ଝଟକା ପରେ ଝଟକା: Top-10 ରୁ ହଟିଲା ‘ଦି କପିଲ ଶର୍ମା ଶୋ’

ସୁନୀଲ ଗ୍ରୋବରଙ୍କ ସହ ଝଗଡା ପରେ କପିଲ ଶର୍ମାଙ୍କ ଗ୍ରହ ଚଳନ କିଛି ଠିକ୍‌ ଲାଗୁନାହିଁ। ପ୍ରତିଦିନ କପିଲଙ୍କୁ ନୂଆ ନୂଆ ଝଟକା ଲାଗିବାରେ ଲାଗିଛି। ନିଜ ଶୋ’କୁ ବଞ୍ଚାଇବାକୁ କପିଲ ସବୁ ପ୍ରକାର ଉଦ୍ୟମ କରୁଛନ୍ତି, ହେଲେ କିଛି ଲାଭ ହେଉନାହିଁ। ଗତକାଲି ଶୁଣିବାକୁ ମିଳିଥିଲା କପିଲଙ୍କ ଶୋ’କୁ ‘ବୁଆ’ କମ୍‌ବ୍ୟାକ୍‌ କରୁଛନ୍ତି। ହେଲେ ଏହି ଖୁସିରେ ପାଣି ମାଡି ଗଲା ଯେତେବେଳେ ଜଣାପଡିଲା ‘ଦି କପିଲ ଶର୍ମା ଶୋ’ ଟପ୍‌ ଟେନ୍‌ରୁ ତଳକୁ ଖସିଯାଇଛି। […]

kapil

kapil

Rakesh Mallick
  • Published: Friday, 14 April 2017
  • Updated: 14 April 2017, 07:49 PM IST

Sports

Latest News

ସୁନୀଲ ଗ୍ରୋବରଙ୍କ ସହ ଝଗଡା ପରେ କପିଲ ଶର୍ମାଙ୍କ ଗ୍ରହ ଚଳନ କିଛି ଠିକ୍‌ ଲାଗୁନାହିଁ। ପ୍ରତିଦିନ କପିଲଙ୍କୁ ନୂଆ ନୂଆ ଝଟକା ଲାଗିବାରେ ଲାଗିଛି। ନିଜ ଶୋ’କୁ ବଞ୍ଚାଇବାକୁ କପିଲ ସବୁ ପ୍ରକାର ଉଦ୍ୟମ କରୁଛନ୍ତି, ହେଲେ କିଛି ଲାଭ ହେଉନାହିଁ। ଗତକାଲି ଶୁଣିବାକୁ ମିଳିଥିଲା କପିଲଙ୍କ ଶୋ’କୁ ‘ବୁଆ’ କମ୍‌ବ୍ୟାକ୍‌ କରୁଛନ୍ତି। ହେଲେ ଏହି ଖୁସିରେ ପାଣି ମାଡି ଗଲା ଯେତେବେଳେ ଜଣାପଡିଲା ‘ଦି କପିଲ ଶର୍ମା ଶୋ’ ଟପ୍‌ ଟେନ୍‌ରୁ ତଳକୁ ଖସିଯାଇଛି। ‘ନଚ ବଲିୟେ’ ପକ୍ଷରୁ କପିଲଙ୍କ ଶୋ’କୁ କଡା ଟକ୍କର ମିଳୁଛି। ‘ନଚ ବଲିୟେ’ ଟପ୍‌ ଟେନ୍‌ରେ ଏଣ୍ଟ୍ରି କରିଛି।

ଆଗକୁ ଜୀ-ଟିଭିରେ ଆସିବାକୁ ଥିବା ‘ସା ରେ ଗା ମା ପା’କୁ ଲୋକ ଅନାଇ ବସିଛନ୍ତି। ଏହି ଶୋ’ର ପ୍ରସାରଣ ଆରମ୍ଭ ହେବା ପରେ କପିଲଙ୍କୁ ଆଉ କେଉଁ ସ୍ଥିତି ଦେଖିବାକୁ ପଡିବ ତାହା ଭବିଷ୍ୟତ କହିବ।

କପିଲ ଓ ସୁନୀଲଙ୍କ ମଧ୍ୟରେ ଝଗଡା ହେବା ଖବର ଆସିବା ପରଠାରୁ ତାଙ୍କ ଶୋ’ର ରେଟିଂ କମିବାରେ ଲାଗିଛି। ୧୭ରୁ ୨୩ ମାର୍ଚ୍ଚ ମଧ୍ୟରେ ଶୋ’ର ଟିଆରପି କମିବା ସହ ଏହା ୧୦ ନମ୍ବରକୁ ଖସି ଆସିଥିଲା। ଶୋ’କୁ ପୁଣି ଟ୍ରାକ୍‌କୁ ଆଣିବାକୁ କପିଲ କମେଡିଆନ ଏହସାନ କ୍ୟୁରେସି, ରାଜୁ ଶ୍ରୀବାସ୍ତବ, ସୁନୀଲ ପାଲଙ୍କ ପରି ପୁରୁଣା କଳାକାରଙ୍କୁ ଷ୍ଟେଜକୁ ଆଣିଲେ। ହେଲେ ଦର୍ଶକ ଏହାକୁ ଗ୍ରହଣ କଲେ ନାହିଁ। ୨୪ରୁ ୩୦ ମାର୍ଚ୍ଚ ମଧ୍ୟରେ ଶୋ’ରେ ସାମାନ୍ୟ ଉନ୍ନତୀ ଘଟିଥିଲା ଓ ଏହା ୯ ନମ୍ବରକୁ ଆସିଥିଲା।

ହେଲେ ୩୧ ମାର୍ଚ୍ଚରୁ ୬ ଏପ୍ରିଲ ଶୋ’ରେ କପିଲଙ୍କ ଜଲୱା ଦେଖିବାକୁ ମିଳିନାହିଁ। ଶୋ’ ଏବେ ଟପ୍‌ ଟେନ୍‌ରୁ ଆଉଟ୍‌ ହୋଇ ୧୨ତମ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story