଚଷ୍‌ମା’ ଏକ ନୂଆ ମାଇଲ୍‌ଷ୍ଟୋନ୍‌ ପାର କରିଛି। ଏହି ଶୋ’ ତା’ର ୨ହଜାର ୭୦୦ ଏପିସୋଡ୍ ପୂରା କରିସାରିଛି।  ତେବେ ଏହି ଖୁସିରେ ଶୋ’ର ପୂରା ଟିମ୍‌ କେକ୍‌ କାଟି ସେଲିବ୍ରେଟ୍‌ କରିଛନ୍ତି। ଏହି ସେଲେବ୍ରେଶନ୍‌ର କିଛି ଫଟୋ ଏବେ […]

tarak-meheta-ka-ulta-chasma

tarak-meheta-ka-ulta-chasma

Chinmayee Roy
  • Published: Thursday, 11 April 2019
  • Updated: 11 April 2019, 02:04 PM IST

Sports

Latest News

ମୁମ୍ବାଇ: କମେଡ଼ି ଟେଲିଭିଜନ୍‌ ଧାରାବାହିକ ‘ତାରକ୍‌ ମେହେତା କା ଉଲଟା ଚଷ୍‌ମା’କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଏହି ଶୋ’ର ପ୍ରଶଂସକ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି। ‘ତାରକ୍‌ ମେହେତା କା ଉଲଟା ଚଷ୍‌ମା’ ଏକ ନୂଆ ମାଇଲ୍‌ଷ୍ଟୋନ୍‌ ପାର କରିଛି। ଏହି ଶୋ’ ତା’ର ୨ହଜାର ୭୦୦ ଏପିସୋଡ୍ ପୂରା କରିସାରିଛି।  ତେବେ ଏହି ଖୁସିରେ ଶୋ’ର ପୂରା ଟିମ୍‌ କେକ୍‌ କାଟି ସେଲିବ୍ରେଟ୍‌ କରିଛନ୍ତି। ଏହି ସେଲେବ୍ରେଶନ୍‌ର କିଛି ଫଟୋ ଏବେ ଶୋସାଲ୍ ମିଡିଆରେ ଭାଇରାଲ୍‌ ହେଉଛି।

ନିକଟରେ ‘ତାରକ୍‌ ମେହେତା କା ଉଲଟା ଚଷ୍‌ମା’ର ଲୋକପ୍ରିୟ ଭୂମିକା ଦୟାବେନ୍‌କୁ ନେଇ ଖବର ଆସୁଥିଲା ଯେ,  ଶୋ’ର ନିର୍ମାତା ଅସୀତ କୁମାର ମୋଦି ତାଙ୍କୁ ଶୋ’କୁ ଶୀଘ୍ର ଫେରିବା ପାଇଁ କିଛି ନିର୍ଦ୍ଧିଷ୍ଟ ସମୟ ଦେଇଛନ୍ତି। ଯଦି ଦୟାବେନ୍‌ ଏହି ନିର୍ଦ୍ଦିଷ୍ଟ ସମୟ ଭିତରେ ନ ଫେରନ୍ତି ତେବେ ତାଙ୍କୁ ଶୋ’ରୁ ରିପ୍ଲେସ୍‌ କରିଦିଆଯିବ। ‘ତାରକ୍‌ ମେହେତା କା ଉଲଟା ଚଷ୍‌ମା’ ଶୋ’ରେ ଦୟାବେନ୍‌ ଭୂମିକାରେ ଦିଶା ଭକାନି ଅଭିନୟ କରୁଛନ୍ତି। ତାଙ୍କ ଅନ୍ଦାଜ୍‌ ଦର୍ଶକଙ୍କୁ ବେଶ୍ ପସନ୍ଦ। ହେଲେ ଝିଅ ଜନ୍ମ ହେବା ପରେ ସେ ଏହି ଶୋ’ରୁ ଅନେକ ଦିନ ହେବ ଦୂରେଇ ରହିଛନ୍ତି। ତେଣୁ ନିର୍ମାତା ତାଙ୍କ ଶୋ’କୁ ଫେରିବା ପାଇଁ ୩୦ ଦିନର ସମୟ ଦେଇଛନ୍ତି।

ଏ ନେଇ ନିର୍ମାତାଙ୍କ କହିବା କଥା, ‘ଆମେ ଆରମ୍ଭରୁ ତାଙ୍କୁ ସହଯୋଗ କରିଆସିଛୁ। ସେ ଝିଅକୁ ଜନ୍ମ ଦେବା ପରଠୁ ଆମେ ଧୈର୍ଯ୍ୟର ସହ ତାଙ୍କ ଫେରିବାକୁ ଅପେକ୍ଷା କରିଛୁ। ତାଙ୍କୁ ତାଙ୍କ ପିଲାଙ୍କ ସହ ରହିବାକୁ ପୂରା ସମୟ ଦେଇଛୁ। ହେଲେ ଶୋ’କୁ ମଧ୍ୟ ଜାରି ରଖିବାକୁ ପଡ଼ିବ। ଅନିଶ୍ଚିତ କାଳ ପର୍ଯ୍ୟନ୍ତ କାହାକୁ ଅପେକ୍ଷା କରିହେବ ନାହିଁ। ଦୟାବେନ୍‌ଙ୍କ କ୍ୟାରେକ୍‌ଟର୍‌କୁ ଗୋକୁଲଧାମ୍‌ ଫେରିବାକୁ ହେବ। କିନ୍ତୁ ଯଦି ଦିଶା ବ୍ୟକ୍ତିଗତ କାରଣରୁ ଫେରି ପାରୁନାହାନ୍ତି, ତେବେ ଆମ ପାଖରେ ତାଙ୍କୁ ରିପ୍ଲେସ୍‌ କରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ।’

https://www.instagram.com/p/BjOo7v7g-Yt/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story