ଆୟୁଷ୍ମାନଙ୍କ ନାଁରେ ଚୋରି ଅଭିଯୋଗ

ମୁମ୍ୱାଇ: ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପାଇଁ ଗତ ବର୍ଷ ବେଶ ଭଲ ରହିଥିଲା। ଲଗାତାର ଭାବେ ତାଙ୍କର ୨ଟି ଫିଲ୍ମ ‘ଅନ୍ଧାଧୁନ’ ଓ ‘ବଧାଇ ହୋ’ ହିଟ୍‌ ହୋଇଥିଲା। ଏବେ ତାଙ୍କ ହାତରେ ଅନେକ ଭଲ ଭଲ ଫିଲ୍ମର ପ୍ରୋଜେକ୍ଟ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ବାଲା’। ହେଲେ ଏହି ଫିଲ୍ମକୁ ନେଇ ଏବେ କୋର୍ଟ କଚେରୀ ମାମଲାରେ ଫସିଯାଇଛନ୍ତି ଆୟୁଷ୍ମାନ। https://www.instagram.com/p/BuTF4QTggtf/?utm_source=ig_web_copy_link ଫିଲ୍ମ ‘ଶାଦୀ ମେ ଜରୁର୍‌ ଆନା’ର ଆସିଷ୍ଟାଣ୍ଟ ଡାଇରେକ୍ଟର କମଳକାନ୍ତ ଚନ୍ଦ୍ରା […]

ayushman

ayushman

Chinmayee Roy
  • Published: Saturday, 16 March 2019
  • Updated: 16 March 2019, 08:15 PM IST

Sports

Latest News

ମୁମ୍ୱାଇ: ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପାଇଁ ଗତ ବର୍ଷ ବେଶ ଭଲ ରହିଥିଲା। ଲଗାତାର ଭାବେ ତାଙ୍କର ୨ଟି ଫିଲ୍ମ ‘ଅନ୍ଧାଧୁନ’ ଓ ‘ବଧାଇ ହୋ’ ହିଟ୍‌ ହୋଇଥିଲା। ଏବେ ତାଙ୍କ ହାତରେ ଅନେକ ଭଲ ଭଲ ଫିଲ୍ମର ପ୍ରୋଜେକ୍ଟ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ବାଲା’। ହେଲେ ଏହି ଫିଲ୍ମକୁ ନେଇ ଏବେ କୋର୍ଟ କଚେରୀ ମାମଲାରେ ଫସିଯାଇଛନ୍ତି ଆୟୁଷ୍ମାନ।

https://www.instagram.com/p/BuTF4QTggtf/?utm_source=ig_web_copy_link

ଫିଲ୍ମ ‘ଶାଦୀ ମେ ଜରୁର୍‌ ଆନା’ର ଆସିଷ୍ଟାଣ୍ଟ ଡାଇରେକ୍ଟର କମଳକାନ୍ତ ଚନ୍ଦ୍ରା ବମ୍ବେ ହାଇକୋର୍ଟରେ ଆୟୁଷ୍ମାନ ଖୁରାନା, ନିର୍ଦ୍ଦେଶକ ଅମର କୌସିକ୍ ଓ ଫିଲ୍ମ ପ୍ରଡ୍ୟୁସର ଦିନେଶ ଭିଜାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଇଛନ୍ତି। କମଳକାନ୍ତଙ୍କ ଅଭିଯୋଗ ଯେ, ତାଙ୍କ ଫିଲ୍ମର ଆଇଡିଆ ଚୋରି କରାଯାଇଛି। ଏହି ଫିଲ୍ମ ବୟସ ପୂର୍ବରୁ ଚନ୍ଦା ହୋଇଯାଇଥିବା ଜଣେ ଯୁବକର କାହାଣୀ।

କମଳକାନ୍ତ କହିଛନ୍ତି ଯେ ସେ ‘ବରେଲି କି ବର୍ଫି’ ସେଟ୍‌ରେ ସେ ଆୟୁଷ୍ମାନ୍‌ଙ୍କୁ ଭେଟିଥିଲେ। ଏହାପରେ ସେ ହ୍ୱାଟସ୍‌ଆପ୍‌ରେ ଫିଲ୍ମର ଆଇଡିଆ ଆୟୁଷ୍ମାନଙ୍କ ସହ ଶେଆର କରିଥିଲେ। କମଳକାନ୍ତଙ୍କ କହିବା ଅନୁଯାୟୀ ଫିଲ୍ମର ଆଇଡିଆ ଜାଣିବା ପରେ ଆୟୁଷ୍ମାନ୍‌ ତାଙ୍କ ସହ ଆଉ କୌଣସି ପ୍ରକାରର ସମ୍ପର୍କ କରିନଥିଲେ। ଆଉ ଏହାର କିଛି ଦିନ ପରେ ଏବେ ସେ ସେହିପରି ଏକ ନୂଆ କାହାଣୀ ନେଇ ଆସୁଛନ୍ତି।

https://www.instagram.com/p/Bt0KUpUAAQ3/?utm_source=ig_web_copy_link

କମଲ କହିଛନ୍ତି ଯେ, ଦିନେଶ, ଅମର ଓ ଆୟୁଷ୍ମାନଙ୍କୁ ଲିଗାଲ୍ ନୋଟିସ ମଧ୍ୟ ପଠାଯାଇଥିଲା। ହେଲେ ଏମାନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅନ୍ୟପଟେ ନିର୍ଦ୍ଦେଶକ ଅମର କହିଛନ୍ତି, ‘ମୋତେ ଏସବୁ ବିଷୟରେ ବିଶେଷ କିଛି ଜଣା ନାହିଁ। ଆମେ ଏହି କାହାଣୀ ଗତ ୩-୪ ମାସ ହେଲା ଲେଖୁଛୁ ନା ତ ମୁଁ କେବେ ତାଙ୍କୁ ଭେଟିଛି ନା ହିଁ କେବେ ତାଙ୍କ ସ୍କ୍ରିପ୍ଟ ବିଷୟରେ ଜାଣିଛି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story