ବିରୁଷ୍କାଙ୍କ ରିସେପ୍‌ସନ୍ ପାର୍ଟିରେ ମୁଖ୍ୟ ଆକର୍ଷଣ ସାଜିବେ ଏହି ୧୦ ଅତିଥି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିରୁଷ୍କାଙ୍କ ଦ୍ୱିତୀୟ ରିସେପସନ୍‌ ପାର୍ଟି। ପ୍ରଥମ ରିସେପସନ ପାର୍ଟି ଗତ ୨୧ ତାରିଖରେ ଦିଲ୍ଲୀରେ ଦିଆଯାଇଥିଲା। ଯେଉଁଥିରେ ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେହିପରି ଆଜି ମୁମ୍ବାଇର ଏକ ଷ୍ଟାର ହୋଟେଲରେ ଏହି ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଉଛି। ଆଜିର ପାର୍ଟିରେ ଅନେକ ଜଣାଶୁଣା ସେଲିବ୍ରେଟି, ଖେଳାଳି, ବ୍ୟବସାୟୀ, ନେତା ଓ ମନ୍ତ୍ରୀ ଯୋଗଦେବ। ଯେଉଁମାନଙ୍କ ମଧ୍ୟରେ ଏହି ୧୦ ଜଣ ଜଣାଶୁଣା ବ୍ୟକ୍ତି ଖାସ୍‌ ଅଛନ୍ତି। ଏମାନେ ହେଲେ  ମୁକେଶ […]

Anushka-Sharma-in-Sabyasachi-with-Virat-Kohli-at-a-wedding-in-Mumbai-featured

Rakesh Mallick
  • Published: Tuesday, 26 December 2017
  • Updated: 26 December 2017, 01:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିରୁଷ୍କାଙ୍କ ଦ୍ୱିତୀୟ ରିସେପସନ୍‌ ପାର୍ଟି। ପ୍ରଥମ ରିସେପସନ ପାର୍ଟି ଗତ ୨୧ ତାରିଖରେ ଦିଲ୍ଲୀରେ ଦିଆଯାଇଥିଲା। ଯେଉଁଥିରେ ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେହିପରି ଆଜି ମୁମ୍ବାଇର ଏକ ଷ୍ଟାର ହୋଟେଲରେ ଏହି ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଉଛି।

ଆଜିର ପାର୍ଟିରେ ଅନେକ ଜଣାଶୁଣା ସେଲିବ୍ରେଟି, ଖେଳାଳି, ବ୍ୟବସାୟୀ, ନେତା ଓ ମନ୍ତ୍ରୀ ଯୋଗଦେବ। ଯେଉଁମାନଙ୍କ ମଧ୍ୟରେ ଏହି ୧୦ ଜଣ ଜଣାଶୁଣା ବ୍ୟକ୍ତି ଖାସ୍‌ ଅଛନ୍ତି। ଏମାନେ ହେଲେ  ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ଶାହାରୁଖ ଖାନ, ଅମିର ଖାନ୍, ସଚିନ ତେନ୍ଦୁଲକର, ଯୁବରାଜ ସିଂ, ପ୍ରିୟଙ୍କା ଚୋପ୍ରା, ଧୋନୀ, କରଣ ଜୋହର ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଡିସ୍‌।

ଆପଣଙ୍କୁ ଜାଣାଇଦେବାକୁ ଚାହୁଁଛୁ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବିରାଟ ଓ ଅନୁଷ୍କା ଗତ ୧୧ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଇଟାଲୀର ମିଲାନରେ ଉଭୟଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା।

https://youtu.be/WvSBridcYRw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story