‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ’ରେ ନୂଆ ଲୁକ୍‌କୁ ନେଇ ଆମୀରଙ୍କ ପ୍ରସ୍ତୁତି

ମୁମ୍ବାଇ: ଫିଲ୍ମରେ ନୂଆ ଲୁକ୍‌ ପାଇଁ ନିଜ ଶରୀରର ଉପରେ ଏକ୍ସପେରିମେଣ୍ଟ କରୁଥିବା ଆମୀର ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ’ ପାଇଁ ଏବେ ନିଜର ଓଜନ କମାଇବାରେ ବ୍ୟସ୍ତ। ସେ ଏହି କଥା ‘ଦଙ୍ଗଲ’ର ପ୍ରଚାର ପାଇଁ ଆସିଥିବା ଏକ ଉତ୍ସବରେ କହିଛନ୍ତି। ଆମୀର ତାଙ୍କ ନୂଆ ଫିଲ୍ମ ପାଇଁ ପତଳା ଶରୀର ସହ ଦାଢ଼ି ଓ କେଶ ବଢ଼ାଉଛନ୍ତି ଯାହାର ଲୁକ୍‌ ଏବେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ନାହିଁ। ପତଳା ଶରୀର ପାଇଁ ଆମୀରଙ୍କୁ ଚର୍ବି ମଧ୍ୟ […]

aamir

aamir

Rakesh Mallick
  • Published: Tuesday, 29 November 2016
  • Updated: 29 November 2016, 07:39 PM IST

ମୁମ୍ବାଇ: ଫିଲ୍ମରେ ନୂଆ ଲୁକ୍‌ ପାଇଁ ନିଜ ଶରୀରର ଉପରେ ଏକ୍ସପେରିମେଣ୍ଟ କରୁଥିବା ଆମୀର ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ’ ପାଇଁ ଏବେ ନିଜର ଓଜନ କମାଇବାରେ ବ୍ୟସ୍ତ। ସେ ଏହି କଥା ‘ଦଙ୍ଗଲ’ର ପ୍ରଚାର ପାଇଁ ଆସିଥିବା ଏକ ଉତ୍ସବରେ କହିଛନ୍ତି।

ଆମୀର ତାଙ୍କ ନୂଆ ଫିଲ୍ମ ପାଇଁ ପତଳା ଶରୀର ସହ ଦାଢ଼ି ଓ କେଶ ବଢ଼ାଉଛନ୍ତି ଯାହାର ଲୁକ୍‌ ଏବେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ନାହିଁ। ପତଳା ଶରୀର ପାଇଁ ଆମୀରଙ୍କୁ ଚର୍ବି ମଧ୍ୟ କମ୍‌ କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଏହି ନୂଆ ଲୁକ୍‌ ପୁରା ହେବା ପରେ ସେ କିପରି ଦେଖାଯିବେ ଏନେଇ ସେ କିଛି ଜାଣି ନାହାନ୍ତି। ଏହି ନୂଆ ଲୁକ୍‌ ସହ ସେ ଫିଲ୍ମରେ ‘ବିଗ୍‌ ବି’ଙ୍କ ସହ ଦେଖାଯିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story