ଆଗରୁ ଗଣମାଧ୍ୟମରେ କହିଥିଲେ, ଏବେ ଥାନାର ଦ୍ୱାରସ୍ଥ ହେଲେ ତନୁଶ୍ରୀ

ମୁମ୍ବାଇ: ଶେଷରେ ଆଇନ୍‌ର ଦ୍ୱାରସ୍ଥ ହେଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ମୁମ୍ବାଇ ଓସିୱାରା ପୁଲିସ ଷ୍ଟେସନ୍‌ରେ ଭେଟେରାନ୍ ଆକ୍ଟର୍‌ ନାନା ପାଟେକରଙ୍କ ବିରୋଧରେ ସେ ଅସଦାଚରଣ ନେଇ ଏତଲା ଦେଇଛନ୍ତି। ଏତଲାରେ ବଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର୍ ଗଣେଶ ଆଚାର୍ଯ୍ୟଙ୍କ ନାଁ ବି ଅଛି । ମୁମ୍ବାଇ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ତନୁଶ୍ରୀ ଅଭିଯୋଗ କରିଛନ୍ତି, ୨୦୦୮ ମସିହାରେ ‘ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମ ସୁଟିଂ ସେଟ୍‌ରେ ଅସଦାଚରଣ କରିଥିଲେ ନାନା ପାଟେକର। ଫିଲ୍ମର […]

tanu-5

tanu-5

Tapas Behera
  • Published: Sunday, 07 October 2018
  • Updated: 08 October 2018, 10:20 AM IST

ମୁମ୍ବାଇ: ଶେଷରେ ଆଇନ୍‌ର ଦ୍ୱାରସ୍ଥ ହେଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ମୁମ୍ବାଇ ଓସିୱାରା ପୁଲିସ ଷ୍ଟେସନ୍‌ରେ ଭେଟେରାନ୍ ଆକ୍ଟର୍‌ ନାନା ପାଟେକରଙ୍କ ବିରୋଧରେ ସେ ଅସଦାଚରଣ ନେଇ ଏତଲା ଦେଇଛନ୍ତି। ଏତଲାରେ ବଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର୍ ଗଣେଶ ଆଚାର୍ଯ୍ୟଙ୍କ ନାଁ ବି ଅଛି । ମୁମ୍ବାଇ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

ତନୁଶ୍ରୀ ଅଭିଯୋଗ କରିଛନ୍ତି, ୨୦୦୮ ମସିହାରେ ‘ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମ ସୁଟିଂ ସେଟ୍‌ରେ ଅସଦାଚରଣ କରିଥିଲେ ନାନା ପାଟେକର। ଫିଲ୍ମର ଏକ ଗୀତ ସୁଟିଂ ବେଳେ ତାଙ୍କ ସହ ଅସଦାଚରଣ ହୋଇଥିବା ନେଇ ଆଗରୁ ବିଭିନ୍ନ ଗଣମାଧ୍ୟମରେ ତନୁଶ୍ରୀ ଅଭିଯୋଗ କରିଥିଲେ। ଗତ କିଛି ଦିନ ଧରି ଅସଦାଚରଣ ଅଭିଯୋଗକୁ ନେଇ ବିବାଦ ଘନେଇଥିଲା ।

୧୦ ବର୍ଷ ତଳେ ଅସଦାଚରଣ ସମ୍ପର୍କରେ ସେ ସିନେ କଳାକାର ସଂଘ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନ ଥିବା କହିଥିଲେ ତନୁଶ୍ରୀ । ଏପରିକି ସେତେବେଳେ ନାନା ପାଟେକରଙ୍କ ସମର୍ଥନରେ ମହାରାଷ୍ଟ୍ର ନବ ନିର୍ମାଣ ସେନାର କର୍ମୀମାନେ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ତନୁଶ୍ରୀ କହିଥିଲେ।

ସେପଟେ ଏହି ଅଭିଯୋଗକୁ ବଲିଉଡ୍‌ର ଭେଟେରାନ ଅଭିନେତା ନାନା ପାଟେକର ଖଣ୍ଡନ କରିଛନ୍ତି। ଏଭିଳି ଭିତ୍ତିହୀନ ଅଭିଯୋଗ ଦ୍ୱାରା ତାଙ୍କର ସମ୍ମାନ ହାନୀ ହୋଇଥିବା ଦର୍ଶାଇ ତନୁଶ୍ରୀଙ୍କୁ ସେ ଲିଗାଲ୍ ନୋଟିସ୍ ପଠାଇଥିଲେ। ତନୁଶ୍ରୀଙ୍କ ଅଭିଯୋଗ ପରେ ଏବେ ବଲିଉଡ୍‌ କଳାକାରମାନେ ତାଙ୍କୁ ସମର୍ଥନ ଜଣାଇଛନ୍ତି। ନିଜ ପ୍ରତି ହୋଇଥିବା ଅସଦାଚରଣ ଘଟଣାକୁ ଯେପରି ଢଙ୍ଗରେ ଲୋକଙ୍କ ସମ୍ମୁଖକୁ ଆଣିଛନ୍ତି ସେଥିପାଇଁ ତାଙ୍କୁ ପ୍ରଶଂସା କରିବା ଦରକାର ବୋଲି ବଲିଉଡ୍‌ କଳାକାର ମାନେ ଟୁଇଟ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story