ବିକ୍ରି ହେଉଛି ତୈମୁର୍‌ଙ୍କ ଫଟୋ, ଜାଣନ୍ତୁ ଦାମ୍‌ କେତେ ?

ନୂଆଦିଲ୍ଲୀ: କରିନା କପୁର୍‌ ଓ ସୈଫ୍‌ ଅଲ୍ଲି ଖାନ୍‌ଙ୍କ ପୁଅ ତୈମୁର୍‌ ଅଲ୍ଲି ଖାନ୍‌ ଏବେ ସୁପର୍‌ଷ୍ଟାର୍‌ କିଡ୍‌ ଭାବରେ ବେଶ୍‌ ଜଣାଶୁଣା। ସୋଶାଲ୍‌ ମିଡିଆରେ ଚର୍ଚ୍ଚାରେ ରହୁଥିବା ତୈମୁର୍‌ଙ୍କ ଫଟୋ ସବୁବେଳେ ଭାଇରାଲ୍‌ ବି ହେଉଛି। କିନ୍ତୁ ଏହି ଛୋଟେ ନୱାବ୍‌ଙ୍କ ଫଟୋର ଦାମ୍‌ ଶୁଣିଲେ, ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ନିକଟରେ ସୈଫ୍‌ ଅଲ୍ଲି ଖାନ୍‌ କରନ୍‌ ଜୋହର୍‌ଙ୍କ ଶୋ’ ‘କଫି ୱିଥ୍‌ କରନ୍‌’ରେ ଏହାର ଖୁଲାସା କରିଛନ୍ତି। ସୈଫ୍‌ ତାଙ୍କ ଝିଅ ସାରାଙ୍କ […]

pp23

pp23

Puspanjali Panda
  • Published: Tuesday, 20 November 2018
  • Updated: 20 November 2018, 08:00 AM IST

Sports

Latest News

ନୂଆଦିଲ୍ଲୀ: କରିନା କପୁର୍‌ ଓ ସୈଫ୍‌ ଅଲ୍ଲି ଖାନ୍‌ଙ୍କ ପୁଅ ତୈମୁର୍‌ ଅଲ୍ଲି ଖାନ୍‌ ଏବେ ସୁପର୍‌ଷ୍ଟାର୍‌ କିଡ୍‌ ଭାବରେ ବେଶ୍‌ ଜଣାଶୁଣା। ସୋଶାଲ୍‌ ମିଡିଆରେ ଚର୍ଚ୍ଚାରେ ରହୁଥିବା ତୈମୁର୍‌ଙ୍କ ଫଟୋ ସବୁବେଳେ ଭାଇରାଲ୍‌ ବି ହେଉଛି।

କିନ୍ତୁ ଏହି ଛୋଟେ ନୱାବ୍‌ଙ୍କ ଫଟୋର ଦାମ୍‌ ଶୁଣିଲେ, ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।

ନିକଟରେ ସୈଫ୍‌ ଅଲ୍ଲି ଖାନ୍‌ କରନ୍‌ ଜୋହର୍‌ଙ୍କ ଶୋ' ‘କଫି ୱିଥ୍‌ କରନ୍‌’ରେ ଏହାର ଖୁଲାସା କରିଛନ୍ତି। ସୈଫ୍‌ ତାଙ୍କ ଝିଅ ସାରାଙ୍କ ସହିତ ଏହି ଶୋ'କୁ ଆସିଥିଲେ, ଯେଉଁଠି ସେ କରନ୍‌ଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ।

ଏହି ସମୟରେ ତୈମୁର୍‌ଙ୍କ ଉପରେ ପଚରା ଯାଇଥିବା ପ୍ରଶ୍ନର ମଧ୍ୟ ସୈଫ୍‌ ଉତ୍ତର ରଖିଥିଲେ।

ସୈଫ୍‌ କହିଥିଲେ ଯେ, “ସୋଶାଲ୍‌ ମିଡିଆରେ ଆସୁଥିବା ତୈମୁରର ପ୍ରତି ଫଟୋର ମୂଲ୍ୟ ୧୫୦୦ ଟଙ୍କା।" ସୈଫ୍‌ ଆହୁରି ମଧ୍ୟ କହିଥିଲେ, ତାଙ୍କୁ ଏହି ଖବର ତାଙ୍କ ଶ୍ୱଶୁର ରଣଧୀର୍‌ କପୁର୍‌ ହିଁ ଦେଇଥିଲେ।

ଏହା ସହ ସୈଫ୍‌ ମଜାରେ ଏହା ମଧ୍ୟ କହିଥିଲେ, ଯଦି ତୈମୁର୍‌ ଜରିଆରେ ତାଙ୍କୁ ଟଙ୍କା ରୋଜଗାର କରିବା ପାଇଁ ସୁଯୋଗ ମିଳୁଛି, ଏଥିରେ ତାଙ୍କ ପାଇଁ କୌଣସି ପ୍ରକାର ସମସ୍ୟା ନାହିଁ। ତେବେ ଏହି କଥା ସେ କରିନାଙ୍କୁ କହିବା ପରେ କରିନା ତାଙ୍କୁ ଜଣେ ଶସ୍ତା ମଣିଷ ବୋଲି କହିଥିବା ସୈଫ୍‌ କହିଥିଲେ।
ତୈମୁର୍‌ ତାଙ୍କୁ ‘ଅବା’ ଡ଼ାକିବା ସହ ଅନେକ ଥର ‘ସାର୍‌’ ବୋଲି ଡାକୁଥିବା ସୈଫ୍‌ ଏହି ଶୋ'ରେ କହିଥିଲେ। ଏହାର କାରଣ ସମ୍ପର୍କରେ ସୈଫ୍‌ କହିଥିଲେ, "ତୈମୁର୍‌ ଅଧିକାଂଶ ସମୟ ତା' ଆଈଙ୍କ ସହ ରହୁଛି ଏବଂ କରିନାଙ୍କ ମା’ ସ୍ନେହରେ ମୋତେ ‘ସାର୍’ ବୋଲି ଡାକନ୍ତି ଏବଂ ତୈମୁର୍‌ ଯାହା ଶୁଣୁଛି, ତାହା ହିଁ ଡାକୁଛି।"

ତୈମୁର୍‌ଙ୍କ ସମ୍ପର୍କରେ ସାରା କହିଥିଲେ, "ତୈମୁର୍‌ କରିନାଙ୍କୁ ‘ଅମ୍ମା’ ଓ ଇବ୍ରାହିମ୍‌ଙ୍କୁ ‘ଭାଇ’ ବୋଲି ଡାକୁଛି, କିନ୍ତୁ ମୋତେ ‘ଗୋଲ୍‌’ବୋଲି ଡାକୁଛି। ଏହାର କାରଣ କ’ଣ ମୋତେ ଏପର୍ଯ୍ୟନ୍ତ ମଧ୍ୟ ଜଣାନାହିଁ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story