ମୁଁ ନାନା ପାଟେକରଙ୍କ ଲିଗାଲ ନୋଟିସ୍‌ ପାଇ ନାହିଁ: ତନୁଶ୍ରୀ

ମୁମ୍ବାଇ: ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ ଦତ୍ତ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଆଜି ଏ ସମ୍ପର୍କରେ ତନୁଶ୍ରୀ କହିଛନ୍ତି ଯେ, ମୁଁ ନାନା ପାଟେକରଙ୍କଠାରୁ କୌଣସି ଲିଗାଲ ନୋଟିସ୍‌ ପାଇ ନାହିଁ।  ତନୁଶ୍ରୀ କହିଛନ୍ତି ଯେ, ସେ ଏ ସମ୍ପର୍କରେ ତାଙ୍କ ଓକିଲ ସହ ଆଲୋଚନା କରିଛନ୍ତି। ତେଣୁ ନାନା ପାଟେକରଙ୍କ ଯାହା କହିବା କଥା ସେ ତାଙ୍କ ଓକିଲଙ୍କୁ କୁହନ୍ତୁ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ୧୦ […]

tanushree-12

tanushree-12

Tapas Behera
  • Published: Saturday, 29 September 2018
  • Updated: 29 September 2018, 05:38 PM IST

Sports

Latest News

ମୁମ୍ବାଇ: ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ ଦତ୍ତ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଆଜି ଏ ସମ୍ପର୍କରେ ତନୁଶ୍ରୀ କହିଛନ୍ତି ଯେ, ମୁଁ ନାନା ପାଟେକରଙ୍କଠାରୁ କୌଣସି ଲିଗାଲ ନୋଟିସ୍‌ ପାଇ ନାହିଁ।  ତନୁଶ୍ରୀ କହିଛନ୍ତି ଯେ, ସେ ଏ ସମ୍ପର୍କରେ ତାଙ୍କ ଓକିଲ ସହ ଆଲୋଚନା କରିଛନ୍ତି। ତେଣୁ ନାନା ପାଟେକରଙ୍କ ଯାହା କହିବା କଥା ସେ ତାଙ୍କ ଓକିଲଙ୍କୁ କୁହନ୍ତୁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ୧୦ ବର୍ଷ ପରେ ତନୁଶ୍ରୀ ଦତ୍ତ ଆଣିଥିବା ଅଭିଯୋଗକୁ ମିଛ ବୋଲି ଦର୍ଶାଇ ନାନା ତାଙ୍କୁ ପାଲଟା ଏକ ଲିଗାଲ ନୋଟିସ୍‌ ପଠାଇଥିବା ତାଙ୍କ ଓକିଲ କହିଛନ୍ତି।  ସେପଟେ ତନୁଶ୍ରୀଙ୍କୁ ବଲିଉଡ୍‌ରୁ ଜୋରଦାର ସମର୍ଥନ ମିଳିଛି। ବଲିଉଡ୍‌ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା, ସୋନମ କପୁର ଏବଂ ପ୍ରିୟଙ୍କା ଚୋପ୍ରା ତନୁଶ୍ରୀଙ୍କୁ ସମର୍ଥନ କରିଛନ୍ତି।

ସେହିପରି ତନୁଶ୍ରୀ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବି‌ରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୦୮ରେ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଫିଲ୍ମର ଏକ ଗୀତରେ ନାନା ପାଟେକର ତନୁଶ୍ରୀଙ୍କ ପ୍ରତି ଅଶାଳୀନ ଆଚରଣ କରିଥିଲେ। ଯେଉଁଥି ପାଇଁ ସେ ଅଧାରୁ ଓହରି ଯାଇଥିଲେ ବୋଲି ତନୁଶ୍ରୀ ଅଭିଯୋଗ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story