ଦୟାବେନ୍‌ଙ୍କୁ ନକଲ କଲେ ୯ ବର୍ଷର ଝିଅ, ଭିଡିଓ ଭାଇରାଲ୍‌

ମୁମ୍ବାଇ: ‘ତାରକ୍‌ ମେହଟ୍ଟା କା ଉଲ୍‌ଟା ଚଷ୍‌ମା’ ହେଉଛି ଅନ୍ୟତମ ଲୋକପ୍ରିୟ ଧାରାବାହିକ। ଏହା ଲୋକଙ୍କୁ ଖୁବ୍ ହସାଇଥାଏ। ତା’ସହିତ ଏଥିରେ ଅନେକ ଶିକ୍ଷଣୀୟ ଜିନିଷ ମଧ୍ୟ ଦେଖାଯାଏ। ୧୩ ବର୍ଷରୁ ଅଧିକ ଦିନ ହେଲାଣି ଏହା ଚାଲି ଆସୁଛି। ଏହାର ପ୍ରତ୍ୟେକଟି ଚରିତ୍ର ଲୋକପ୍ରିୟତା ଅର୍ଜନ କରିଛନ୍ତି। ସମସ୍ତେ ନିଜର ଅଭିନୟ ପାଇଁ ଢେର୍ ପ୍ରଶଂସା ପାଉଛନ୍ତି। ‘ତାରକ୍‌ ମେହଟ୍ଟା କା ଉଲ୍‌ଟା ଚଷ୍‌ମା’ ଅନ୍ୟତମ ପ୍ରମୁଖ ଚରିତ୍ର ହେଉଛନ୍ତି ଦୟାବେନ୍‌। ସେ ଜେଠାଲାଲ୍‌ଙ୍କ ପତ୍ନୀ। […]

dayaben

dayaben

Jitendra Garnayak
  • Published: Tuesday, 12 October 2021
  • Updated: 12 October 2021, 05:47 PM IST

Sports

Latest News

ମୁମ୍ବାଇ: ‘ତାରକ୍‌ ମେହଟ୍ଟା କା ଉଲ୍‌ଟା ଚଷ୍‌ମା’ ହେଉଛି ଅନ୍ୟତମ ଲୋକପ୍ରିୟ ଧାରାବାହିକ। ଏହା ଲୋକଙ୍କୁ ଖୁବ୍ ହସାଇଥାଏ। ତା’ସହିତ ଏଥିରେ ଅନେକ ଶିକ୍ଷଣୀୟ ଜିନିଷ ମଧ୍ୟ ଦେଖାଯାଏ। ୧୩ ବର୍ଷରୁ ଅଧିକ ଦିନ ହେଲାଣି ଏହା ଚାଲି ଆସୁଛି। ଏହାର ପ୍ରତ୍ୟେକଟି ଚରିତ୍ର ଲୋକପ୍ରିୟତା ଅର୍ଜନ କରିଛନ୍ତି। ସମସ୍ତେ ନିଜର ଅଭିନୟ ପାଇଁ ଢେର୍ ପ୍ରଶଂସା ପାଉଛନ୍ତି।

‘ତାରକ୍‌ ମେହଟ୍ଟା କା ଉଲ୍‌ଟା ଚଷ୍‌ମା’ ଅନ୍ୟତମ ପ୍ରମୁଖ ଚରିତ୍ର ହେଉଛନ୍ତି ଦୟାବେନ୍‌। ସେ ଜେଠାଲାଲ୍‌ଙ୍କ ପତ୍ନୀ। ଏହି ଚରିତ୍ରରେ ଅଭିନୟ କରୁଛନ୍ତି ଦିଶା ବକାନୀ। ତାଙ୍କର ଅଭିନୟ ପୂରା ନିଆରା। ସେ ତାଙ୍କ ମୁହଁକୁ ଯେମିତି କରି ଅଭିନୟ କରନ୍ତି, ସେମିତି ଅନ୍ୟ କୌଣସି ଧାରାବାହିକରେ କେହି କରିବା ଦେଖାଯାଏ ନାହିଁ। ତାଙ୍କୁ କପି କରି ଅଭିନୟ କରିବା ଏକ ମୁସ୍କିଲ୍ କଥା। କିନ୍ତୁ ଜଣେ ୯ ବର୍ଷର ଝିଅ ତାଙ୍କର ନକଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏକ ଫ୍ୟାନ୍ ପେଜ୍‌ରେ ଏହି ଭିଡିଓକୁ ଶେଆର କରାଯାଇ ଦିଶା ବକାନୀଙ୍କୁ ଉତ୍ସର୍ଗ କରାଯାଇଛି।

ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର କରାଯାଇଥିବା ଏହି ଭିଡିଓରେ ଯେଉଁ ଝିଅଟି ଅଛି, ତା ନାଁ ସୁମନ ପୁରି। ସେ ଏକ ସିନ୍‌ର ନକଲ କରିଛନ୍ତି ଯେଉଁଥିରେ ଦୟାବେନ୍ ନବରାତ୍ରୀକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story