ଓସ୍କାରରେ ଏଣ୍ଟ୍ରି କଲା 'କୁଝାଙ୍ଗଲ'

ନୂଆଦିଲ୍ଲୀ: ଓସ୍କାରରେ ପ୍ରବେଶ କଲା ତାମିଲ ଫିଲ୍ମ ‘କୁଝାଙ୍ଗଲ। ଡେବ୍ୟୁଟାଣ୍ଟ ନିର୍ଦ୍ଦେଶକ ପିଏସ୍‌ ବିନୋଥରାଜଙ୍କ ଏହି ଫିଲ୍ମ ଅଫିସିଆଲ ଭାବେ ଓସ୍କାର-୨୦୨୨ରେ ପ୍ରବେଶ କରିଛି। ବିଘ୍ନେଶ ନିଜ ସୋଶାଲ ମିଡିଆରେ ଏହି ଖୁସି ଖବର ଜଣାଛନ୍ତି। ଏହି ଫିଲ୍ମଟିକୁ ସାଉଥ ଅଭିନେତ୍ରୀ ନୟନତାରା ଏବଂ ବିଘ୍ନେଶ ଶିବନ୍‌ ରାଉଡି ପିକ୍‌ଚର ବ୍ୟାନରରେ ତିଆରି କରାଯାଇଛି। ନେଦରଲ୍ୟାଣ୍ଡରେ ଚଳିତ ବର୍ଷ ପ୍ରେବୃଆରୀ ମାସରେ ୫୦ତମ ରୋର୍ଟରଡମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହୋଇଥିଲା। ଏହି ମହୋତ୍ସବରେ ଫିଲ୍ମ ସମ୍ମାନଜନକ […]

Oscar-22

Oscar-22

Madhupriya Mistry
  • Published: Saturday, 23 October 2021
  • Updated: 23 October 2021, 04:01 PM IST

ନୂଆଦିଲ୍ଲୀ: ଓସ୍କାରରେ ପ୍ରବେଶ କଲା ତାମିଲ ଫିଲ୍ମ 'କୁଝାଙ୍ଗଲ। ଡେବ୍ୟୁଟାଣ୍ଟ ନିର୍ଦ୍ଦେଶକ ପିଏସ୍‌ ବିନୋଥରାଜଙ୍କ ଏହି ଫିଲ୍ମ ଅଫିସିଆଲ ଭାବେ ଓସ୍କାର-୨୦୨୨ରେ ପ୍ରବେଶ କରିଛି। ବିଘ୍ନେଶ ନିଜ ସୋଶାଲ ମିଡିଆରେ ଏହି ଖୁସି ଖବର ଜଣାଛନ୍ତି। ଏହି ଫିଲ୍ମଟିକୁ ସାଉଥ ଅଭିନେତ୍ରୀ ନୟନତାରା ଏବଂ ବିଘ୍ନେଶ ଶିବନ୍‌ ରାଉଡି ପିକ୍‌ଚର ବ୍ୟାନରରେ ତିଆରି କରାଯାଇଛି।

ନେଦରଲ୍ୟାଣ୍ଡରେ ଚଳିତ ବର୍ଷ ପ୍ରେବୃଆରୀ ମାସରେ ୫୦ତମ ରୋର୍ଟରଡମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହୋଇଥିଲା। ଏହି ମହୋତ୍ସବରେ ଫିଲ୍ମ ସମ୍ମାନଜନକ 'ଟାଇଗର' ପୁରସ୍କାର ଜିତିଥିଲା। ଏହି ଫିଲ୍ମର ଲିଡ୍‌ ରୋଲରେ ତାମିଳ ଫିଲ୍ମ ଷ୍ଟାର ଚେଲ୍ଲାପଣ୍ଡି ଓ କରୁଥ୍ଥାଡାୟାନ୍ ଅଛନ୍ତି।

ବିଘ୍ନେଶ ଶିବନ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଫିଲ୍ମର ପୋଷ୍ଟର ଶେୟାର କରିଛନ୍ତି। ଏଥିସହ 'And the Oscars goes to' ଶୁଣିବାକୁ ଆମେ ସୁଯୋଗ ପାଇଛୁ। ସ୍ୱପ୍ନ ସାକାର ହେବାକୁ ଆମେ ଦୂଇ ପାଦ ଦୂରରେ ଅଛୁ' ବୋଲି ସେ ଲେଖିଛନ୍ତି।

'କୁଝାଙ୍ଗଲ' ଫିଲ୍ମଟି ଜଣେ ମଦୁଆ ବାପା ଏବଂ ପୁଅର ସମ୍ପର୍କକୁ ନେଇ ଆଧାରିତ। ଦୁର୍ବବ୍ୟହାର ଯୋଗୁଁ ମଦ୍ୟପ ବ୍ୟକ୍ତିଙ୍କ ପତ୍ନୀ ତାଙ୍କ ବାପ ଘରକୁ ଚାଲିଯା'ନ୍ତି। ପରେ ବାପ-ପୁଅ ଯୋଡି କିଭଳି ଉକ୍ତ ମହିଳାଙ୍କ ବିଶ୍ୱାକୁ ପୁଣି ଜିତିବାକୁ ଚେଷ୍ଟା କରନ୍ତି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ।

https://twitter.com/VigneshShivN/status/1451812441281613830?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story