‘ଦ ଲାୟନ କିଙ୍ଗ୍‌’ର ହିନ୍ଦୀ ଟ୍ରେଲର ରିଲିଜ, ଶୁଣିବାକୁ ପାଇବେ ଶାହାରୁଖଙ୍କ ଦମଦାର ଭଏସ

ମୁମ୍ୱାଇ: ଡିଜନି ପ୍ରଡକ୍ସନ୍‌ରେ ନିର୍ମିତ ଫିଲ୍ମ ‘ଦ ଲାୟନ କିଙ୍ଗ’ର ହିନ୍ଦୀ ଟ୍ରେଲର ରିଲିଜ ହୋଇଯାଇଛି।  ଦୀର୍ଘ ଦିନ ହେଲାଣି ଏହି ଫିଲ୍ମ ଚର୍ଚ୍ଚାରେ ରହି ଆସିଛି। କାରଣ ଏଥିରେ ଉଭୟ ଶାହାରୁଖ ଓ ତାଙ୍କ ପୁଅ ଭଏସ୍‌ ଦେଇଛନ୍ତି। ଏହାକୁ ଦର୍ଶକମାନେ ଖୁବ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏବେ ଏହାର ଟ୍ରେଲର ଆସିଥିବା ବେଳେ ଏଥିରେ କେବଳ ଆପଣ ବଲିଉଡ ବାଦଶାହଙ୍କ ଦମଦାର ଭଏସ୍‌ ଶୁଣି ପାରିବେ। ଶାହାରୁଖ ଏହି ଫିଲ୍ମରେ ‘ମୁଫସା’ ଚରିତ୍ର […]

srk-1..

srk-1..

Niharika Rout
  • Published: Saturday, 29 June 2019
  • Updated: 29 June 2019, 12:02 PM IST

Sports

Latest News

ମୁମ୍ୱାଇ: ଡିଜନି ପ୍ରଡକ୍ସନ୍‌ରେ ନିର୍ମିତ ଫିଲ୍ମ ‘ଦ ଲାୟନ କିଙ୍ଗ’ର ହିନ୍ଦୀ ଟ୍ରେଲର ରିଲିଜ ହୋଇଯାଇଛି।  ଦୀର୍ଘ ଦିନ ହେଲାଣି ଏହି ଫିଲ୍ମ ଚର୍ଚ୍ଚାରେ ରହି ଆସିଛି। କାରଣ ଏଥିରେ ଉଭୟ ଶାହାରୁଖ ଓ ତାଙ୍କ ପୁଅ ଭଏସ୍‌ ଦେଇଛନ୍ତି। ଏହାକୁ ଦର୍ଶକମାନେ ଖୁବ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏବେ ଏହାର ଟ୍ରେଲର ଆସିଥିବା ବେଳେ ଏଥିରେ କେବଳ ଆପଣ ବଲିଉଡ ବାଦଶାହଙ୍କ ଦମଦାର ଭଏସ୍‌ ଶୁଣି ପାରିବେ।

ଶାହାରୁଖ ଏହି ଫିଲ୍ମରେ ‘ମୁଫସା’ ଚରିତ୍ର ଲାଗି ଭଏସ୍‌ ଦେଇଛନ୍ତି। ଆଉ ‘ମୁଫସା’ର ପୁଅ ସିମ୍ବା ଲାଗି ଭଏସ୍‌ ଦେଇଛନ୍ତି ଶାହାରୁଖଙ୍କ ପୁଅ ଆର୍ଯ୍ୟନ।   ୧୯୯୪ ମସିହାରେ ଆସିଥିବା ଏହି ଏନିମେଟେଡ କ୍ଲାସିକ୍‌କୁ ହିନ୍ଦୀରେ ଡବ୍‌ କରୁଥିବା ଶାହାରୁଖଙ୍କ ଭଏସ୍‌କୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି। ଏହି ଭିଡିଓକୁ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଛନ୍ତି।

ଟ୍ରେଲରରେ ଦମଦାର ଭଏସ ଯୋଗୁ ଶାହାରୁଖଙ୍କ ଫ୍ୟାନ୍ସ ବହୁତ ଉତ୍ସାହିତ ହୋଇପଡିଛନ୍ତି। ଏହି ଆନିମେଟେଡ ଫିଲ୍ମରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ସିମ୍ବା ଲାଗି ଭଏସ ଦେଇଛନ୍ତି ।

ଏହା ପୂର୍ବରୁ ମଧ୍ୟ ଏହି ବାପ ପୁଅ ଯୋଡି ୨୦୦୪ ମସିହାରେ ହଲିଉଡ ଏନିମେଟେଡ ଫିଲ୍ମ ‘ଦ ଇନକ୍ରେଡିବଲ୍ସ’  ଲାଗି ଭଏସ ଦେଇ ସାରିଛନ୍ତି। ୨୦୦୩ ମସିହାରେ ଆସିଥିବା କରନ ଜୋହରଙ୍କ ଫିଲ୍ମ ‘କଭି ଖୁସି କଭି ଗମ୍‌’ରେ ମଧ୍ୟ ଉଭୟ ବାପପୁଅ ନଜର ଆସିଥିଲେ। ଉକ୍ତ ଫିଲ୍ମରେ ଆର୍ଯ୍ୟନ ନିଜ ବାପାଙ୍କ ପିଲା ବେଳର ଚରିତ୍ରରେ ଅଭିନୟ କରିଥିଲେ।

‘ଡିଜନି’ ଫିଲ୍ମ ପ୍ରଥମେ ୧୯୯୪ ମସିହାରେ ରିଲିଜ ହୋଇଥିଲା। ୨୫ ବର୍ଷ ପୂର୍ତ୍ତି ଅବସରରେ ଏହାକୁ ଦ୍ୱିତୀୟ ଥର ରିଲିଜ କରାଯାଉଛି। ଫିଲ୍ମରେ ଶାହାରୁଖ, ଆର୍ଯ୍ୟନଙ୍କ ବ୍ୟତୀତ ଅସରାନୀ, ଆଶିଷ ବିଦ୍ୟାର୍ଥୀ, ସଞ୍ଜୟ ମିଶ୍ରା ଓ ଶ୍ରେୟସ୍‌ ତଲପଡେ ବି ଭିନ୍ନ ଭିନ୍ନ ଚରିତ୍ରଙ୍କ ଲାଗି ଭଏସ୍‌ ଦେବାର ଦେଖିବାକୁ ପାଇବେ।

https://twitter.com/JacyKhan/status/1144513012616716288

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story