ନାନାଙ୍କୁ ମିଳିଲା କ୍ଲିନ୍‌ ଚିଟ୍‌: ମୋଦିଙ୍କୁ ପ୍ରଶ୍ନ କରି ନ୍ୟାୟ ମାଗିଲେ ତନୁଶ୍ରୀ

ମୁମ୍ବାଇ: ତନୁଶ୍ରୀ ଦତ୍ତ ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ମାମଲାରେ  ମୁମ୍ବାଇ ପୁଲିସ୍‌ ତରଫରୁ ନାନାଙ୍କୁ କ୍ଲିନ୍‌ଚିଟ୍‌ ମିଳିସାରିଛି। ତନୁଶ୍ରୀ ଆଣିଥିବା ଅଭିଯୋଗ ଉପରେ ନାନାଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ପୋଲିସ୍‌ ଏହି କେସ୍‌ ବନ୍ଦ କରିଦେଇଛି। ତେବେ ଏ କଥା କିନ୍ତୁ ତନୁଶ୍ରୀଙ୍କୁ ନିରାଶ କରିଦେଇଛି। ତନୁଶ୍ରୀ ଦେଶର ପୁଲିସ୍‌ ଓ ଆଇନ ବ୍ୟବସ୍ଥାକୁ ଭ୍ରଷ୍ଚ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦୋଷୀକୁ ଦଣ୍ଡ […]

tanu

tanu

Chinmayee Roy
  • Published: Tuesday, 18 June 2019
  • Updated: 18 June 2019, 10:27 AM IST

Sports

Latest News

ମୁମ୍ବାଇ: ତନୁଶ୍ରୀ ଦତ୍ତ ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ମାମଲାରେ  ମୁମ୍ବାଇ ପୁଲିସ୍‌ ତରଫରୁ ନାନାଙ୍କୁ କ୍ଲିନ୍‌ଚିଟ୍‌ ମିଳିସାରିଛି। ତନୁଶ୍ରୀ ଆଣିଥିବା ଅଭିଯୋଗ ଉପରେ ନାନାଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ପୋଲିସ୍‌ ଏହି କେସ୍‌ ବନ୍ଦ କରିଦେଇଛି। ତେବେ ଏ କଥା କିନ୍ତୁ ତନୁଶ୍ରୀଙ୍କୁ ନିରାଶ କରିଦେଇଛି। ତନୁଶ୍ରୀ ଦେଶର ପୁଲିସ୍‌ ଓ ଆଇନ ବ୍ୟବସ୍ଥାକୁ ଭ୍ରଷ୍ଚ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି।

https://www.instagram.com/p/BrFaJ4VF7Nv/?utm_source=ig_web_copy_link

ସୂଚନା ଅନୁଯାୟୀ, ତନୁଶ୍ରୀ ଆମ ଦେଶର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ମୁମ୍ବାଇ ପୁଲିସ ଉପରେ ପ୍ରମାଣ ସବୁ ଭୁଲ ଭାବେ କୋର୍ଟରେ ଉପସ୍ଥାପନ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘ଯେବେ ପୁଲିସ୍‌ ମୋତେ କହିଥିଲା ଯେ ମୋ କେସ୍‌ ଅନେକ ମଜଭୁତ ଅଛି, ମୁଁ ପ୍ରମାଣ ଆଣିଲେ ତାଙ୍କୁ ତୁରନ୍ତ ଗିରଫ କରାଯିବ। ହେଲେ ଏବେ ଦୋଷୀକୁ ଗିରଫ କରିବା ବଦଳରେ ମୋ ପଛରେ ଛୁରା ମାଡ଼ କରିଛନ୍ତି ଓ ମୋ ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରିଛନ୍ତି।’

https://www.instagram.com/p/BwqEFTHF-HP/?utm_source=ig_web_copy_link

ତନୁଶ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କହିଛନ୍ତି, ‘ମୋଦି ଜି, କ’ଣ ହେଲା ଭ୍ରଷ୍ଟାଚାର ମୁକ୍ତ ଭାରତର? ଜଣେ ବ୍ୟକ୍ତି ଦେଶର ଝିଅର ଶୋଷଣ କରୁଛି,  ଖୋଲାଖୋଲି ଭାବେ ଆକ୍ରମଣ କରୁଛି, ପ୍ରତିଥର ନ୍ୟାୟ ମିଳେ ନାହିଁ, ମିଛ ପ୍ରମାଣିତ କରିଦିଆଯାଏ। ତାକୁ ଧମକ ଦିଆଯାଏ, କ୍ୟାରିୟର ଶେଷ କରିଦିଆଯାଏ, ତାକୁ ବାଧ୍ୟ ହୋଇ ଅନ୍ୟ ଦେଶରେ ଜୀବନ ଜିଇଁବାକୁ ପଡ଼େ।

ଆଉ ପୁଲିସ ଅଭିଯୋଗକୁ ମିଥ୍ୟା ବୋଲି କୁହେ। କ’ଣ ଏହାହିଁ ଆପଣଙ୍କ ରାମରାଜ୍ୟ? ଜଣେ ହିନ୍ଦୁ ପରିବାରର ଝିଅ ହିସାବରେ ମୁଁ ସବୁବେଲେ ଶୁଣିଛି ଯେ ‘ରାମ ନାମ ସତ୍ୟ ହୈ’। ତେବେ କ’ଣ ପାଇଁ ଏହି ଦେଶରେ ଅସତ୍ୟ ଓ ଅଧର୍ମର ବାରମ୍ବାର ବିଜୟ ହେଉଛି। ମୋତେ ଜବାବ ଦିଅନ୍ତୁ।”

https://www.instagram.com/p/BxrXCv6l8-O/?utm_source=ig_web_copy_link

ଉଲ୍ଲେଖଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରେ ତନୁଶ୍ରୀ #MeToo କ୍ୟାମ୍ପେନ୍ ଜରିଆରେ ନାନା ପାଟେକରଙ୍କ ବିରୁଦ୍ଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ୨୦୦୮ରେ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଫିଲ୍ମର ଏକ ଗୀତରେ ନାନା ପାଟେକର ତନୁଶ୍ରୀଙ୍କ ପ୍ରତି ଅଶାଳୀନ ଆଚରଣ କରିଥିବା ସେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story