ଆସନ୍ତାକାଲିଠାରୁ ‘ତରଙ୍ଗ’ରେ ପୁଣି ଦେଖିପାରିବେ ଲୋକପ୍ରିୟ ଧାରାବାହିକ ‘ଶ୍ରୀଜଗନ୍ନାଥ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଲକ୍‌ଡାଉନ୍‌ ସମୟରେ ଦର୍ଶକଙ୍କ ଅନୁରୋଧକୁ ରକ୍ଷା କରି ଦୂରଦର୍ଶନ ରାମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ରାମାୟଣ’ ଓ ବି.ଆର୍ ଚୋପ୍ରାଙ୍କ ‘ମହାଭାରତ’ ସମେତ ଆଉ କିଛି ପୁରୁଣା ଧାରାବାହିକର ପୁନଃପ୍ରସାରଣ ଗତକାଲିଠାରୁ ଆରମ୍ଭ କରିଛି। ଠିକ୍ ସେହିଭଳି ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନଧର୍ମୀ ଚ୍ୟାନେଲ୍‌ ‘ତରଙ୍ଗ’ରେ ଆସନ୍ତାକାଲି ଠାରୁ ଏହାର ଅନ୍ୟତମ ଲୋକପ୍ରିୟ ଧାରାବାହିକ ‘ଶ୍ରୀଜଗନ୍ନାଥ’ର ମଧ୍ୟ ପୁନଃପ୍ରସାରଣ ଆରମ୍ଭ କରିବାକୁ ଯାଉଛି। ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପ୍ରଥମ ଥର […]

shree jagannath

shree jagannath

Jitendra Garnayak
  • Published: Sunday, 29 March 2020
  • Updated: 29 March 2020, 05:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଲକ୍‌ଡାଉନ୍‌ ସମୟରେ ଦର୍ଶକଙ୍କ ଅନୁରୋଧକୁ ରକ୍ଷା କରି ଦୂରଦର୍ଶନ ରାମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ରାମାୟଣ’ ଓ ବି.ଆର୍ ଚୋପ୍ରାଙ୍କ ‘ମହାଭାରତ’ ସମେତ ଆଉ କିଛି ପୁରୁଣା ଧାରାବାହିକର ପୁନଃପ୍ରସାରଣ ଗତକାଲିଠାରୁ ଆରମ୍ଭ କରିଛି। ଠିକ୍ ସେହିଭଳି ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନଧର୍ମୀ ଚ୍ୟାନେଲ୍‌ ‘ତରଙ୍ଗ’ରେ ଆସନ୍ତାକାଲି ଠାରୁ ଏହାର ଅନ୍ୟତମ ଲୋକପ୍ରିୟ ଧାରାବାହିକ ‘ଶ୍ରୀଜଗନ୍ନାଥ’ର ମଧ୍ୟ ପୁନଃପ୍ରସାରଣ ଆରମ୍ଭ କରିବାକୁ ଯାଉଛି। ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପ୍ରଥମ ଥର ପାଇଁ ‘ତରଙ୍ଗ’ ପକ୍ଷରୁ ଏହି ଧାରାବାହିକ ନିର୍ମାଣ କରାଯାଇଥିଲା, ଯାହା ପୂର୍ବରୁ ପ୍ରସାରିତ ହୋଇ ବେଶ୍ ଲୋକପ୍ରିୟ ହୋଇପାରିଥିଲା। ଆସନ୍ତାକାଲି ସକାଳ ୯ଟାରୁ ଏହାର ପୁନଃପ୍ରସାରଣ କରାଯିବ। ଆପଣମାନେ ପ୍ରତ୍ୟେକ ଦିନ ସକାଳ ୯ଟାରେ ଓ ସନ୍ଧ୍ୟା ୫ଟାରେ ଏହାକୁ ଦେଖିପାରିବେ। ଏନେଇ ଚ୍ୟାନେଲ୍ ତରଫରୁ ଏକ ପ୍ରୋମୋ ମଧ୍ୟ ଜାରି କରାଯାଇଛି।

ସୂଚନାଯୋଗ୍ୟ, କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁ ଉଭୟ ଫିଲ୍ମ ଓ ଟେଲିଭିଜନ ଦୁନିଆ ପ୍ରଭାବିତ ହୋଇଛି। କେବଳ ଓଡ଼ିଶା ନୁହେଁ, ପୂରା ଦେଶରେ ବିଭିନ୍ନ ଫିଲ୍ମ ଓ ସିରିଏଲ୍‌ ଗୁଡ଼ିକର ଶୁଟିଂ ବନ୍ଦ ରହିଛି। ତେଣୁ ବିଭିନ୍ନ ଚ୍ୟାନେଲ୍ ସେମାନଙ୍କର ଲୋକପ୍ରିୟ ଧାରାବାହିକଗୁଡ଼ିକର ପୁନଃପ୍ରସାରଣ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story